ଦିନେ ଥିଲେ ଓଡ଼ିଆ ଫିଲ୍ମ ର ସବୁଠୁ ବଡ ହିରୋଇନ Rachana Banerjee ,କିନ୍ତୁ ଆଜି ଏପରି କାମ କରିଲେ ଜାଣିଲେ ଆପଣ ମଧ୍ୟ କହିବେ ତମେ ମହାନ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ଖବର ଜାଣିବା।ଯଦି ଆପଣ ଓଡିଶାର ଅଟନ୍ତି ଏବଂ ଓଡ଼ିଆ ଜାଣନ୍ତି ତେବେ ଆପଣ ଓଡ଼ିଆ ଫିଲ୍ମ ତ ନିଶ୍ଚୟ ଭାବରେ ଦେଖୁଥିବେ।ଏବଂ ତାହାକୁ ପସନ୍ଦ ମଧ୍ୟ କରୁଥିବେ କାରଣ ଓଡ଼ିଆ ଫିଲ୍ମ ଅଟେହିଁ ସେଭଳି ନିଆରା।ଏବଂ ଯଦି ଆପଣ ଓଡ଼ିଆ ଫିଲ୍ମ ସହିତ ଜଡିତ ଅଛନ୍ତି ତେବେ ଆପଣ ରଚନା ବାନାର୍ଜୀଙ୍କ ନାମ ତ ନିଶ୍ଚିତ ଭାବରେ ଶୁଣିଥିବେ।ସେ ଓଡ଼ିଆ ସିନେମା ଜଗତର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି।ତାଙ୍କର ଫିଲ୍ମ ଗୋଟେ ପରେ ଗୋଟେ ହିଟ ହୋଇଚାଲିଥାଏ।

ଲୋକମାନେ ମଧ୍ୟ ତାଙ୍କୁ ଅନେକ ପସନ୍ଦ କରିଥାନ୍ତି।ସେ ଜଣେ ବହୁତ ଭଲ ଅଭିନେତ୍ରୀ ମଧ୍ୟ ଅଟନ୍ତି।ତାଙ୍କ ଅଭିନୟ ଦ୍ୱାରା ସେ ଲୋକଙ୍କ ମନ ପ୍ରାଣ ଜିତିପାରିଛନ୍ତି।ଏହି କାରଣ ପାଇଁ ସେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି।ତାଙ୍କ ଫିଲ୍ମ ଦେଖିବା ପାଇଁ ଲୋକମାନେ ସବୁବେଳେ ଆଗ୍ରହୀ ଥାନ୍ତି।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ରଚନା ବାନାର୍ଜୀ ଏଭଳି ଅବସ୍ଥାରେ କିପରି ଅଛନ୍ତି ଏବଂ କଣ କରୁଛନ୍ତି।ଏହି କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହାର ସମ୍ପୂର୍ଣ୍ଣ ତଥ୍ୟ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।୯୦ ଦଶକରେ ଓଲିଉଡରେ ଅଣ ଓଡ଼ିଆ ନାୟିକା ରାଜ କରୁଥିଲେ।ସେ ହେଉଛନ୍ତି ରଚନା ବାନାର୍ଜୀ।ପ୍ରକ୍ଷାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ସାଗର ଗଙ୍ଗା ଜରିଆରେ ସେ ଓଲିଉଡରେ ପ୍ରବେଶ କରିଥିଲେ।

ସେ ଭାଇ ହେଲା ଭଗାରୀ ଫିଲ୍ମରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ହେବାପରେ ଓଲିଉଡରେ ଷ୍ଟାର ହୋଇଥିଲେ ଏହା ପର ଠାରୁ ୨୦୦୨ ପର୍ଯ୍ୟନ୍ତ ନିସନ୍ଦେହରେ ରଚନା ଥିଲେ ଓଲିଉଡର ନମ୍ବର ୧ ହିରୋଇନ।ଏହାପରେ ରଚନା ଆହୁରି ଅନେକ ସିନେମାରେ ମଧ୍ୟ ଅଭିନୟ କରିଥିଲେ।ସବୁଠାରୁ ବଡ଼ କଥା ହେଉଛି ସେହି ସବୁ ଫିଲ୍ମ ଗୁଡିକ ହିଟ ମଧ୍ୟ ହୋଇଥିଲା।

ଏହି ସବୁ ସିନେମା ମଧ୍ୟରୁ ଗୋଟିଏରେ ଉତ୍ତମ ମହାନ୍ତିଙ୍କ ବିପକ୍ଷରେ ନାୟିକା ଭାବରେ ନଜର ଆସିଥିଲେ ରଚନା ବାନାର୍ଜୀ।ତେବେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ଯୋଡିକୁହିଁ ଦର୍ଶକ ମାନେ ଅଧିକ ମାତ୍ରାରେ ପସନ୍ଦ କରୁଥିଲେ।ଏବଂ ସେମାନଙ୍କ ଫିଲ୍ମ ମଧ୍ୟ ସୁପର ହିଟ ପରେ ସୁପର ହିଟ ହେଉଥିଲା।ବର୍ତ୍ତମାନ ରଚନା ବାନାର୍ଜୀ କଣ କରୁଛନ୍ତି ଏବଂ କିପରି ଅଛନ୍ତି ଆସନ୍ତୁ ଜାଣିବା।

ରଚନା ବାନାର୍ଜୀ ନିଜ ସାଙ୍ଗସାଥି ଏବଂ ପରିଜନଙ୍କ ସହ ପଞ୍ଜାବର ସ୍ଵର୍ଣ ମନ୍ଦିରକୁ ବୁଲିବାକୁ ଯାଇଥିଲେ।ସେହି ସ୍ଵର୍ଣ ମନ୍ଦିରରେ ପୂଜା ଏବଂ ପ୍ରସାଦର ଆୟୋଜନ ହୋଇଥିଲା।ସେହି ଆୟୋଜନରେ ରଚନା ବାନାର୍ଜୀ ମଧ୍ୟ ସାମିଲ ହୋଇଥିଲେ।ଅନେକ ଲୋକଙ୍କୁ ସେ ପ୍ରସାଦ ଦେଉଥିଲେ।ଦର୍ଶକ ମାନଙ୍କୁ ରଚନାଙ୍କ ପ୍ରତ୍ୟେକ ଫିଲ୍ମ ବହୁତ ଭଲ ଲାଗିଥାଏ।ଅନେକ ଦର୍ଶକ ଏହା ମଧ୍ୟ ଚାହୁଁଛନ୍ତିଯେ ରଚନା ଏବେ ମଧ୍ୟ ଓଡ଼ିଆ ଫିଲ୍ମକୁ ଆସି ନୂଆ ନୂଆ ଭଲ ଫିଲ୍ମ ଦିଅନ୍ତୁ ବୋଲି।ତେବେ ସେ ଏତେ ବଡ ହିରୋଇନ ହେଇ ମଧ୍ୟ ଏହି କାମ କରିବାରୁ ତାଙ୍କୁ ତାଙ୍କ ପ୍ରଶଂସକ ମାନେ ଖୁବ ଭଲ ପାଇବା ଦେଇଛନ୍ତି

Leave a Reply

Your email address will not be published. Required fields are marked *