ପି ଏମ କିଷାନ ଯୋଜନା ନୂଆ ଅପଡେଟ ଏବେ ପୁଣି ଏହି ଲୋକମନକୁ ମିଳିବ ୨ ହଜାର ଟଙ୍କା – ଦେଖନ୍ତୁ ଆପଣ ଯୋଗ୍ୟ ନା ନାହିଁ

Spread the love

ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ପି ଏମ କିଷାନ ଯୋଜନା ବିଷୟରେ ଜାଣିବା ପି ଏମ କିଷାନ ଯୋଜନା ବା ପ୍ରଧାନମନ୍ତ୍ରୀ କିଷାନ ସମାନ ଯୋଜନା ଏହି ଯୋଜନାରେ ସେଣ୍ଟ୍ରାଲ ଗାର୍ମେଣ୍ଟ ତରଫରୁ ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରତିବର୍ଷ ତିନୋଟି ଇନଷ୍ଟେଲମେଣ୍ଟରେ ୬୦୦୦ ଟଙ୍କା ଦିଆ ଯାଉଛି।ଯାହାର ଏପର୍ଯ୍ୟନ୍ତ ଅଷ୍ଟମ କିସ୍ତି ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟକୁ ଆସି ସାରିଛି।ଏବେ ପୁଣି ଥରେ ଚାଷୀ ମାନଙ୍କ ଆକାଉଣ୍ଟକୁ ନବମ କିସ୍ତି ଟଙ୍କା ଅଡିବାକୁ ଯାଉଛି।କିନ୍ତୁ ସାଙ୍ଗମାନେ ଆପଣଙ୍କ ମାନରେ ପ୍ରଶ୍ନ ଅଛିଯେ କେବେ ଏହି ନବମ କିସ୍ତି ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟକୁ ଆସିବ।

ଆଜି ଆମେ ଏହି ପି ଏମ କିଷାନ ଯୋଜନା ବିଷୟରେ ଭଲ ଭାବରେ ଜାଣିବା ଏବଂ ପି ଏମ କିଷାନ ଯୋଜନାର ନବମ କିସ୍ତି ଟଙ୍କା କେବେ ଚାଷୀ ମାନଙ୍କ ଆକାଉଣ୍ଟକୁ କ୍ରେଡିଟ ହେବାକୁ ଯାଉଛି।ଏହା ସହିତ ପି ଏମ କିଷାନ ଯୋଜନାକୁ ନେଇ ଏକ ବହୁତ ବଡ଼ ଅପଡେଟ ଅସିଛି।ତାହା ବିଷୟରେ ମଧ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆପଣ ମାନେ ତ ଏହା ଜାଣିଛନ୍ତି ଯେ ପି ଏମ କିଷାନ ଯୋଜନାରେ ଯେଉଁ ମାନଙ୍କ ଟଙ୍କା ବାକି ରହିଥିଲା କିମ୍ବା ଆକାଉଣ୍ଟକୁ ଆସି ନଥିଲା ତାହାକୁ ଜୁଲାଇ ମାସରେ ଠିକ କରାଯାଇ ଆଗକୁ ଟଙ୍କା ପଠାଯିବ।ଯାହାକି ଯେଉଁ ମାନଙ୍କ ଜୁଲାଇ ମାସରେ କରେକସନ ହୋଇଛି ସେ ମାନଙ୍କର ଏଫ ଟି ଓ ଆସୁଥିଲା ଯାହାକି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସି ସରିଛି।ଏବଂ ତାଙ୍କର ଜେତକ ଇନଷ୍ଟଲମେଣ୍ଟ ଟଙ୍କା ବାକି ଥିଲା ସେହି ସବୁ ଟଙ୍କା ଆସି ସାରିଛି।

ଏହି ଚାଷୀ ଙ୍କର ଏକ କାଳୀନ ତିନୋଟି ଇନଷ୍ଟଲମେଣ୍ଟ ଟଙ୍କା ଅସିଛି।ଯାହାକି ୧୭ ତାରିଖରେ ଦୁଇ ହଜାର ଟଙ୍କା ତିନି ଥର କ୍ରେଡିଟ ହୋଇଛି।ଯଦି ଆପଣ ମାନେ ଏପର୍ଯ୍ୟନ୍ତ ଆପଣଙ୍କ ବ୍ୟାଙ୍କ ଡିଟେଲସ ଦେଖି ନାହାନ୍ତି ତେବେ ଏହାକୁ ନିଶ୍ଚିତ ଭାବରେ ଚେକ କରନ୍ତୁ।ଯଦି ଆପଣଙ୍କ ଷ୍ଟାଟସରେ ଏଫ ଟି ଓ ସୋ କରୁଥିବ ତେବେ ଆପଣଙ୍କ ନିଶ୍ଚିତ ଭାବରେ ପି ଏମ କିଷାନ ଟଙ୍କା ଆସିବାର ଥିବ।

ଏହାପରେ ରହିଲା ଯେଉଁମାନେ ପି ଏମ କିଷାନ ଯୋଜନାର ୮ଟି କିସ୍ତିର ଟଙ୍କା ପାଇସାରିଛନ୍ତି ଏବଂ ନବମ କିସ୍ତିର ଟଙ୍କା କେବେ ପାଇବେ?ଯାହାକି ଗଣ ମାଧ୍ୟମର ସୁଚନା ଅନୁସାରେ ପି ଏମ କିଷାନ ଯୋଜନାର ନବମ କିସ୍ତିର ଟଙ୍କା ଅଗଷ୍ଟ ଦୁଇ ରେ ବ୍ୟାଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି।ଯେଉଁ ମାନଙ୍କ ପି ଏମ କିଷାନ ଯୋଜନାର ଷ୍ଟାଟସରେ ପେଣ୍ଡିଙ୍ଗ ଆସୁ ନାହିଁ କିମ୍ବା ଫେଲଡ଼ ମଧ୍ୟ ଆସୁ ନାହିଁ ତେବେ ସେମାନଙ୍କୁ ଅଗଷ୍ଟ ଦୁଇରେ ଏହି ଟଙ୍କା ମିଳିବାକୁ ଯାଉଛି।

Leave a Reply

Your email address will not be published. Required fields are marked *