ଆସିଲା ଖୁସି ଖବର,ପ୍ରଥମ ଥର ଓଡ଼ିଆ ଫିଲ୍ମ Udandi Sita ର ରିମେକ ତାହା ପୁଣି ୩୦ ବର୍ଷ ପରେ, ତମାଣ୍ଡୋ ଗାଁରେ ଆରମ୍ଭ ହେଲା ସୁଟିଂ…ଦେଖନ୍ତୁ Video

Spread the love

ଅଭିନେତ୍ରୀ ଦେବଜାନୀଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ।ଲୋକଙ୍କୁ ପ୍ରଭାବିତ କରିଥାଏ।ତେବେ ସେ ଜଣେ ବହୁତ।ଭଲ ଅଭିନେତ୍ରୀ।ନିଜର ଅଭିନୟ ପାଇଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।

ତେବେ ନବେ ଦଶକରେ ଆସିଥିବା ଫିଲ୍ମ ଉଦଣ୍ଡି ସୀତା ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହା ସହିତ ସେହି ସମୟରେ ଏହି ଫିଲ୍ମ ବହୁତ ଅଧିକ ହିଟ ହୋଇ ଥିଲା।ଏହା ସହିତ ଏହା ଲୋକ ମାନଙ୍କର ଏକ ବହୁତ ଅଧିକ ପସନ୍ଦ ଫିଲ୍ମ ହୋଇ ଯାଇ ଥିଲା।ତେବେ ଏହି ଫିଲ୍ମ ସେହି ସମୟରେ ଅନେକ ଭଲ ରୋଜଗାର ମଧ୍ୟ କରି ଥିଲା।

ଏହା ସହିତ ବର୍ତ୍ତମାନ ଏହି ଫିଲ୍ମର ରୀମେକ ତିଆରି ହେବାକୁ ଯାଉଛି।ତେବେ ଏହା ଶୁଣିବା ପାଇଁ ଅଦ୍ଭୁତ ଲାଗିଲେ ମଧ୍ୟ ଏହା ସତ୍ୟ।ଏହା ସହିତ ବର୍ତ୍ତମାନ ଏହି ଫିଲ୍ମର ଏହି ରିମେକରେ ଦେବଜାନୀ ଅଭିନୟ କରିବାକୁ ଯାଉଛନ୍ତି।ଏହା ସହିତ ଏହା ମଧ୍ୟ ଲୋକମାନଙ୍କୁ ବହୁତ ଅଧିକ ପସନ୍ଦ ଆସିବ ବୋଲି ସମସ୍ତେ ଆଶା କରୁଛନ୍ତି।

ଏହା ସହିତ ଓଡ଼ିଆ ଅଭିନୟ ଜଗତରେ ପ୍ରଥମ ଥର ପାଇଁ କୌଣସି ଫିଲ୍ମର ରିମେକ ତିଆରି କରା ଯାଉଛି ଯାହା ଫଳରେ ଏହାକୁ ନେଇ ଅନେକ ଲୋକ ବର୍ତ୍ତମାନ ଉତ୍ସାହିତ ଅଛନ୍ତି।ଏହା ସହିତ ଏହି ଫିଲ୍ମ ଆସିବା ଯାଏ ବର୍ତ୍ତମାନ ସମସ୍ତେ ଅପେକ୍ଷା କରି ରହିଛନ୍ତି।ଏହା ସହିତ ଏହାକୁ ବହୁତ ଅଧିକ ଲୋକପ୍ରିୟତା ମିଳିବ ବୋଲି ସମସ୍ତେ ଆଶା କରିଛନ୍ତି।

ଏହା ସହିତ ଓଡ଼ିଆ ଅଭିନୟ ଇତିହାସରେ ଆଜିଯାଏ ମଧ୍ୟ କୌଣସି ଫିଲ୍ମର ରିମେକ ତିଆରି କରା ଯାଇ ନାହିଁ।ତେବେ ପ୍ରଥମ ଥର ପାଇଁ ଏପରି ହେଉ ଥିବାରୁ ଅନେକ ଲୋକ ଏହାକୁ ନେଇ ଅନେକ ଖୁସି ଥିବା ଜଣା ପଡିଛି।ଏହା ସହିତ ଏହି ଫିଲ୍ମ ସେହି ସମୟରେ ଅନେକ ହିଟ ହୋଇଥିଲା।ଏହା ସହିତ ବର୍ତ୍ତମାନ ମଧ୍ୟ ସେ ପୂର୍ବଭଳି ଲୋକପ୍ରିୟ ହୋଇ ପାରିବ ବୋଲି ଅନେକ ଲୋକ ବର୍ତ୍ତମାନ ଆଶା କରିଛନ୍ତି।

ତେବେ ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହୋଇ ସାରିଛି।ଏହା ସହିତ ଏହା ଲୋକମାନଙ୍କୁ ବହୁତ ଅଧିକ ଭଲ ଲାଗିବ ବୋଲି ଅନେକ ଲୋକ କହିଛନ୍ତି।ତେବେ ଏହା ଲୋକମାନଙ୍କୁ କେତେ ଭଲ।ଲାଗିବ ଏହା ବର୍ତ୍ତମାନ ଦେଖିବାକୁ ଅନେକ ଲୋକଙ୍କୁ ଅପେକ୍ଷା ରହିଲା।ତେବେ ଏହି ଫିଲ୍ମରେ ସେହି ଉଦଣ୍ଡି ସୀତା ଭୂମିକାରେ ଅଭିନେତ୍ରୀ ଦେବଜାନୀ ଅଭିନୟ କରୁଛନ୍ତି।ଏହା ସହିତ ତାଙ୍କର ଅଭିନୟ ସମସ୍ତ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିବ ବୋଲି ସେ ଆଶା କରିଛନ୍ତି ବୋଲି ସେ ନିଜେ ଏକ ସାକ୍ଷାତକାରରେ କହିଛନ୍ତି।

Leave a Reply

Your email address will not be published. Required fields are marked *