୨୦୨୪ ମାଲିକା ଭବିଷ୍ୟତ ବିଚାର – ଆସିବ ମହାବନ୍ୟା – ଏହି ଦେଶ ଗୁଡିକ ଦୁନିଆ ରୁ ଲିଭିଯିବ – ପଢନ୍ତୁ କଣ ଲେଖା ରହିଛି

Spread the love

ତେବେ ଏହି ଲେଖା ଗୁଡିକ ମାଳିକା ଭକ୍ତ ମାନକ ଦ୍ୱାରା ଆମର ବ୍ୟକ୍ତିଗତ କୌଣସି ମତାମତ ଏଥିରେ ନାହିଁ |ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ମାଲିକା ବିଚାର ବିଷୟରେ କିଛି ବିଶେଷ ତଥ୍ୟ ଆଲୋଚନା କରିବା।ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆଲୋଚନା କରିବା ଏହି ବିଷୟରେ।ଆଜି ଆମେ ମହାପୁରୁଷଙ୍କ ରଚନାରୁ ଏକ ସୁନ୍ଦର ଉକ୍ତି ନେବା।ସେହି ରଚନାଟି ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କର।ଆମ ମାନଙ୍କ ମନ୍ଦିରର ଏକ ପ୍ରଶ୍ନ ଆସେ।ସେହି ପ୍ରଶ୍ନଟି ହେଉଛି ସତ୍ୟ ଯୁଗରେ ପ୍ରଭୁ ନୃସିଂହ ରୂପରେ ଆସିଲେ ହିରଣ୍ୟକଶ୍ୟପକୁ ମାରିଲେ ଯେତେବେଳେ ପ୍ରହ୍ଲାଦକୁ କଷ୍ଟ ଦୁଃଖ ପଡିଥିଲା ଏବଂ ଯେତେବେଳେ ହିରଣ୍ୟକଶ୍ୟପ ପଚାରିଥିଲା ଫୁ କହୁଚୁ ତୋ ନାରାୟଣ ସବୁଠାରେ ଅଛନ୍ତି ଏହି ଖୁମ୍ବ ମଧ୍ୟରେ କଣ ତୋ ପ୍ରଭୁ ଅଛନ୍ତି?ସେ କହିଥିଲେ ପ୍ରଭୁ ସବୁ ସ୍ଥାନରେ ଅଛନ୍ତି।ଏହି ଖୁମ୍ବରେ ମଧ୍ୟ ପ୍ରଭୁ ଅଛନ୍ତି।

ଏହାପରେ ଯେତେବେଳେ ହିରଣ୍ୟକଶ୍ୟପ ଗଦାରେ ସେହି ଖୁମ୍ବକୁ ପ୍ରହାର କରିଥିଲା ମହାପ୍ରଭୁ ନୃସିଂଘ ରୂପରେ ସେଠାରୁ ପ୍ରକଟ ହୋଇଥିଲେ।ଓଡ଼ିଆ ଭାଗବତରେ ମଧ୍ୟ ଏହା ଲେଖା ଅଛି “ନର କେଶରୀ ରୂପ ଧରି ସ୍ତମ୍ଭରୁ ଆସିଲେ ବାହାରି”।ନର କେଶରୀ ଅର୍ଥ ହେଉଛି ଭାଗବାନ ସିହଁ ମୁଖ ଧରି ଏବଂ ମନୁଷ୍ୟ ଶରୀର ଧରି ଆସିଥିଲେ।ବିଲେଇ ମୂଷାକୁ ଯେପରି ଧରିଥାଏ ଭଗବାନ ନୃସିଂଘ ରୂପରେ ସେହିପରି ଭଗବାନ ହିରଣ୍ୟକଶ୍ୟପକୁ ଧରିଥିଲେ।ଏହା ପରେ ନିଜ ଜାନୁ ଉପରେ ରଖି ତାହାର ସଂହାର କରିଥିଲେ।

ଏହାପରେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରନଙ୍କ ଅବତାର ନେଲେ।ସୀତା ଛଳରେ ପ୍ରଭୁ ଦଶ ସ୍କନ୍ଧ ରାବଣକୁ ବିନାଶ କରିଦେଲେ।ଦ୍ଵାପର ଯୁଗରେ ଭଗବାନ କଂସକୁ ଦିବ୍ୟଗତି ଦେଇଛନ୍ତି।ସତ୍ୟ,ତ୍ରେତୟା, ଦ୍ଵାପର ଯୁଗ ପରେ ପରିଶେଷରେ ଆସି ପହଞ୍ଚିଛି କଳିଯୁଗ।କଳି ଯୁଗରେ କଣ ଖାଲି ବାତ୍ୟା,ଭୂମିକମ୍ପ, ବାତ୍ୟା ଆଦି ହେବ?କଳି ଯୁଗର କିପରି ଅନ୍ତ ଘଟିବ?କଳି ଯୁଗ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ଅନେକ ଦୁଃଖ ଦେଲାଣି।

୨୦୨୪ ପରଠାରୁ ଏହି କଳିର ପ୍ରଭାବ କମିଯିବ ଏବଂ ୨୦୩୨ ମସିହା ପରଠାରୁ କଳି ସମ୍ପୂର୍ଣ୍ଣ ଘରୁ ଘରୁ ଚାଲିଯିବ।ବାପା ପୁଅର ସ୍ନେହ ଶ୍ରଦ୍ଧା ଫେରି ଆସିବ, ଶାଶୁ ବୋହୁର ସ୍ନେହ ଶ୍ରଦ୍ଧା ଫେରି ଆସିବ।ଭାରତ ବିଶ୍ଵଗୁରୁର ଆକ୍ଷା ପାଇବ ଏବଂ ଭାରତରେ ସାଧୁ ସନ୍ଥ ମାନେ ବନ୍ଦିତ ହେବେ।ଆମ ହୃଦୟରୁ ଆମ ମନରୁ ଏବଂ ପ୍ରାଣରୁ କଳି କମିଯିବ।ଏହି ଭାରତ ବର୍ଷରେ ଖାଲି ସୁଦ୍ଧ ମନୁଷ୍ୟହିଁ ରହିବେ।

ପୂର୍ବରୁ ଏକ ୧୯୯୯ ମହାବାତ୍ୟା ଯାଇଛି।ଏହାପରେ ୨୦୨୪ ଆଡ଼କୁ ମଧ୍ୟ ଅନ୍ୟ ଏକବାତ୍ୟା ହେବ ଏହାପରେ ଶେଷରେ ଏକ ମହାବାତ୍ୟା ହୋଇ ଅନେକ ଦେଶକୁ ବିଲୀନ କରିଦେବ।ଅନେକ ଦେଶ ଜଳମଗ୍ନ ହୋଇଯିବ।ଆପଣ ଭଗବାନଙ୍କ ଭକ୍ତି କରନ୍ତୁ।କାହା ସହିତ ଇର୍ଷା କରନ୍ତୁ ନାହିଁ।କେବେହେଲେ କାହାର ଖରପ ଚିନ୍ତା କରନ୍ତୁ ନାହିଁ।ଏବଂ ଈଶ୍ୱରଙ୍କ ଆରାଧନା କରନ୍ତୁ।ଅନ୍ୟର ମଙ୍ଗଳ କାମନା କରନ୍ତୁ।ଏହା ସହିତ ନିଜ କର୍ମ କରନ୍ତୁ।ଆମେ ଏତିକି କାମନା କରୁଛୁ ଯେ ସମଗ୍ର ପୃଥିବିରେ ସତ୍ୟ ଶାନ୍ତି ଦୟା କ୍ଷମା ଉପୁଜୁ।ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *