ବର୍ତମାନର ସବୁଠୁ ବଡ ଦୁଃଖ ଖବର,ଏବେ ଏବେ ହିରୋଇନ PRIYA ନିଜର ଜୀବନ ହାରିଲେ,ସାରା ଫିଲ୍ମ ଜଗତରେ ଆସିଗଲା ଶୋକର ଛାୟା..

Spread the love

ଆଜିକାଲି ଆତ୍ମହତ୍ୟା ଏକ ସାଧାରଣ ଘଟଣା ହୋଇ ଗଲାଣି।ତେବେ ଏପରି ଅନେକ ଘଟଣା ରହିଛି ଯାହା ଆଜିକାଲି ହେଉଛି ଯାହାକୁ ଆମେ ବିଶ୍ୱାସ କରି ପରିବା ନାହିଁ।ଏହା ସହିତ ଆଜିକାଲି ଅନେକ ଛୋଟ ଛୋଟ ପିଲା ମଧ୍ୟ ମାନସିକ ଚାପ କାରଣରୁ ଆତ୍ମହତ୍ୟା କରି ଦେଉଛନ୍ତି।ତେବେ ଏହାର ପରିମାଣ ଆଜିକାଲି ଅନେକ ମାତ୍ରାରେ ବଢ଼ି ଯାଇଛି।ସେଥିପାଇଁ ଏହାକୁ ରୋକିବା ନିହାତି ଆବଶ୍ୟକ।ଅତି କମ ବୟସରେ ପିଲାମାନେ ଆଜିକାଲି ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବରେ ବାଛି ନେଉଛନ୍ତି।

ତେବେ ଆଜିକାଲି ଯେଉଁଭଳି ଭାବରେ ବଢ଼ିବାରେ ଲାଗିଛି ତାହା ଆଶ୍ଚର୍ଯ୍ୟଜନକ।ତେବେ ଆମେ ବର୍ତ୍ତମାନ ଅଭିନେତ୍ରୀ ପ୍ରିୟାଙ୍କ ବିଷୟରେ ଆଲୋଚନା କରିବା ଯିଏକି ନିଜର ଘରର ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ତେବେ ତାଙ୍କର ଏଭଳି କରିବାର କାରଣ ସମ୍ପର୍କରେ ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ।ତେବେ ସେ ଗତ କିଛି ବର୍ଷ ହେବ ମୁମ୍ବାଇରେ ରହି ଆସୁଥିଲେ।ଏହା ସହିତ ସେ ନିଜର ଜୀବନ ଅଭିନୟ କ୍ଷେତ୍ରରେ ଆଗକୁ ନେବେ ବୋଲି ଚିନ୍ତା କରିଥିଲେ।

କିନ୍ତୁ ସମୟ ତାଙ୍କଠାରୁ ଆଉ କିଛି ଚାହୁଁଥିଲା।ଯାହା ଫଳରେ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି।ତେବେ ତାଙ୍କର ଏଭଳି ଅଚାନକ ନିଷ୍ପତିରେ ତାଙ୍କର ପରିବାର ଲୋକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।ଏହା ସହିତ ସେମାନେ ମଧ୍ୟ ଏହାର କାରଣ ଜାଣି ନାହାନ୍ତି ବୋଲି ସୂଚନା ଦେଇଛନ୍ତି।ତେବେ ସେ ମୁମ୍ବାଇ ଠାରେ ନିଜର ଅଭିନୟ ଜୀବନ ଆଗକୁ ନେବାରେ ଲାଗିଥିଲେ।ସୂଚନା ଅନୁସାରେ ସେ ଗତ କିଛି ଦିନ ତଳେ ନିଜର ଭଉଣୀଙ୍କ ଘରକୁ ଆସିଥିଲେ।ଏହା ସହିତ ସେମାନେ ଅଧିକ ରାତି ପର୍ଯ୍ୟନ୍ତ ନାଚଗୀତ ମଧ୍ୟ କରିଥିଲେ।

ତେବେ ଅଧିକ ରାତି ପର୍ଯ୍ୟନ୍ତ ସେ ଏଭଳି ନାଚଗୀତ କରୁଥିବାର ଦେଖି ତାଙ୍କର ମାଆ ଆସି ତାଙ୍କୁ ଗାଳି କରିଥିଲେ।ମାତ୍ର ଏହି କାରଣରୁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ପୋଲିସ ତଦନ୍ତରୁ ଜଣା ପଡ଼ିଛି।ତେବେ ଏହି କାରଣରେ ତାଙ୍କର ବନ୍ଧୁ ମାନେ ମଧ୍ୟ ଅସନ୍ତୁଷ୍ଟ ଥିଲେ।ଯାହାର କାରଣ ପଚାରିବାରୁ ପୋଲିସ କୌଣସି ନିର୍ଦ୍ଧିଷ୍ଟ ଉତ୍ତର ଦେଇ ନାହିଁ।ଏହା ସହିତ ସେ ଏହି ଛୋଟ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ କିଛି ଅଧିକ ବଡ଼ କାରଣ ରହିଛି।ଏହା ଜାଣିବା ପାଇଁ ପୋଲିସ ଏବେ ମଧ୍ୟ ନିଜର ତଦନ୍ତ ଜାରି ରଖିଛି।

ଏହା ବ୍ୟତୀତ ଏହା ପଛରେ କିଛି ଅନ୍ୟ କାରଣ ଅଛି ବୋଲି କିଛି ଲୋକ ସନ୍ଦେହ କରୁଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି।ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଥିଲେ ସେ ଅନେକ ଭଲ ଅଭିନୟ କରନ୍ତି ଏହା ସହିତ ସେ ବହୁତ ଭଲ ନାଚ ମଧ୍ୟ ନାଚି ଥାଆନ୍ତି ଯାହା ଫଳରେ ଗୋଟିଏ ଭଲ ଅଭିନେତ୍ରୀ ହେବାର ସମସ୍ତ ଗୁଣ ତାଙ୍କ ନିକଟରେ ରହିଥିଲା।କିନ୍ତୁ ସେ ଏହିଭଳି ଏକ ରାସ୍ତା ବାଛି ନେଲେ ଯାହା ସମସ୍ତଙ୍କ ପାଇଁ ଏବେ ଦୁଃଖର କାରଣ ହୋଇଛି।ତେବେ ଆମେ ସମସ୍ତେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା।

Leave a Reply

Your email address will not be published. Required fields are marked *