ଗୋଟେ Albam ପାଇଁ ରୂପା ଓ ପିଣ୍ଟୁ କେତେ ଟଙ୍କା ନେଇ ଥାଆନ୍ତି,ଜାଣିବା ପରେ ଆପଣ କହିବେ ବାପ ରେ ଏତେ ଡିମାଣ୍ଡ ଏମାନଙ୍କର…ଦେଖନ୍ତୁ Video

Spread the love

ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୁପାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ସେମାନେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେମାନଙ୍କ ଅଭିନୟ ବାସ୍ତବରେ ବହୁତ ପ୍ରଭାବୀ ହୋଇଥାଏ।ଏହା ସହିତ ଅଭିନୟ ଜଗତରେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଛନ୍ତି।

ତେବେ ସେମାନେ ପତି ଓ ପତ୍ନୀ ଅଟନ୍ତି।ସେମାନେ ବିବାହ କରିବା ପରେ ଏକାଠି ଭାବରେ ଅଭିନୟ କରିବା ପାଇଁ ନିଷ୍ପତି ନେଇଥିଲେ।ଏହା ସହିତ ସେମାନେ ପ୍ରଥମେ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଥିଲେ।ଏହା ପରେ ସେମାନେ ଦେଖିଲେ କି ଏହି ସମସ୍ତ ଭିଡିଓ ବହୁତ ଅଧିକ ଲୋକପ୍ରିୟତା ପାଇ ପାରୁଛି।

ଏହା ସହିତ ସେମାନେ ମଧ୍ୟ ଏହା ପରେ ଅନେକ ପରିଚିତ ହୋଇ ଯାଇ ଥିଲେ।ଏହା ସହିତ ସେମାନେ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରି ଥିଲେ।ତେବେ ସେମାନଙ୍କ ଅଭିନୟ ପାଇଁ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ଏହା ପରେ ସେମାନେ ଅନେକ ଆଲବମରେ ଅଭିନୟ କରିବା ଆରମ୍ଭ କରିଥିଲେ।

ଏହା ସହିତ ଏହା ପରେ ସେମାନେ ବର୍ତ୍ତମାନ ଯାଏ ଅନେକ ଆଲବମରେ ଅଭିନୟ କରି ସାରିଲେଣି।ଏହା ସହିତ ତାଙ୍କର ସମସ୍ତ ଆଲବମ ଲୋକମାନଙ୍କୁ ଅନେକ ଭାବରେ ପସନ୍ଦ ଆସୁଛି।ଯାହା ଫଳରେ ସେମାନେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ସାରିଲେଣି।

ଏହା ସହିତ ତାଙ୍କର ଅଭିନୟ ପାଇଁ ତାଙ୍କୁ ବର୍ତ୍ତମାନ ଅନେକ ଆଲବମରେ ଅଭିନୟ କରିବା ପାଇଁ ଅନେକ ଅଫର ମଧ୍ୟ ଆସୁଛି।ଏହା ସହିତ ସେ ବର୍ତ୍ତମାନ ଏକ ଆଲବମ କରିବା ପାଇଁ ପ୍ରାୟ ୫୦ ହଜାର ଟଙ୍କା ନେଉଛନ୍ତି ବୋଲି ଶୁଣିବାକୁ ମିଳିଛି।ଏହା ସହିତ ସେମାନେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ଏକ ବହୁତ ବଡ଼ ପରିଚୟ ଦେବାରେ ଅନେକ ଭାବରେ ସଫଳ ହୋଇ ପାରିଛନ୍ତି।

ତେବେ ସେମାନଙ୍କର ଅଭିନୟ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ।ଏହା ସହିତ ସେମାନେ ବହୁତ୍ ଭଲ ଅଭିନେତା ଅଟନ୍ତି।ଏହା ସହିତ ସେମାନେ ନିଜର ଅଭିନୟ କରିବାର ଏହି ଭିନ୍ନ ଶୈଳୀ ପାଇଁ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଭାବରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ମଧ୍ୟ ପସନ୍ଦ କରିଥାନ୍ତି।ତେବେ ସେ ଦୁଇଜଣ ଅଭିନୟ ଜଗତ ପାଇଁ ବର୍ତ୍ତମାନ ନୂଆ ନାମ ହୋଇ ବାହାରିଛନ୍ତି।

Leave a Reply

Your email address will not be published. Required fields are marked *