ଓଡ଼ିଆ ଅଭିନେତା ବବି ମିଶ୍ରଙ୍କ ଏହି ଗୁଣ ପାଇଁ ଛାଡ଼ ପତ୍ର ଦେଇ Kolkata ଚାଲିଗଲେ ତାଙ୍କ ସ୍ତ୍ରୀ କୋଏଲ ବାନାର୍ଜୀ

Spread the love

ସାଙ୍ଗମାନେ ଆପଣମାନେ ତ ବବି ମିଶ୍ରଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତା ବବି ମିଶ୍ରଙ୍କ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବାତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଆ ଅଭିନେତା ବବି ମିଶ୍ର ତାଙ୍କ ପଡୋଶୀଙ୍କ ସହିତ ଝଗଡା ଏବଂ ମାଡ଼ ମାରିବା ଘଟଣା ହେବା ପରେ ସେହି ପଡୋଶୀ ଜଣଙ୍କ ବବି ମିଶ୍ରଙ୍କ ନାମରେ ଭୁବନେଶ୍ୱର ଥାନାରେ ଅଭିଯୋଗ କରିଥିଲେ।

ଏବଂ ବର୍ତ୍ତମାନ ସମୟରେ ଏହି ସବୁ ଘଟଣାକୁ ମିଡିଆରେ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ।ସୁଚନା ଅନୁସାରେ ବବି ମିଶ୍ର ତାଙ୍କୁ ମାଡ଼ ମାରନ୍ତି ଏବଂ ଏହି କାରଣରୁ ବବି ମିଶ୍ରଙ୍କୁ ଡିଭୋର୍ସ ଦେବା ନିମନ୍ତେ ବାଧ୍ୟ ହେଲେ କୋଏଲ।କୋଏଲଙ୍କ କହିବା ଅନୁସାରେ ସେ ଗୋଟିଏ କାରଣ ନିମନ୍ତେ ଓଡିଶା ଛାଡିଛନ୍ତି।

ବବି ମିଶ୍ରଙ୍କ ପଡୋଶୀ ଲଗାଇଥିବା ସବୁକିଛି ଆରୋପ ସତ ଅଟେ।ଏହି ସବୁ ପ୍ରତିକ୍ରିୟା ସେ ଫୋନ ମାଧ୍ୟମରେ ଗଣ ମାଧ୍ୟମକୁ ଦେଇଛନ୍ତି।ବବି ମିଶ୍ର ଜଣେ ବହୁତ ବଡ଼ ମଦୁଆ।ସେ ମଦ ପିଇବା ପରେ ନିଜର ହିତାହିତ ଜ୍ଞାନ ଭୁଲିଯାଆନ୍ତି।ତେବେ ତାଙ୍କ ପତ୍ନୀ ଏବଂ ତାଙ୍କ ମଧ୍ୟରେ କୌଣସି ପାରିବାରିକ ତଥ୍ୟ ପାଇଁ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି।

ଏହାପରେ ସୂଚନା ଅନୁସାରେ ସେମାନେ ପରସ୍ପର ଠାରୁ ଛାଡ଼ ପତ୍ର ମଧ୍ୟ ନେଇଛନ୍ତି।ଏହା ସହିତ କୋଏଲ ବର୍ତ୍ତମାନ କଲିକତା ଚାଲିଯାଇଛନ୍ତି।ଏବଂ ସେ ସମ୍ପୂର୍ଣ୍ଣ ଭାବରେ ଓଡିଶା ଛାଡ଼ିଦେଇଛନ୍ତି।ଏହାପରେ ସେ ଆଉ ଓଡିଶା ଫେରି ନାହାନ୍ତି।ଅଭିନେତା ବବି ମିଶ୍ର ଏବଂ ତାଙ୍କର ପଡୋଶୀ ତପି ମିଶ୍ରଙ୍କ ମଧ୍ୟରେ କୌଣସି କାରଣ ପାଇଁ ଝଗଡା ହୋଇଥିଲା

ଏହା ସହିତ ଏହି କାରଣ ପାଇଁ ତପି ମିଶ୍ର ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ।ତେବେ ମିଳିଥିବା ସୂଚନା ଅନୁସାରେ ତପି ମିଶ୍ର ଏହି ଘଟଣାକୁ ନେଇ ଯେଉଁସବୁ ଅଭିଯୋଗ ଆଣିଥିଲେ ତାହାକୁ ଅଭିନେତା ବବି ମିଶ୍ର ଖଣ୍ଡନ କରିଛନ୍ତି।ତେବେ କଲିକତା ସବୁ ଦିନ ପାଇଁ ଚାଲିଯାଇଛନ୍ତି ବବି ମିଶ୍ରଙ୍କ ସ୍ତ୍ରୀ କୋଏଲ ବନର୍ଜୀ।

ବବି ମିଶ୍ର ଏବଂ କୋଏଲ ମିଶ୍ରଙ୍କ ଯୋଡିକୁ ଓଡିଶା ବାସି ଅନେକ ପସନ୍ଦ ମଧ୍ୟ କରନ୍ତି।ଏବଂ ଭଲ ପାଇବା ଦିଅନ୍ତି।ମାତ୍ର ଏମାନଙ୍କ ସମ୍ପର୍କ ବର୍ତ୍ତମାନ ଭାଙ୍ଗିଯାଇଛି।ଏବେ ଦୁହେଁ ଦୁହିଁଙ୍କୁ ଡିଭୋର୍ସ ମଧ୍ୟ ଦେଇଛନ୍ତି।ଏବଂ ଏହା ତାଙ୍କର ଫ୍ୟାନ ମାନଙ୍କ ପାଇଁ ଏକ ଅତ୍ୟନ୍ତ ଦୁଃଖର ଖବର ଅଟେ।ଏହାକୁ ନେଇ ଅନେକ ଦର୍ଶକ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *