ଓଡ଼ିଆ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଜୀବନ କଥା ଏବଂ ପରିବାର ସମ୍ପର୍କରେ – କାହିଁକି ନିଜ ପୁଅ ବାବୁସାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ଜାଣିରଖନ୍ତୁ

Spread the love

ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଏବଂ ଜଣେ ସୁପରିଚିତ କଳାକାର ଯିଏକି ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ଦ୍ୱାରା ଦର୍ଶକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି।ତାଙ୍କର ଅଧିକ ଚଳଚ୍ଚିତ୍ର ମଧ୍ୟ ବହୁତ ସୁପରହିଟ ହୋଇଛି।ସେ ନିଜ ସମର୍ଥକ ମାନଙ୍କ ମନରେ ଏକ ଭଲ ପାଇବା ଏବଂ ଖୁସି ତାଙ୍କ ଅଭିନୟ ଦ୍ୱାରା ଦେଇ ପାରିଛନ୍ତି।ତେବେ କଣ ଅପରାଜିତା ଛୋଟ ବେଳେ ଅଭିନୟ କରିଥିଲେ କି ତାଙ୍କର ସ୍ବପ୍ନ କଣ ଥିଲା, ଏହି ବିଷୟରେ ଆସନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ଅଭିନେତ୍ରୀ ଅପରାଜିତାଙ୍କ ଜୀବନ ଶୈଳୀ ବିଷୟରେ।ସେ କିପରି ନିଜର କ୍ୟାରିଅର ଗଢିଛନ୍ତି ସେ ସମ୍ବନ୍ଧରେ ଜାଣିବା।

ଅଭିନେତ୍ରୀ ଅପରାଜିତାଙ୍କ ସମ୍ପୂର୍ଣ୍ଣ ନାମ ଅପରାଜିତା ମହାନ୍ତି।ତାଙ୍କୁ ଶ୍ରଦ୍ଧାରେ ଟିକି ଡାକନ୍ତି।ସେ ୧୯୬୫ ମସିହା ମଇ ମାସ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ସ୍ଥାନ ଓଡ଼ିଶାର ସମ୍ବଲପୁର ଠାରେ ହୋଇଥିଲା।ସେ ସେଠାରେ ନିଜର ପିଲାଦିନ କାଟିଛନ୍ତି।ସେ ବର୍ତ୍ତମାନ ଭୁବନେଶ୍ୱର ରୁହନ୍ତି।ଏବେ ଜାଣିବା ତାଙ୍କ ପରିବାର ବିବରଣୀ, ଅଭିନେତ୍ରୀ ଅପରାଜିତଙ୍କ ପିତାଙ୍କ ନାମ ଅବଦୁଲ ଆଜିଜ ଖାଁ।ମା ଙ୍କ ନାମ ହରାପ୍ରିୟ ରାୟ। ଅପରାଜିତାଙ୍କ ସ୍ୱାମୀଙ୍କ ନାମ ଉତ୍ତମ ମହାନ୍ତି।ଅପରାଜିତା ୧୯୮୭ ମସିହାରେ ଉତ୍ତମ ଙ୍କୁ ବିବାହ କରିଥିଲେ। ଅପରାଜିତାଙ୍କ ପୁତ୍ର ବାବୁସାନ ମହାନ୍ତି ଏବଂ ବୋହୁ ତୃପ୍ତି ଶତପଥୀ। ସେ ମଧ୍ୟ ଅନେକ ଓଡ଼ିଆ ଚଳଚ୍ଚିତ୍ର ଏଡିଟିଂ କରି ଅନେକ ସୁନାମ ଅର୍ଜନ କରିଛନ୍ତି। ଅପରାଜିତାଙ୍କ ମା ଜଣେ ଗୃହିଣୀ। ଅପରାଜିତା ଜଣେ ଉଚ୍ଚ ଶିକ୍ଷିତ ଅଭିନେତ୍ରୀ ଅଟନ୍ତି।ତେବେ ଆସନ୍ତୁ ଜାଣିବା ତାଙ୍କ ଶିକ୍ଷା ବିବରଣୀ ସଂପର୍କରେ।ଅପରାଜିତାମଧ୍ୟ ରାଜନୀତିରେ ଯୋଗ ଦେଇଥିଲେ।ରାଜନୈତିକ ଦଳ: ବିଜେପି, ଓଡିଶା। ଅପରାଜିତା ୨୦୧୮ ମସିହାରେ ବିଜେପି ଦଳରେ ମିଶିଥିଲେ।

ଏବେ ଜାଣିବା ଅପରାଜିତ ମହାନ୍ତିଙ୍କ ଫିଲ୍ମ ବିବାରଣୀ ସମ୍ବନ୍ଧରେ, ଅପରାଜିତା ୧୯୮୦ ମସିହାରେ ନିଜର ଅଭିନୟ ଜୀବନୀ ଆରମ୍ଭ କରିଥିଲେ।ତାଙ୍କୁ ସବୁ ଦୁଖରୁ ବଂଚେଇବା ପାଇଁ ସେ ବାବୁସାନ ଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି

ତାଙ୍କର ପ୍ରଥମ ଚଳଚ୍ଚିତ୍ର ସୀତା ଲବକୁଶ (୧୯୮୦ ମସିହା), ଉଦଣ୍ଡି ସୀତା (୧୯୦୨), ଜାଗା ହାତରେ ପଘା (୧୯୮୬ ମସିହା) ଏହିଭଳି ଅପରାଜିତା ବର୍ତ୍ତମାନ ୧୦୦ରୁ ଉର୍ଦ୍ଧ୍ବ ଫ୍ଲିମରେ ଅଭିନୟ କରିସାରିଲେଣି।ଏବେବି ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ମନକୁ କିଣି ପାରିଛି ଏବଂ ଦର୍ଶକମାନେ ଅପରାଜିତାଙ୍କୁ ଟିଭି ପରଦାରେ ଦେଖୀ ବହୁତ ଖୁସି ହୁଅନ୍ତି। ଅପରାଜିତା ନିଜ ସମର୍ଥକ ଏବଂ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରାପ୍ତି କରି ପାରିଛନ୍ତି।ଅପରାଜିତା ଅଭିନେତ୍ରୀ ଭାବେ ଅଭିନୟ କରିବା ସହ ସେ ମଧ୍ୟ ଜଣେ ଭଲ ପ୍ରଯୋଜକ ଅଟନ୍ତି।ଅପରାଜିତା ଫିଲ୍ମରେ ଯେତିକି ଧ୍ୟାନ ଦେଇଥାନ୍ତି ସଠିକି ନିଜ ପରିବାର ପ୍ରତି ମନ୍ଧ୍ୟ ଧ୍ୟାନ ଦିଅନ୍ତି।ଅଭିନୟ ସହିତ ସେ ମଧ୍ୟ ଭଲ ଗୀତ ଗାଇପାରନ୍ତି, ଭଲ ରୋଷେଇ କରିପାରନ୍ତି।

ସବୁକୁ ନଜରରେ ରଖି କହିବାକୁ ଗଲେ ସେ ମଧ୍ୟ ଜଣେ ଭଲ ଗୃହିଣୀ। ଅପରାଜିତା ମଧ୍ୟ ବହୁତ ଗଛ ଲଗାଇବାକୁ ଭଲ ପାଆନ୍ତି।ଅପରାଜିତାଙ୍କ ହବି ହେଉଛି ଗଛ ଲଗାଇବା ସେ ନିଜ ଘରେ ଏକ ଛୋଟ ବଗିଚା କରି ତାର ଯତ୍ନ ମଧ୍ୟ ନିଅନ୍ତି।

Leave a Reply

Your email address will not be published. Required fields are marked *