ଏବେ ଏବେ ଆସିଲା ବଡ ଖବର,ମହିଳା ନିଜେ କଲେ ଭୟଙ୍କର ଖୁଲାସା,କହିଲେ ମୁଁ ନିଜେ ମୋ Swami ଙ୍କ ଜୀବନ ନେଇଛି କାରଣ ସେ ସବୁବେଳେ ମତେ

Spread the love

ଆପଣ କେବେ ଏପରି ସୁଣିଛନ୍ତି କି ମାରିବା କୌଣସି ଏକ ବ୍ୟତୀତ ସଉକ ହୋଇଥାଏ।ତେବେ ଏହା ଏକ ଆଶ୍ଚର୍ଯ୍ୟର ଘଟଣା ହୋଇଥିଲେ ମଧ୍ୟ ଆଜିକାଲି ଏପରି ଅନେକ ସ୍ଥାନରେ ହେଉଛି।ଏହା ସହିତ ଆଜିକାଲି ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ମାନସିକ ଭାରସାମ୍ୟ ହରାଇ ଲୋକଙ୍କୁ ମାରିବା ଏକ ସଉକ ଭାବରେ ଗ୍ରହଣ କରି ନେଉଛନ୍ତି।ତେବେ ଏପରି ଏକ ଘଟଣା ଘଟିଛି ଋଷ ଦେଶରେ।ତେବେ ସେ ନିଜର ପତିଙ୍କୁ ମାରିବା ଏକ ସଉକ ଭାବରେ ଗ୍ରହଣ କରି ନେଇଛନ୍ତି।

ଏହି ମହିଳା ଜଣଙ୍କ ନିଜର ୩ ଜଣ ପତିଙ୍କୁ ମାରି ସାରିଛନ୍ତି ବୋଲି ନିଜେ ମାନି ନେଇଛନ୍ତି।ତେବେ ଏହି ମହିଳାଙ୍କ ଜଣଙ୍କ ନିଜର ପତି ମାନଙ୍କୁ ହ-ତ୍ୟା କରିଛନ୍ତି ବୋଲି ନିଜେ ମାନିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।ତେବେ ସୂଚନା ଅନୁସାରେ ଏହି ମହିଳାଙ୍କ ବୟସ ହେଉଛି ୫୫ ବର୍ଷ।ଏହା ସହିତ ତାଙ୍କର ନାମ ହେଉଛି ଏଲିନା।ତାଙ୍କୁ ମୃତ ଅବସ୍ଥାରେ ତାଙ୍କର ଶୋଇବା ଘରେ ଥିବା ସୋଫା ଉପରୁ ଉଦ୍ଧାର କରା ଯାଇଥିଲା।ତେବେ ତାଙ୍କର ପାଖରେ ତାଙ୍କର ମୋବାଇଲ ଫୋନ ରହିଥିଲା।

ତେବେ ସେହି ମୋବାଇଲ କହିଥିଲା ତାଙ୍କର ସମସ୍ତ ଗୁମର।ଦୁଇଜଣ ସ୍ଵାମୀଙ୍କ ମାରିବା ଘଟଣାରେ ପ୍ରାୟ ୨୦ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ ସେହି ମହିଳା ଜଣଙ୍କ।ତେବେ ଏହା ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ ଦୁଇଜଣ ସ୍ଵାମୀଙ୍କ ମାରିବାର ଦଣ୍ଡ ସେ ଭୋଗି ସାରିଥିଲେ ଏହା ସତ୍ୟ ମାତ୍ର ନିଜର ତୃତୀୟ ସ୍ୱାମୀର ମାରିବା ପଛରେ ମଧ୍ୟ ତାଙ୍କର ହାତ ରହିଛି ଏହା କେହି ମଧ୍ୟ ଜାଣି ନଥିଲେ।ସେ ନିଜର କାହାଣୀ ନିଜେ ବଖାଣି ଥିଲେ ଓ ଏହାକୁ ଏକ ଭିଡିଓ ମାଧ୍ୟମରେ ନିଜର ମୋବାଇଲରେ ରଖିଥିଲେ।

ତେବେ ସେ କେବଳ ନିଜର ପତିଙ୍କୁ ମାରିବା କରିଥିଲେ ତାହା ନୁହେଁ ନିଜର ପତିଙ୍କୁ ସେ ଅତି ଗୋପନୀୟ ଭାବରେ ପୋତି ମଧ୍ୟ ଦେଇଥିଲେ।ନିଜର ମୃ-ତ୍ୟୁ ପୂର୍ବରୁ ସେ ନିଜର ସମସ୍ତ ଅପରାଧ ନିଜେ ସ୍ବୀକାର କରି ନେଇଥିଲେ।ଏହା ସହିତ ସେ ନିଜର ତୃତୀୟ ସ୍ୱାମୀଙ୍କୁ ମାରିବାର କାରଣ ହେଉଛି ଅର୍ଥଲୋଭ।ତାଙ୍କର ପତିଙ୍କ ମାରିବା ପରେ ମିଳିବାକୁ ଥିବା ଟଙ୍କା ପାଇଁ ସେ ତାଙ୍କର ପତିଙ୍କ ମାରିବା କରିଥିଲେ ବୋଲି ସ୍ବୀକାର କରିଥିଲେ।ଏହା ସହିତ ସେ ନିଜର ଆଉ ଦୁଇଜଣ ପତିଙ୍କୁ ମଧ୍ୟ ସେହିଭଳି ମାରିବା କରିଥିଲେ ବୋଲି କହିଥିଲେ।

ଏହା ସହିତ ସେ ନିଜର ପୂର୍ବ ଦୁଇ ପତିଙ୍କ ହ-ତ୍ୟା ୨୦୦୭ ରୁ ୨୦୧୩ ମସିହା ମଧ୍ୟରେ କରିଥିଲେ।ତେବେ କିଛି ଲୋକ ଏହାକୁ ନେଇ ଅଧିକ ବିସ୍ମିତ ନଥିଲେ କାରଣ ସେ ଏପରି ଅନେକ ଥର ଅର୍ଥ ପାଇଁ ଏପରି ହ-ତ୍ୟା କରି ସାରିଛନ୍ତି ଏହା ତାଙ୍କ ପାଇଁ କୌଣସି ନୂଆ କଥା ନୁହେଁ।ସେଥିପାଇଁ ଏହା ତାଙ୍କ ପାଇଁ ଏକ ସାଧାରଣ କଥା।ଏହା ସହିତ ତାଙ୍କର ଏଭଳି ଆଚରଣ ପାଇଁ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇଥିଲା ବୋଲି ମଧ୍ୟ ଜଣା ପଡ଼ିଛି।ଏହା ସହିତ ଏହି ମହିଳାଙ୍କୁ ମାରିବା ଏକ ପେଶା ଭଳି ଲାଗେ ବୋଲି ତାଙ୍କର କିଛି ପଡୋଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *