ନୈତିକ ଓ ଅକସରାଙ୍କର ଅଭିନୟ ଜଗତର ପୁଅ ବାସ୍ତବରେ ଆଜି କଣ କରୁଛନ୍ତି – ଦେଖିଲେ ଆପଣ ମଧ୍ୟ ଆଖି କୁ ବିଶ୍ୱାସ କରି ପାରିବେ ନାହିଁ

Spread the love

ଆମେ ସମସ୍ତେ ଏକ ହିନ୍ଦୀ ଟିଭି ସରିଏଲ ‘ ୟେ ରିସ୍ତା କ୍ୟା କେହେଲାତା ହୈ’କୁ ବହୁତ ଭଲଭାବରେ ଜାଣିଥିବା।ଏହି ଟିଭି ସରିଏଲରେ ଅଭିନୟ କରିଥିବା ହିନା ଖାନ ଓ କରନ ମେହେତାଙ୍କୁ ଆମେ ସମସ୍ତେ ଭଲଭାବରେ ଜାଣିଛୁ।ତାଙ୍କର ଅଭିନୟ ମାଧ୍ୟମରେ ସେ ସମସ୍ତ ଭାରତର ଅଭିନୟ ପ୍ରେମୀ ମାନଙ୍କ ମନରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେ ନିଜର ନାମକୁ ଅନେକ ଉଚ୍ଚକୁ ନେଇଯାଇଥିଲେ।

ଏହି କାର୍ଯ୍ୟକ୍ରମରେ ତାଙ୍କ ଚଗଲା ପୁଅ ଭୂମିକାରେ ଅଭିନୟ କରୁଥିବା ସିବାଂଶ କୋଟିଆ ବର୍ତ୍ତମାନ କଣ କରୁଛନ୍ତି ଓ ସେ ନିଜର ଅଭିନୟ ଜୀବନକୁ ଆଗକୁ କିପରି ବଢାଇବେ ତାହା ଆମେ ଆଲୋଚନା କରିବା।ତାଙ୍କର ଜନ୍ମ ୧ ମେଁ ୨୦୦୫ରେ ମୁମ୍ବାଇର ମହାରାଷ୍ଟ୍ର ଠାରେ ହୋଇଥିଲା।ସେ ବର୍ତ୍ତମାନ ୧୬ ବର୍ଷ ବୟସର ହୋଇଗଲେଣି।ଏହା ସହିତ ସେ ବର୍ତ୍ତମାନ ଅଭିନୟ ଜଗତରୁ ନିଜକୁ ଦୂରରେ ରଖିଛନ୍ତି।ସେ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ବହୁତ ଭିଡ଼ିଓ ପୋଷ୍ଟ କରୁଥିବାର ଦେଖିବାକୁ ମିଳିଛି।

ସିବାଂଶ ନିଜର ସେହି ଅଭିନୟ ମାଧ୍ୟମରେ ଭାରତର ସମସ୍ତ ଘରେ ପରିଚିତ ହୋଇପାରିଥିଲେ।ସେ ଯେତେବେଳେ ସେହି ଅଭିନୟରେ ଅଭିନୟ କରୁଥିଲେ ସେ ସେତେବେଳେ ୧୧ ବର୍ଷ ବୟସର ହୋଇଥିଲେ।ସେହି ସମୟରେ ତାଙ୍କର ଅଭିନୟ ଏପରି ଥିଲା କି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଯୋଗୁ ସେହି କାର୍ଯ୍ୟକ୍ରମ ଏତେ ଲୋକପ୍ରିୟ ହୋଇ ପାରିଥିଲା।ସେ ବର୍ତ୍ତମାନ ବହୁତ ସୁନ୍ଦର ଦେଖା ଯାଉ ଥିବାର ଦେଖିବାକୁ ମିଳୁଛି।

ସେ ଏହି କିଛି ଦିନ ତଳେ ନିଜର ୧୦ମ ଶ୍ରେଣୀର ପରୀକ୍ଷାରେ ପାସ କରିଛନ୍ତି।ସେ ନିଜର ଏହି ସମୟରେ ନିଜର ପାଠ ଉପରେ ଅଧିକ ଧ୍ୟାନ ଦେଉଥିବାର ଦେଖିବାକୁ ମିଳୁଛି।ସେ ନିଜର ୧୬ ତମ ଜନ୍ମ ଦିବସ ଏହି ଗତ ମେଁ ମାସ ୧ ତାରିଖରେ ପାଳନ କରିଥିଲେ।ନିଜର ଜନ୍ମ ଦିନରେ ସେ କେକ କାଟିବା ସହିତ ନିଜର ପରିବାର ସହ ଅନେକ ମଜା ଓ ମସ୍ତି କରିଥିଲେ।ସେ ନିଜ ଜନ୍ମଦିନ ପାଳନର ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ।ତାଙ୍କ ଭଉଣୀଙ୍କୁ ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳିଥିଲା।

ତାଙ୍କ ଭଉଣୀ ମଧ୍ୟ ଜଣେ ଅଭିନେତ୍ରୀ।ସେ ମଧ୍ୟ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ଅଭିନୟ କରି ଅନେକ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।ଏହା ଏପରି ଏକ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ଅଭିନୟ କରୁଥିବା ଭାଇ ଓ ଭଉଣୀ ବାସ୍ତବରେ ମଧ୍ୟ ଭାଇ ଓ ଭଉଣୀ ଥିଲେ।ଏହା ପରେ ସେ ଓ ତାଙ୍କ ଭଉଣୀ ଶ୍ରୀ ଦେବୀଙ୍କ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।ଯାହା ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ସମସ୍ତ ଭାରତର ଲୋକମାନଙ୍କ ନିକଟରେ ଅଧିକ ପରିଚିତ କରାଇ ପାରିଥିଲା।ବର୍ତ୍ତମାନ ସମସ୍ତ ଜନତା ତାଙ୍କୁ ପୁଣି ଥରେ ଅଭିନୟ କରୁଥିବାର ଦେଖିବାପାଇଁ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *