ଆସିଲା ବଡ ଦୁଃଖ ଖବର – ଏହି Heroin ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହେଇଗଲା ଗୁରୁତର – ମେଡିକାଲ ରେ ଭର୍ତି ହେଲେ ଦେଖନ୍ତୁ କିଏ

Spread the love

ଆମେ ବର୍ତ୍ତମାନ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କଥା ହେବା ଯିଏକି ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ନାମ କମାଇ ପାରିଛନ୍ତି।ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସବିତା।ତେବେ ଅଭିନେତ୍ରୀ ସବିତା ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର କଳା ମାଧ୍ୟମରେ ସମସ୍ତଙ୍କୁ ମୁଗ୍ଧ କରି ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜକୁ ଅନେକ ଲୋକଙ୍କ ସମ୍ମୁଖରେ ପରିଚିତ କରି ପାରିଥିଲେ।

ବଲିଉଡର ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ତେବେ କିଛି ଦିନ ହେବ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା କିଛି ସଠିକ ରହୁ ନଥିଲା।ତେବେ ଗତ କାଲି ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲା।ତେବେ ସୂଚନା ଅନୁସାରେ ସେ ଯେଉଁ ଘରେ ରହୁଛନ୍ତି ସେହି ଘରେ ଝରକା କିମ୍ବା ପବନ ଯିବା ଆସିବା କରିବା ପାଇଁ ସେପରି କିଛି ମାର୍ଗ ନାହିଁ।ଯାହା ଫଳରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଥିବା କହିଛନ୍ତି ତାଙ୍କର ପରିବାର ଲୋକ।

ତେବେ ସୂଚନା ଅନୁସାରେ ସେ ଅନେକ ଦିନ ହେବ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଥିଲେ।ଜଣେ ଏପରି ଅଭିନେତ୍ରୀଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।ତେବେ ଏହା ପରେ ପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କର ଯାଇଥିଲା।

ତେବେ ତାଙ୍କୁ ବର୍ତ୍ତମାନ ୭୯ ବର୍ଷ ବୟସ।ତାଙ୍କୁ ଏହି ବୟସରେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ ହୋଇଥିଲା।ଫଳରେ ତାଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ତେବେ ତାଙ୍କର ଏହି ଅବସ୍ଥା ଦେଖି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଦୁଃଖ ପ୍ରକାଶ କରିଥିଲେ।ଏହା ସହିତ ତାଙ୍କର ଅବସ୍ଥା ବର୍ତ୍ତମାନ ଅଧିକ ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ଆଇ ସି ୟୁ ରେ ରଖି ଚିକିତ୍ସା କରା ଯାଉଛି।

ତେବେ ଏହା ଶୁଣିବାକୁ ମିଳୁଛି କି ସେ ବର୍ତ୍ତମାନ କିଛି ମାତ୍ରାରେ ସୁସ୍ଥ ଅଛନ୍ତି।ଏହା ସହିତ ଡକ୍ଟର ମଧ୍ୟ କହିଛନ୍ତି କି ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ତିର ରହିଛି।ଏହା ସହିତ ତାଙ୍କର ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ମଧ୍ୟ ନିଆ ଯାଉଛି ଓ ତାଙ୍କୁ ସୁସ୍ଥ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି।ତେବେ ପ୍ରାୟ ୫୦ ରୁ ଅଧିକ ଫିଲ୍ମ ଓ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ମନକୁ କିଣି ପାରିଥିବା ଏହି ଅଭିନେତ୍ରୀଙ୍କ ଏଭଳି ଅବସ୍ଥାରେ ଅନେକ ଲୋକ ଦୁଃଖିତ ଥିବା ଜଣା ପଡିଛି।

ଏହା ସହିତ ସେମାନେ ସମସ୍ତେ ତାଙ୍କର ଏକ ସୁସ୍ଥ ଜୀବନ କାମନା କରିବା ସହିତ କିଭଳି ଭାବରେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବେ ସେଥିପାଇଁ ସମସ୍ତେ ଭଗବାନଙ୍କ ନିକଟରେ ଗୁହାରି କରିଛନ୍ତି।ଏହା ସହିତ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *