Weather ରିପୋର୍ଟ – ଆସିଲା ଭୟାନକ ଲଘୁଚାପ ବର୍ଷା,ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଆଉ ତ୍ରାହି ନାହିଁ ଓଡ଼ିଶାରେ,ପ୍ରବଳ ରୁ ଅତି ପ୍ରବଳ ହେଇଯିବ ବର୍ଷା ନେଇପାରେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ବର୍ତ୍ତମାନ ସମୟରେ ଯାହା କିଛି ନୂତନ ଅପଡେଟ ଆସୁଛି

ଆମ ଆଇ ଡି ଏବଂ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁକି ଆମ ଓଡ଼ିଶାର ଅଧିକାଂଶ ଜିଲ୍ଲା ମାନଙ୍କରେ ବର୍ଷା ହୋଇନାହିଁ ଏବଂ ଯେଉଁଥିପାଇଁ ୨୪ଟି ଜିଲ୍ଲା ବର୍ତ୍ତମାନ ସମୟରେ ରେଡ଼ ଜୋନରେ ଅଛନ୍ତି।କିନ୍ତୁ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ଏହି ଅଳ୍ପ ଦୁଇ ତିନି ଦିନ ଛାଡି ଦେବାପରେ ପ୍ରବଳ ବର୍ଷା ହେବ ଏବଂ ବର୍ତ୍ତମାନ ଯେଉଁ ସୂଚନା ଆସୁଛି

ସେହି ଅନୁସାରେ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ।ଆପଣମାନେ ସମସ୍ତେ ଜାଣନ୍ତି ଗତ ଦୁଇ ମାସ ହେଲା ବର୍ଷାର ପରିମାଣ କମ ରହିଛି।ପାଖାପାଖି ୩୦ଟି ଜିଲ୍ଲାରୁ ୨୪ଟି ଜିଲ୍ଲାରେ ମରୁଡି ପରିସ୍ଥିତି ଉପୁଜିଛି।ଯେଉଁଥିରେକି କିଛି କିଛି ଜିଲ୍ଲା ମାନଙ୍କରେ ଯେପରି ଭଦ୍ରକ, ଯାଜପୁର, ଏବଂ କୋରାଫୁଟ ଆଦି ଜିଲ୍ଲା ମାନଙ୍କରେ ମରୁଡି ପରିସ୍ଥିତି ଗୁରୁତର ପ୍ରଭାବିତ ହେଲାଣି

।କିଛି କିଛି ଜିଲ୍ଲା ମାନଙ୍କରେ ପାଖାପାଖି ୫୭ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି।ଏବଂ ବର୍ତ୍ତମାନ ସୂଚନା ଅନୁସାରେ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେବ।ଏବଂ ଏହି ବର୍ଷାର ପରିମାଣ ଏହି ମାସରେ ବଢିବ ବୋଲି ଯାହା ସୂଚନା ଆସିଛି।ଦୁଇରୁ ତିନି ଦିନ ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି।

ଏବଂ ଏହା ଅଧିକ ଘନୀଭୂତ ହେବ।କାରଣ ଯେକୌଣସି ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରୁ ସୃଷ୍ଟି ହୁଏ ତାହା ଅଧିକ ଘନୀଭୂତ ହୁଏ ଏବଂ ପୂର୍ବ କିଛି ବର୍ଷ ହେବ ଆପଣମାନେ ଦେଖି ଆସୁଥିବେକି ଯେତିକି ବାତ୍ୟା ସୃଷ୍ଟି ହୋଇଛି ଅକ୍ଟୋବର ମାସରେ ହେଉ କିମ୍ବା ଏପ୍ରିଲ ମାସରେ ହେଉ ସେ ସବୁ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରୁ ହିଁ ସୃଷ୍ଟି ହୋଇଛି।

ଏବଂ ତାହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୁପ ନେଇଛି।ଆଗକୁ ସେହି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପଟି ସୃଷ୍ଟି ହୋଇଛି।ଯାହାକି ଅଧିକ ଘନୀଭୂତ ହୋଇ ଏକ ଲୋ ପ୍ରେସର ଏରିଆରେ ପରିଣତ ହେବ।ଯାହାର ପ୍ରଭାବରେ ଭଲ ବର୍ଷା ଲାଗି ରହିବ।ଏବଂ ଯଦି ୱେଲମାର ଲୋ ପ୍ରେସରରେ ପରିଣତ ହୁଏ ତେବେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସେହିପରି ଆସନ୍ତା କାଲି ମଧ୍ୟ କିଛି କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସହିତ ବିଜୁଳି ଏବଂ ଘଡ଼ଘଡି ମଧ୍ୟ ରହିଛି।ଯେପରି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ ଏହି ସବୁ ଜିଲ୍ଲା ମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ଏବଂ ଏହା ସହିତ ବିଜୁଳି ଘଡଘଡିର ମଧ୍ୟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *