ପବିତ୍ର ବାହୁଡା ଯାତ୍ରା ପରଠାରୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ପାଞ୍ଚୋଟି ରାଶି ଭାଗ୍ୟଶାଳୀ ହେଇଯିବେ – ଏବେ ମିଳିବ ଅମାପ ସମ୍ପତି..

Spread the love

ସାଙ୍ଗମାନେ ଆଜି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା।ଓ ହରିଶୟନ ଏକାଦଶୀ।ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଇଥାଏ।ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଏହି ଦିନ ଠାରୁ ପାତାଳ ଲୋକରେ ନିବାସ କନେନ୍ତି।ଓ କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଏକାଦଶୀ ଦିନ ବୈକୁଣ୍ଠ ଆସନ୍ତି।ଏହି ପବିତ୍ର ବାହୁଡା ଯାତ୍ରା ଓ ଏକାଦଶୀ ଦିନ ଗ୍ରହରେ ବନୁଚି ଅଦ୍ଭୁତ ମହାସଂଯୋଗ।କିଛି ରାଶି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।ପ୍ରଭୁ ଜଗନ୍ନାଥଙ୍କ ଅଶ୍ରୀବାଦରୁ ଏହି ପାଞ୍ଚଗୋଟି ରାଶିକୁ ମିଳିବ ବଡ଼ ଖୁସିର ଖବର।

ଏମାନଙ୍କ ସମସ୍ତ ଇଚ୍ଛା ପୂର୍ଣ ହେବ।ତେବେ ଆସନ୍ତୁ ସାଙ୍ଗମାନେ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସାଙ୍ଗମାନେ ଆମେ ତ ଏହା ଜାଣିଛନ୍ତି ଯେ ଆମ ମାନଙ୍କ ଧର୍ମ ଗ୍ରନ୍ଥରେ ଗ୍ରହ ନକ୍ଷେତ୍ର ଏବଂ ରାଶି ମାନଙ୍କ ବିଷୟରେ ଅନେକ ତଥ୍ୟ ଦିଆଯାଇଛି।

ଏହା ସହିତ ଯଦି ନବଗ୍ରହରେ କୌଣସି ପ୍ରକାରର ଛୋଟ କିମ୍ବା ବଡ଼ ପରିବର୍ତ୍ତନ ଘଟିଥାଏ ତେବେ ତାହାର ସିଧା ପ୍ରଭାବ ରାଶି ଏବଂ ରାଶିର ବ୍ୟକ୍ତି ମାନଙ୍କ ଉପରେ ପଡିଥାଏ।କିନ୍ତୁ ଗ୍ରହ ମାନଙ୍କ ଏହି ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଭଲ ପ୍ରଭାବ ପଡିଥାଏ ତ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ।ପରିବର୍ତ୍ତନ ଏହି ସୃଷ୍ଟିର ମୁଖ୍ୟ ଅଂଶ।ଭଲ ବା ଖରାପ ସମୟ ଏହି ସୃଷ୍ଟିରେ ଲାଗି ରହିଥାଏ।ଏହି କଥା ସହିତ ଆଜି ଆମେ ଏହା କହିବାକୁ ଯାଉଛୁଯେ ଗ୍ରହ ମାନେ ନିଜ ଦଶା ବଦଳାଉଛନ୍ତି।

ଯେଉଁକାରଣରୁ ମହା ପରିବର୍ତ୍ତନ ଦେଖିବାକୁ ମିଳିବ।ଆଜିଠାରୁ ଏପରି ମହା ସଂଯୋଗ ବନୁ ଅଛି କି ଯେଉଁ କାରଣରୁ ଏହି ପାଞ୍ଚଗୋଟି ରାଶିଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କ କୃପାର ବର୍ଷା ହେବ।ଏହା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କ ସମସ୍ତ ମନୋସ୍କାମନା ପୂର୍ଣ ହେବ।ଏବଂ ଆପଣଙ୍କୁ ନିଜ ଜୀବନରେ ସଫଳତା ପ୍ରାପ୍ତି ହେବ।

ଏହା କାରଣରୁ ଏହି ରାଶିର ଜାତକଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ।ଏହାଦ୍ୱାରା ଆପଣଙ୍କୁ ଅନେକ ଆର୍ଥିକ ଲାଭ ଦେଖିବାକୁ ମିଳିବ।ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ।ଆକସ୍ମିକ ଧନଲାଭର ମଧ୍ୟ ଯୋଗ ବନୁଅଛି।ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବାକୁ ଲାଗିବ।ଏମାନେ ନିଜ ନିଜ ଜୀବନରେ ଅପାର ସଫଳତା ହାସଲ କରିବେ।

ଏବେ ଆସନ୍ତୁ ଜାଣିବା କଣ ରହିଛି ସେହି ପାଞ୍ଚଗୋଟି ରାଶି ଯେଉଁମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ୱେବ ମାତା ଲକ୍ଷ୍ମୀଙ୍କ କୃପାର ଅପାର ବର୍ଷା ହେବାକୁ ଯାଉଅଛି।ତେବେ ସେହି ରାଶି ଗୁଡିକ ହେଲା କୁମ୍ଭ ରାଶି, ତୁଳା ରାଶି, ମକର ରାଶି ,ବିଛା ରାଶି , ସିଂହ ରାଶି ଏବଂ ବୃଷ ରାଶି।ଏମାନଙ୍କ ଜୀବନରେ ଦୁଃଖର ଦିନ ସମାପ୍ତ ହେବ।ଆର୍ଥିକ ସମସ୍ୟା ଦୂର ହେବ।ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

Leave a Reply

Your email address will not be published. Required fields are marked *