ପ୍ରଶଂସକ ଙ୍କ ହୃଦୟ ଭାଙ୍ଗିଲା,ଶେଷରେ ଅଲଗା ହେଲେ ଆଦି ଓ ଭକ୍ତି,ଏହି କାରଣ ପାଇଁ ଏବେ ଭକ୍ତି ଙ୍କୁ ଛାଡି Jhili ଙ୍କ ପ୍ରେମରେ ପଡିଲେ Anil

Spread the love

ଓଡ଼ିଆ ଅଭିନୟ ଜଗତରେ ଏପରି ଅନେକ ଅଭିନେତା ଅଛନ୍ତି।କିନ୍ତୁ ସେମାନଙ୍କ ମଧ୍ୟରେ ମାତ୍ର କିଛି ଅଭିନେତା ଅଛନ୍ତି ଯେଉଁମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେମାନଙ୍କ ଅଭିନୟ ଦେଖିବା ପାଇଁ ମଧ୍ୟ ସମସ୍ତ ଦର୍ଶକ ଅନେକ ମାତ୍ରାରେ ପସନ୍ଦ କରନ୍ତି।ଏହା ସହିତ ଏହି ଅଭିନେତା ନିଜର ଅଭିନୟ ପାଇଁ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତା ଜୀବନସାଥି ଧାରାବାହିକରେ ପ୍ରଥମେ ଅଭିନୟ କରୁଥିଲେ।

ତେବେ କିଛି ଦିନ ତଳେ ଏହି ଧାରାବାହିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଛି।ଏହା ସହିତ ଏହି ଧାରାବାହିକ ପରେ ଅଭିନେତା ଆଦି ମଧ୍ୟ ଅନ୍ୟ କୌଣସି ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳି ନଥିଲେ।ତେବେ ଏହା ପଛରେ ଏହା କାରଣ ଥିଲା କି ସେ ଅନ୍ୟ ଏକ ଧାରାବାହିକ ଝିଲି କରିବାରେ ବ୍ୟସ୍ତ ଥିଲେ

ଅର୍ଥାତ ସେ ବର୍ତ୍ତମାନ ଅନ୍ୟ ଏକ ଧାରାବାହିକ ଝିଲି ଜରିଆରେ ପୁଣିଥରେ ଦର୍ଶକ ମାନଙ୍କ ସମ୍ମୁଖକୁ ଆସିବାକୁ ଯାଉଛନ୍ତି।ତେବେ ସେ ପୁଣି ଏକ ନୂଆ ରୂପରେ ଅଭିନୟ କରିବାକୁ ଯାଉଛନ୍ତି।ଏହି ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ଏହି ଅଭିନେତା ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ମଧ୍ୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ନିକଟରେ ନିଜକୁ ଏକ ବିଶିଷ୍ଟ ପରିଚୟ ଦେବାରେ ସଫଳ ହୋଇ ପାରିଥିଲେ।

ତେବେ ଏହି ଅଭିନେତାଙ୍କ ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ସେ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ମାଧ୍ୟମରେ ସେ ଅନେକ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କ ପ୍ରିୟ ଅଟେ।

ଏହା ସହିତ ଏହି ଅଭିନେତା ନିଜର ଅଭିନୟ ପାଇଁ ଅନେକ ମାନ ଓ ସମ୍ମାନ ଅର୍ଜନ କରି ପାରିଛନ୍ତି।ତେବେ ଏହି ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥିବାରୁ ସେ ବର୍ତ୍ତମାନ ପୁଣି ଝିଲି ଧାରାବାହିକ ଜରିଆରେ ନିଜର ଅଭିନୟ ପୁଣି ଦର୍ଶକ ମାନଙ୍କ ସମ୍ମୁଖକୁ ଆଣିବାକୁ ଯାଉଛନ୍ତି।ଏହା ସହିତ ଏହି ଅଭିନେତା ଏହି ଧାରାବାହିକ ଜରିଆରେ ପୁଣି ଥରେ ନିଜର ଦକ୍ଷତା ଦର୍ଶକ ମାନଙ୍କ ସମ୍ମୁଖକୁ ଆଣିବାକୁ ଯାଉଛନ୍ତି।ତେବେ ତାଙ୍କର ଏହି ଧାରାବାହିକ ଦର୍ଶକ ମାନଙ୍କୁ କେତେ ଭଲ ଲାଗିବ ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *