ଓଲିଉଡ ହିରୋଇନ ମାନଙ୍କ ପ୍ରକୃତ ବୟସ କେତେ?କିଏ ଏ ଭିତରେ ୪୫ ବର୍ଷ ର ହେଇ ସାରିଲେଣି ତ ଆଉ କିଏ ମାତ୍ର ୧୬ ବର୍ଷ ର ହିରୋଇନ ଅଟନ୍ତି..

Spread the love

ସାଙ୍ଗମାନେ ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ।ଓ ଓଡ଼ିଆ ଫିଲ୍ମରେ ଅନେକ ଭଲ ଭଲ କଳାକାର ଅଛନ୍ତି।ସେ ଅଭିନେତା ହେଉ କିମ୍ବା ଅଭିନେତ୍ରୀ ନିଜର ଅଭିନୟ ବଳରେ ଦର୍ଶକମାନଙ୍କ ହୃଦୟ ଜିତିପାରିଥାନ୍ତି ସେମାନେ।ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା।କଣ ଆପଣ ଜାଣିଛନ୍ତି ଓଡ଼ିଆ ଫିଲ୍ମରେ କାମ କରୁଥିବା ଅଭିନେତ୍ରୀ ମାନଙ୍କ ପ୍ରକୃତ ବୟସ କେତେ?

ଯଦି ଆପଣ ଏହା ଜାଣି ନାହାନ୍ତି।ଆଜି ଆମେ ଜାଣିବା ଯେଉଁ ଅଭିନେତ୍ରୀ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥାନ୍ତି ସେମାନଙ୍କ ପ୍ରକୃତ ବୟସ କେତେ?ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସାଙ୍ଗମାନେ ଆମ ଲିଷ୍ଟରେ ନମ୍ବର ୧ରେ ଆସୁଛନ୍ତି ଶୀତଳ ପାତ୍ର।ଯିଏକି ଜଣେ ଓଲିଉଡର ନାୟିକା ସହିତ ମଡେଲ ମଧ୍ୟ ଅଟନ୍ତି।ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।ଶୀତଳଙ୍କ ଜନ୍ମ ୧୩ ଅକ୍ଟୋବର ୧୯୯୮ରେ ହୋଇଥିଲା।ସେହି ଅନୁସାରେ ଏବେ ତାଙ୍କର ବୟସ ହେଉଛି ୨୨ବର୍ଷ।

ଏହାପରେ ଆମ ଲିଷ୍ଟରେ ନମ୍ବର ୨ରେ ଆସୁଛନ୍ତି ଏଲିନା ସାମନ୍ତ ରାୟ।ଯିଏକି କିଏ ହେବ ମୋ ହିରୋଇନ ରିୟାଲିଟି ସୋର ବିଜେତା ହୋଇ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ।ସେ ମଧ୍ୟ ଏକ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ଏଲିନାଙ୍କ ଜନ୍ମ ୨୩ ଜୁଲାଇ ୧୯୯୬ରେ ହୋଇଥିଲା।ସେହି ଅନୁସାରେ ଏବେ ତାଙ୍କର ବୟସ ହେଉଛି ୨୪ ବର୍ଷ।

ସାଙ୍ଗମାନେ ଆମ ଲିଷ୍ଟରେ ଏହାପରେ ନମ୍ବର ୩ରେ ଆସୁଛନ୍ତି ଭୂମିକା ଦାସ।ଆପଣ ମାନେ ତ ଭୂମିକାଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ଭୂମିକାଙ୍କ ଜନ୍ମ ୨୨ ଜାନୁଆରୀ ୨୦୦୩ ମସିହାରେ ହୋଇଥିଲା।ସେହି ଅନୁସାରେ ଏବେ ତାଙ୍କର ବୟସ ହେଉଛି ୧୮ ବର୍ଷ।

ଏହାପରେ ଆମ ଲିଷ୍ଟରେ ନମ୍ବର ୪ରେ ଆସୁଛନ୍ତି ଶିବାନୀ ସଙ୍ଗୀତା।ଯିଏକି ତାଙ୍କ ଅଭିନୟ ଜୀବନର ଆରମ୍ଭ ଏକ ଶିଶୁ କଳାକାର ଭାବରେ କରିଥିଲେ।ସିବାନିଙ୍କ ଜନ୍ମ ୧୨ ଜୁଲାଇ ୨୦୦୦ ମସିହାରେ ହୋଇଥିଲା।ସେହି ଅନୁସାରେ ବର୍ତ୍ତମାନ ତାଙ୍କର ବୟସ ହେଉଛି ୨୧ ବର୍ଷ।ଏହାପରେ ଆମ ଲିଷ୍ଟରେ ନମ୍ବର ୫ରେ ଆସୁଛନ୍ତି ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ।ରିୟାଙ୍କ ଜନ୍ମ ୧୨ ଅକ୍ଟୋବର ୧୯୯୧ ମସିହାରେ ହୋଇଥିଲା।ସେହି ଅନୁସାରେ ବର୍ତ୍ତମାନ ତାଙ୍କୁ ୨୯ ବର୍ଷ।

ଏହାପରେ ଆମ ଲିଷ୍ଟରେ ନମ୍ବର ୬ରେ ଆସୁଛନ୍ତି ଅର୍ଚ୍ଚିତା ସାହୁ।ଯିଏକି ଓଡ଼ିଶାର ନମ୍ବର ୧ ଅଭିନେତ୍ରୀ ଅଟନ୍ତି।ଅର୍ଚ୍ଚିତାଙ୍କ ଜନ୍ମ ୨୯ ଜୁନ ୧୯୯୦ରେ ହୋଇଥିଲା।ବର୍ତ୍ତମାନ ତାଙ୍କର ବୟସ ହେଉଛି ୩୧ ବର୍ଷ।ଏହାପରେ ଆମ ଲିଷ୍ଟରେ ନମ୍ବର ୭ରେ ଆସୁଛନ୍ତି କୁକିସ ସ୍ଵାଇଁ।ଆପଣମାନେ ତ କୁକିଙ୍କୁ ଭଲ ଭାବରେ ଜାଣିଥିବେ।ତଙ୍କର ଜନ୍ମ ୧୪ ଅକ୍ଟୋବର ୧୯୯୮ ମସିହାରେ ହୋଇଥିଲା।ସେହି ଅନୁସାରେ ତାଙ୍କର ବୟସ ହେଉଛି ୨୨ ବର୍ଷ।

ସାଙ୍ଗମାନେ ଏହାପରେ ନମ୍ବର ୮ରେ ଆସୁଛନ୍ତି ପ୍ରକୃତି ମିଶ୍ର।ଯିଏ ଛୋଟ ବେଳୁ ନିଜର ଅଭିନୟ ଜୀବନର ଆରମ୍ଭ କରିଥିଲେ।ତାଙ୍କ ଜନ୍ମ ୩ ମାର୍ଚ୍ଚ ୧୯୯୫ ମସିହାରେ ହୋଇଥିଲା।ସେହି ଅନୁସାରେ ତାଙ୍କର ବୟସ ହେଉଛି ୨୬ ବର୍ଷ।ଏହାପରେ ନମ୍ବର ୯ରେ ଆସୁଛନ୍ତି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବର୍ଷାଙ୍କ ଜନ୍ମ ୭ ଅଗଷ୍ଟ ୧୯୮୪ ମସିହାରେ ହୋଇଥିଲା।

ସେହି ଅନୁସାରେ ତାଙ୍କ ବୟସ ହେଉଛି ୩୬ ବର୍ଷ।ନମ୍ବର ୧୦ରେ ଆସୁଛନ୍ତି ଝିଲିକ।ଆପଣ ମାନେ ତ ଝିଲିକଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତାଙ୍କର ଜନ୍ମ ୧ ଜୁନ ୧୯୯୪ ମସିହାରେ ହୋଇଥିଲା।ବର୍ତ୍ତମାନ ତାଙ୍କ ବୟସ ହେଉଛି ୨୭ ବର୍ଷ।ତେବେ ସାଙ୍ଗମାନେ ଏହା ଥିଲା ଓଲିଉଡ ଅଭିନେତ୍ରୀ ମାନଙ୍କ ପ୍ରକୃତ ବୟସ।

Leave a Reply

Your email address will not be published. Required fields are marked *