ଓଲିଉଡର ଚକଲେଟ ନାୟିକା ଅର୍ଚ୍ଚିତା ପ୍ରଥମଥର ନିଜର ମନ କଥା କହିଲେ – କହିଲେ କଷ୍ଟ ଲାଗୁଚି ଏହି ସମୟ ରେ..

Spread the love

ସାଙ୍ଗମାନେ ଆପଣ ମାନେ ତ ସମସ୍ତେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ।ଆପଣ ମାନଙ୍କ ଭିତରୁ ପ୍ରାୟ ସମସ୍ତେ ଚକଲେଟ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ପସନ୍ଦ କରୁଥିବେ।ସାଙ୍ଗମାନେ ଆଜି ଆମେ ଜାଣିବା ସେହି ଓଡ଼ିଆ ଚଳଚିତ୍ର ଜଗତର କଳାକାରଙ୍କ ବିଷୟରେ।ସେ ହେଉଛନ୍ତି ଅର୍ଚ୍ଚିତା ସାହୁ।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ସେ ସୋସିଆଲ ମିଡିଆରେ ତାଙ୍କର କିଛି କଥା ସେୟାର କରିଛନ୍ତି।

ତାଙ୍କର ଜନ୍ମ ୨୯.୫.୧୯୯୦ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ ଭୁବନେଶ୍ୱର,ଓଡ଼ିଶା ଅଟେ।ଅର୍ଚ୍ଚିତା ୨୦୨୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ସେ ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ପ୍ରଥମ ଫିଲ୍ମ ଓ ମାଇ ଲଭ ଜରିଆରେ ଓଡ଼ିଆ ଫିଲ୍ମ ଜଗତରେ ପଦାର୍ପଣ କରିଥିଲେ।

ସେ ୨୦୦୫ ମସିହାରେ ବାବୁ ଆଇ ଲଭ ୟୁ ଫିଲ୍ମ କରିଥିଲେ।ଏହା ସେତେବେଳେ ସୁପରହିଟ ଓ ୧୦୦ ଦିନ ହଲରେ ଚାଲିଥିଲା।ସେ ତା ସହିତ ଏକ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି।ସେ ଫେମିନା ମିସ ଇଣ୍ଡିଆର ରନରଅପ ମଧ୍ୟ ଅଟନ୍ତି।ସେ ୧ ମାର୍ଚ୍ଚ ୨୦୨୧ରେ ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଛନ୍ତି।ସେ ଅନେକ ଜାତୀୟ ଆୱାର୍ଡ଼ ମଧ୍ୟ ଜିତିଛନ୍ତି।ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରେ ତୋ ବିନା ମୋ କାହାଣୀ ଅଧା, ଧନରେ ରଖିବୁ ଶପଥ ମୋର,ଚକ୍ଲେଟ,ଲୋଫର ଆଦି ରହିଛି।

ଅର୍ଚ୍ଚିତାଙ୍କ ଶାଶୂଘର ବ୍ରହ୍ମପୁର।କିନ୍ତୁ ସେ ସପରିବାର ଭୁବନେଶ୍ୱରେ ରହୁଛନ୍ତି।ସେ ସମସ୍ତଙ୍କୁ ସଚେତନ ହୋଇ ରହିବାକୁ କହିଛନ୍ତି।ସେ ଏହା ମଧ୍ୟ କହିଛନ୍ତି ଯେ ସେ ଯୋଗ କରିବାକୁ ବହୁତ ଭଲ ପାଆନ୍ତି ଓ ସମସ୍ତେ କିଛି ସମୟ ବାହାର କରି ଯୋଗ କରିବା ପାଇଁ ସେ ପରାମର୍ଶ କରିଛନ୍ତି।ସେ ମନଦୁଃଖ କରି କହିଛନ୍ତି ଯେ ସମସ୍ତେ ଘରେ ରହିବ ପାଇଁ ଓ ଏହି ସମୟ ରେ ଅତି ଜରୁରୀ ନହେଲେ ଘରୁ ନ ବାହାରିବା ପାଇଁ  |ତେବେ ସବ୍ୟ ଅର୍ଚିତା ଦିନ ରାତି ଲୋକଙ୍କ ସେବା କରିବା ପାଇଁ ଲାଗିଛନ୍ତି | ତାଙ୍କୁ ମେକଅପ କରିବା ପାଇଁ ଜମା ବି ଭଲ ଲାଗେନାହିଁ।ସେ ଏବେ ଚିନ୍ତିତ ଅଛନ୍ତି କାରଣ ଏବେ ମହାମାରୀ ଯୋଗୁ ସେ ତାଙ୍କ ଅଭିନୟ କାମ ଜାରି ରଖିପାରି ନାହାନ୍ତି।ଓଡ଼ିଆ ଫିଲ୍ମ ଜଗତରେ ଅର୍ଚ୍ଚିତା ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି।ସେ ଏବେ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି।

Leave a Reply

Your email address will not be published. Required fields are marked *