କେମିତି ଦେଖାଯାଆନ୍ତି Mangala Charan ସିରିଏଲର ଅଭିନେତା ଏବଂ ଅଭିନେତ୍ରୀମାନେ ପ୍ରକୃତ ଜୀବନରେ,ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ

Spread the love

ସାଙ୍ଗମାନେ ଆପଣମାନେ ତ ଓଡ଼ିଆ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ପସନ୍ଦ ମଧ୍ୟ କରୁଥିବେ।ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଲୋକ ଓଡ଼ିଆ ସିରିଏଲ ଦେଖୁଛନ୍ତି।ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏବଂ ଏହାକୁ ଲୋକ ଏତେ ପରିମାଣରେ ପସନ୍ଦ କରିଥାନ୍ତିଯେ ଯଦି କୌଣସି ଏକ ଭଲ ସିରିଏଲ ଆସିଥାଏ ତେବେ ଲୋକ ନିଜର ସମସ୍ତ କାମ ସାରି ପ୍ରଥମେ ଟିଭି ଆଗରେ ବସିଯାଆନ୍ତି ଏହି ସିରିଏଲର ମଜା ନେବା ପାଇଁ।ଏବଂ ଆପଣ ଅନେକ ସ୍ଥାନରେ ଲୋକମାନଙ୍କୁ ସିରିଏଲ ବିଷୟରେ ଆଲୋଚନା କରିବାର ମଧ୍ୟ ଦେଖୁଥିବେ।

ଏହି କିଛି ଓଡ଼ିଆ ସିରିଏଲ ମଧ୍ୟରୁ ଅନ୍ୟତମ ହେଉଛି ମଙ୍ଗଳା ଚରଣ।ଏହି ସିରିଏଲଟି ଆପଣ ନିଶ୍ଚିତ ଭାବରେ ଦେଖିଥିବେ।ମଙ୍ଗଳା ଚରଣ ସିରିଏଲ ଲୋକମାନଙ୍କୁ ଅନେକ ମାତ୍ରାରେ ପ୍ରଭାଭିତ କରିଛି।ଅନେକ ଲୋକ ଏହାକୁ ପସନ୍ଦ କରିଥାନ୍ତି।ଏହାର ସବୁଠାରୁ ମୁଖ୍ୟ କାରଣ ହେଉଛି ଏଥିରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ।ସେମାନଙ୍କ ଅତି ସୁନ୍ଦର ଅଭିନୟ ଏହି ସିରିଏଲଟିକୁ ବାସ୍ତଵ ରୂପ ଦେଇଥାଏ ଏବଂ ଏହା ଦର୍ଶକ ମାନଙ୍କୁ ସିରିଏଲର କାହାଣୀ ସହିତ ବାନ୍ଧି ରଖିଥାଏ।

ଆପଣ ଏହି ସବୁ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ସିରିଏଲରେ ଦେଖିଥିବେ।କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସିରିଏଲରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ବାସ୍ତବରେ କିପରି ଦେଖାଯାଇଥାନ୍ତି?ଏହା ଆମେ ଜାଣିବା ଏହି ଆର୍ଟିକିଲରେ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମ ଲିଷ୍ଟରେ ପ୍ରଥମେ ଆସୁଛନ୍ତି ସୌଦାମିନୀ।ତାଙ୍କୁ ତ ଆପଣ ଏହି ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିବାର ଦେଖୁଥିବେ।ସେ ବାସ୍ତବ ଜୀବନରେ ମଧ୍ୟ ସେହି ଭଳି ସୁନ୍ଦର ଦେଖାଯାଇଥାନ୍ତି।

ଏହାପରେ ଆସୁଛନ୍ତି କରନ।ତାଙ୍କୁ ମଧ୍ୟ ଆପଣ ଏହି ସିରିଏଲଟିରେ ଖୁବ ସୁନ୍ଦର ଅଭିନୟ କରିବାର ଦେଖିଥିବେ।ସେ ବାସ୍ତବ ଜୀବନରେ ଖୁବ ଷ୍ଟାଇଲିସ ଏବଂ ହ୍ୟାଣ୍ଡସମ ଦେଖାଯାଇଥାନ୍ତି।ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ମାଲିକା।

ମଲିକା ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ସେ ଏହି ସିରିଏଲରେ ସୁନ୍ଦର ଅଭିନୟ କରିଛନ୍ତି।ସେ ନିଜ ବାସ୍ତବ ଜୀବନରେ ମଧ୍ୟ ଖୁବ ସୁନ୍ଦର ଦେଖାଯାଇଥାନ୍ତି।ଏହାପରେ ଆସୁଛନ୍ତି ମଧୁ।ମଧୁଙ୍କୁ ଆପଣ ଏହି ସିରିଏଲରେ ସୁନ୍ଦର ଅଭିନୟ କରିବାର ଦେଖିଥିବେ।ସେ ସିରିଏଲରେ ଜଣେ ସାଧାରଣ ଝିଅ ଭାବରେ ଅଭିନୟ କରନ୍ତି ଏବଂ ସୁନ୍ଦର ମଧ୍ୟ ଦେଖାଯାଆନ୍ତି ଏବଂ ବାସ୍ତବରେ ସେ ଷ୍ଟାଇଲିସ ଏବଂ ଖୁବ ସୁନ୍ଦର ଅଟନ୍ତି।

ଏହାପରେ ଆସୁଛନ୍ତି ମଙ୍ଗଳା।ସେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି।ସେ ମଧ୍ୟ ବାସ୍ତବ ଜୀବନରେ ସେହିପରି ସୁନ୍ଦର ଦେଖାଯାନ୍ତି।ଏହାପରେ ଆସୁଛନ୍ତି ସବିତା।ତାଙ୍କୁ ଆପଣ ଏହି ସିରିଏଲରେ ବହୁତ ଭଲ ଅଭିନୟ କରିବାର ଦେଖିଥିବେ।ସେ ବସ୍ତାଵ ଜୀବନରେ ଅନେକ ସୁନ୍ଦର ଦେଖାଯାଇଥାନ୍ତି।

ଏହାପରେ ଆସୁଛନ୍ତି ଚରଣ।ସେ ସିରିଏଲ ଦୁନିଆ ପରି ବାସ୍ତବ ଦୁନିଆରେ ମଧ୍ୟ ହ୍ୟାଣ୍ଡସମ ଦେଖାଯାଇଥାନ୍ତି।ଏହାପରେ ଆସୁଛନ୍ତି ରୁଦ୍ର।ସେ ଫିଲ୍ମ ଦୁନିଆରେ ସାଧାରଣ ବ୍ୟକ୍ତି ଭଳି ଅଭିନୟ କରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଷ୍ଟାଇଲିସ ଦେଖାଯାଇଥାନ୍ତି।

ଏହାପରେ ଆସୁଛନ୍ତି ରିଶି।ସେ ସିରିଏଲ ଦୁନିଆ ଭଳି ବାସ୍ତବ ଦୁନିଆରେ ମଧ୍ୟ ହ୍ୟାଣ୍ଡସମ ଏବଂ ଷ୍ଟାଇଲିସ ଦେଖାଯାଇଥାନ୍ତି।ତେବେ ସାଙ୍ଗମାନେ ଏହା ଥିଲା ମଙ୍ଗଳାଚରଣ ସିରିଏଲର ଅଭିନେତା ଏବଂ ଅଭିନେତ୍ରୀ ମାନେ ବାସ୍ତବରେ କିପରି ଦେଖାଯାଇଥାନ୍ତି।

Leave a Reply

Your email address will not be published. Required fields are marked *