ପ୍ରଭୁ ଜଗନ୍ନାଥ ଉଦ୍ଧାର କଲେ ଜହାଜ ଯାତ୍ରୀଙ୍କ (Ship Passenger) ପ୍ରାଣ,ସତ୍ୟ ଘଟଣା ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରୀ ଉଠିବ…ଦେଖନ୍ତୁ Video

Spread the love

ଭଗବାନ ଜଗନ୍ନାଥଙ୍କ ଏପରି ଅନେକ ମହିମା ରହିଛି ଯାହାକୁ ଶୁଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥାଏ।ତେବେ ଆମେ ବର୍ତ୍ତମାନ ଭଗବାନ ଜଗନ୍ନାଥଙ୍କ ସହିତ ଏକ କାହାଣୀ ସମ୍ପର୍କରେ ଆଲୋଚନା କରିବା।ଯାହାକୁ ଶୁଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବ।ଏହା ସହିତ ଏହି କଥା କୌଣସି ସାଧାରଣ କଥା ନୁହେଁ।ତେବେ ଭଗବାନ ଜଗନ୍ନାଥ କିପରି ଭାବରେ ନିଜର ଭକ୍ତ ମାନଙ୍କ ଜୀବନ ରକ୍ଷା କରି ଥିଲେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।

ତେବେ ଏହି ଘଟଣା ହେଉଛି ୧୭୬୪ ମସିହା କଥା।ସେହି ସମୟରେ ଏକ ଜାହାଜ ଫ୍ରାନ୍ସରୁ ଭାରତର ପଣ୍ଡିଚେରୀ ଆସୁଥିଲା।ଏହା ସହିତ ସେ ନିଜ ସହିତ ଅନେକ ଧନ ଓ ଏକ ବିଶାଳ ଘଣ୍ଟି ନେଇ ଆସୁଥିଲା।ତେବେ ସେହି ସମସ୍ତ ଜିନିଷ ନେଇ ସେହି ଜାହାଜ ଭାରତ ଆଡ଼କୁ ଆସୁଥିଲା।ତେବେ ସେହି ସମୟରେ ସେହି ଜାହାଜ ସହିତ କିଛି ଅଦ୍ଭୁତ ଘଟଣା ଘଟିଲା।

ତେବେ ଜାହାଜ ଚାଳକ ଦେଖିଲେ କି ଏକ ବିଶାଳ ତିମି ମାଛ ତାଙ୍କ ଆଡ଼କୁ ଆସୁଛି।ଏହା ଦେଖିବା ପରେ ସମସ୍ତେ ଭୟଭୀତ ହୋଇ ଯାଇଥିଲେ।କାରଣ ସେହି ମାଛ ବହୁତ ବଡ଼ ଥିଲା।ଏହା ସହିତ ସେହି ମାଛ ପଛରେ ଏକ ଘୂର୍ଣ୍ଣିଝଡ଼ ମଧ୍ୟ ଆସୁଥିଲା।ଏହା ଦେଖିବା ପରେ ସମସ୍ତେ ବହୁତ ଅଧିକ ଭୟଭୀତ ହୋଇ ଯାଇଥିଲେ।

ଏହା ସହିତ ସେହି ଝଡ଼ରୁ ରକ୍ଷା ପାଇଁ ସମସ୍ତେ ଜାହାଜ ଉପରକୁ ଚାଲି ଆସିଥିଲେ।ତେବେ ସେହି ସମୟରେ କେବଳ ଜଣେ ବ୍ୟକ୍ତି ସେଠାରେ ଛିଡା ହୋଇ କିଛି ଜପ କରୁଥିବାର ଦେଖିବାକୁ ମିଳିଥିଲା।ଏହା ସହିତ ସେହି ବ୍ୟକ୍ତି ଜଣକ ଜଣେ ଓଡ଼ିଆ ଥିଲା।ସେହି ସମୟରେ ସେ କଣ କରୁଛି ବୋଲି ଅନେକ ଲୋକ ଜାଣିବାକୁ ପ୍ରୟାସ କରିଥିଲେ।

ତେବେ ସେ କହିଥିଲେ କି ସେ ଭଗବାନ ଜଗନ୍ନାଥଙ୍କୁ ସ୍ମରଣ କରୁଛନ୍ତି।ସେ ନିଜର ଭକ୍ତ ମାନଙ୍କୁ ସବୁ ସମୟରେ ରକ୍ଷା କରି ଥାଆନ୍ତି।ଏହା ସହିତ ଏହା ପରେ ସେହି ଜାହାଜ ଚାଳକ କହିଲେ କି ଯଦି ଭଗବାନ ଜଗନ୍ନାଥ ଆଜି ଆମକୁ ରକ୍ଷା କରିବେ ତେବେ ସେ ଏହି ସମସ୍ତ ଧନ ଓ ଏହି ବିଶାଳ ଘଣ୍ଟି ଭଗବାନ ଜଗନ୍ନାଥଙ୍କୁ ପ୍ରଦାନ କରିବେ ବୋଲି କହିଲେ।

ତେବେ ଏହା ଶୁଣିବା ପରେ ସମସ୍ତେ ଭଗବାନଙ୍କୁ ସ୍ମରଣ କରିବା ଆରମ୍ଭ କରିଦେଲେ।ତେବେ ସେହି ସମୟରେ କିଛି ଅଦ୍ଭୁତ ଘଟଣା ଘଟିଲା।ତେବେ ଦେଖାଗଲା କି ସେହି ମାଛ ଓ ସେହି ଘୂର୍ଣ୍ଣିଝଡ଼ ନିଜ ନିଜର ଦିଗ ବଦଳାଇ ଦେଇ ଚାଲିଗଲେ।ଏହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହା ସହିତ ସମସ୍ତଙ୍କର ଭଗବାନ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଆସି ଯାଇଥିଲା।ଏହା ପରେ ଜାହାଜ ପୁରୀ ଆଡ଼କୁ ବଢିଲା।ଏହା ସହିତ ଏହି ଜାହାଜ ଶେଷରେ ପୁରୀ ପାଖରେ ଯାଇ ପହଞ୍ଚିଲା।ଏହା ସହିତ ସମସ୍ତ ଧନ ଓ ବିଶାଳ ଘଣ୍ଟି ଭଗବାନ ଜଗନ୍ନାଥଙ୍କ ପାଖରେ ଅର୍ପଣ କରାଗଲା।ତେବେ ଆଜି ମଧ୍ୟ ସେହି ଘଣ୍ଟି ନୀଳାଦ୍ରି ବିହାରରେ ରହିଛି।

Leave a Reply

Your email address will not be published. Required fields are marked *