Aparajita Mohanty ଙ୍କ ଘର ପରିବାର ଓ ସମ୍ପତ୍ତି ବିଷୟରେ ଏହି ଅଜଣା କଥା ଆପଣ ଆଗରୁ କେବେ କାହାଠୁ ଶୁଣି ନଥିବେ,ସବୁଠୁ ପରିଚିତ ସୁପରଷ୍ଟାର ଅଭିନେତ୍ରୀ ଙ୍କ ଏହି କଥା ଗୁଡିକ

Spread the love

ଆମେ ସମସ୍ତେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ବେଶ ପରିଚିତ।ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରାଇ ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ମାନ ଓ ସମ୍ମାନ କମାଇ ପାରିଥିଲେ।ତେବେ ସେ ୧୯୫୭ ମସିହା ମେ ମାସ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।

ଏହା ସହିତ ସେ ୧୯୮୭ ମସିହାରେ ଉତ୍ତମ ମହାନ୍ତିଙ୍କୁ ବିବାହ କରିଥିଲେ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ସେଥିପାଇଁ ସେ ଓଡ଼ିଶାରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ସେ ୧୯୮୦ ମସିହାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।ସେ ସୀତା ଲବକୁଶ ଫିଲ୍ମ ଜରିଆରେ ଓଡ଼ିଆ ସିନେମା ଜଗତରେ ପ୍ରଥମେ ପାଦ ଦେଇଥିଲେ।

ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି।ସେ ଏପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯାହା ସମସ୍ତଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅନୁଗତ ମାନଙ୍କୁ ନିଜର ଅଭିନୟ ମାଧ୍ୟମର ସର୍ବଦା ବାନ୍ଧି ରଖିଥାନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।

ଏହା ସହିତ ସେ ଅନେକ ଲୋକଙ୍କର ପ୍ରିୟ ଅଭିନେତ୍ରୀ ଅଟନ୍ତି।ତେବେ ସେ ଏହି କିଛି ଦିନ ତଳେ ନିଜର ରାଜନୀତି ଜୀବନ ଆରମ୍ଭ କରିଥିଲେ।ଅନେକ ଲୋକ ଏହା ଭାବୁଥାନ୍ତି କି ସେ ପ୍ରକୃତରେ ହିନ୍ଦୁ ନା ମୁସଲମାନ।ତେବେ ଏହା ଜାଣିବା ଆବଶ୍ୟକ କି ସେ ଜଣେ ମୁସଲମାନ ପରିବାରରେ ଜନ୍ମ।ଏହାପରେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ମୁସଲମାନ ନୁହନ୍ତି।

ସେ ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମକୁ ସମାନ ସମ୍ମାନ ଦେଇ ଥାଆନ୍ତି।ତାଙ୍କର ପିତା ଜଣେ ମୁସଲମାନ ଥିଲେ ଓ ମାତା ଜଣେ ହିନ୍ଦୁ ଥିଲେ।ଏହାପରେ ମଧ୍ୟ ସେ ଗୋଟିଏ ହିନ୍ଦୁ ପରିବାରକୁ ବୋହୂ ହୋଇ ଆସିଥିଲେ।ତେବେ ସେ ବର୍ତ୍ତମାନ ନିଜର ପରିବାର ସହିତ ସମୟ ଅତିବାହିତ କରୁଛନ୍ତି।ତେବେ ସେ ସେ ଅନେକ ଦିନ ହେବ ନିଜକୁ ଅଭିନୟ ଜଗତରୁ ଦୂରେଇ ରଖିଛନ୍ତି।ତେବେ ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଏକ ସଦସ୍ୟ ଅଟନ୍ତି।

ଏହା ସହିତ ସେ ରାଜନୀତି କ୍ଷେତ୍ରରେ ନିଜର ଜୀବନ ଆଗକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ପରିବାର ସହିତ ରହୁଛନ୍ତି।ଏହା ସହିତ ସେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରାୟ ୧୦-୧୨ ଲକ୍ଷ ଟଙ୍କା ନେଇଥାନ୍ତି ଓ କୌଣସି ଗୋଟିଏ ଜିନିଷର ବିଜ୍ଞାପନ କରିବା ପାଇଁ ପ୍ରାୟ ୪-୫ ଲକ୍ଷ ଟଙ୍କା ନେଇଥାନ୍ତି।ତେବେ ତାଙ୍କର ପରିବାରରେ ବର୍ତ୍ତମାନ ତାଙ୍କର ପୁଅ ବୋହୁ ନାତି ଓ ତାଙ୍କର ପତି ରହିଛନ୍ତି। ତାଙ୍କର ପୁଅ ବାବୁ ସାନଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ତାଙ୍କର ପତି ଉତ୍ତମ ମହାନ୍ତି ମଧ୍ୟ ଜଣେ ଆଗ ଧାଡ଼ିର ଅଭିନେତା।

Leave a Reply

Your email address will not be published. Required fields are marked *