ଓଡ଼ିଆ ଫିଲ୍ମ ଅଭିନେତ୍ରୀ Riya Dey ଏବେ କିପରି ଅଛନ୍ତି ଓ କଣ କରୁଛନ୍ତି ସେ ଏବେ,ସତ୍ୟତା କଣ ଏହି କଥାର

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ବିଶେଷ ଖବର ବିଷୟରେ।ସାଙ୍ଗମାନେ ଯଦି ଆପଣ ଓଡିଶାରେ ରୁହନ୍ତି ତେବେ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ।ଓ ନିଶ୍ଚିତ ଭାବରେ ଏହାକୁ ପସନ୍ଦ ମଧ୍ୟ କରୁଥିବେ।ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରି ହେଉଛନ୍ତି ରିୟା ଦେ।ଆପଣମାନେ ନିଶ୍ଚିତ ଭାବରେ ରିୟା ଦେଙ୍କୁ ଜାଣିଥିବେ।ସେ ଓଡ଼ିଆ ସିନେମା ଜଗତରେ ଜଣେ ମୁଖ୍ୟ ନାୟିକା ଅଟନ୍ତି।ତାଙ୍କ ଅଭିନୟ ପ୍ରତ୍ୟେକ ଦର୍ଶକ ମାନଙ୍କୁ ପସନ୍ଦ ଆସିଥାଏ।ଏହି କାରଣ ପାଇଁ ସେ ଏବେ ଅନେକ ଲୋକ ପ୍ରିୟତା ହାସଲ କରିସାରିଲେଣି।

ଏବଂ ଫିଲ୍ମ ସହିତ ଅପଣମାନେ ନିଶ୍ଚିତ ଭାବରେ ଓଡ଼ିଆ ସିରିଏଲ ମଧ୍ୟ ବହୁତ ଉପଭୋଗ କରୁଥିବେ।ଏହି ଓଡ଼ିଆ ସିରିଏଲ ଦୁନିଆର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି ରାଜେଶ।ରାଜେଶ ମଧ୍ୟ ଜଣେ ସଫଳ ଅଭିନେତା ଅଟନ୍ତି।ସେ ତାଙ୍କ ଅଭିନୟ ବଳରେ ଅନେକ ମନ ପ୍ରାଣ ଜିତିପାରିଛନ୍ତି।ତାଙ୍କୁ ତାଙ୍କ ଫ୍ୟାନ ମାନେ ବହୁତ ପସନ୍ଦ କରିଥାନ୍ତି।

ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଫିଲ୍ମ ଅଭିନେତ୍ରୀ ରିୟା ଦେ ସିରିଏଲ ଅଭିନେତା ରାଜେଶଙ୍କ ସହିତ ଏକ ନୂଆ ଓଡ଼ିଆ ଫିଲ୍ମ କରିବାକୁ ଯାଉଛନ୍ତି।ଯାହାର ନାମ ରହିଛି ରାତି ସରି ସରି ଯାଉଛି।ଏହି ଫିଲ୍ମଟିରେ ପ୍ରଥମ ଥର ରିୟା ଏବଂ ରାଜେଶ ଅଭିନୟ କରିବାପାଇଁ ଯାଉଛନ୍ତି।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ଏହି ଫିଲ୍ମଟିରେ ଆପଣମାନେ ରିୟା ଏବଂ ରାଜେଶଙ୍କ ଲଭ ରୋମାନ୍ସ ଦେଖିବା ସହ ଜବରଦସ୍ତ କମେଡି ଏବଂ ଆକ୍ସନ ଦେଖିବାକୁ ପାଇବେ।ଏହା ସହିତ ସୁଶାନ୍ତ ରଥ ଗୋଟିଏ ଗୁରୁତ୍ୱପୂର୍ଣ ଚରିତ୍ରରେ ଅଭିନୟ କରୁଛନ୍ତି।ବର୍ତ୍ତମାନ ଏହି ଫିଲ୍ମଟିର ସୁଟିଙ୍ଗ ଖୁବ ଜୋର ସୋରରେ ଚାଲୁଅଛି।ଯାହା ସୂଚନା ମିଳିଛି ରିୟା ଏବଂ ରାଜେଶଙ୍କ ଅଭିନୀତ ଏହି ଫିଲ୍ମଟିର ସମସ୍ତ ସୁଟିଙ୍ଗ ଓଡିଶା ଏବଂ ଓଡିଶା ବାହାରେ କରାଯିବ।ଏହା ସହିତ ଏହି ଫିଲ୍ମଟିରେ ଥିବା ସମସ୍ତ ଗୀତର ସୁଟିଙ୍ଗ ଓଡିଶା ବାହାରେ କରାଯିବ ବୋଲି ପ୍ରୋଜୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ସାଙ୍ଗମାନେ ଆପଣ ଏହା ଜାଣିଥିବେ ରିୟାଙ୍କର ଆଉ ଦୁଇଟି ଓଡ଼ିଆ ଫିଲ୍ମ ଆସିବାକୁ ଯାଉଛି।ଗୋଟିଏ ଫିଲ୍ମରେ ଅମ୍ଳାନ ରିୟାଙ୍କ ବିପକ୍ଷରେ ଅଭିନୟ କରୁଥିବା ବେଳେ ଅନ୍ୟ ଗୋଟିଏ ପଟେ ରିୟାଙ୍କ ବିପକ୍ଷରେ ସମ୍ବିତ ଅଭିନୟ କରୁଛନ୍ତି।ରିୟାଙ୍କୁ ନେଇ ନିର୍ମାଣ ହେଉଛି ନୂଆ ଓଡ଼ିଆ ଫିଲ୍ମ ଗୋଲାପୀ ଗୋଲାପି ପାର୍ଟ ୨।

ସାଙ୍ଗମାନେ ରିୟାଙ୍କ ଅଭିନୀତ ଦୁଇଟି ଓଡ଼ିଆ ଫିଲ୍ମ ଗୋଲାପୀ ଗଲାପି ପାର୍ଟ ୨ ଏବଂ ଅନ୍ୟ ଗୋଟିଏ ଫିଲ୍ମ ରାତି ସରି ସରି ଯାଉଛି ପାଇଁ ଅନେକ ଦର୍ଶକ ବହୁତ ଆଗ୍ରହୀ ଅଛନ୍ତି।

Leave a Reply

Your email address will not be published. Required fields are marked *