ଭୁଲରେ ବ୍ୟାଙ୍କ ଖାତାକୁ ଆସିଲା ୯ କୋଟି ୯୯ ଲକ୍ଷ ୯୯ ହଜାର ୯ ଟଙ୍କା – ଆଉ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ..

Spread the love

ସାଙ୍ଗମାନେ ଆପଣ ଚିତ୍ରଗୁପ୍ତ ଏବଂ ଯମରାଜାଙ୍କ କାହାଣିତ ନିଶ୍ଚିତ ଭାବରେ ଶୁଣିଥିବେ।ଯେଉଁଥିରେ ଯମରାଜା ଭୁଲରେ ଏକ ଏପରି ବ୍ୟକ୍ତିର ଆତ୍ମା କାଢି ଆଣିଥିଲେ ଯାହାଙ୍କ ସସମୟ ଏବେ ପୁରା ହୋଇ ନଥିଲା।ଏହାପରେ ତାକୁ କିଛି ଶକ୍ତି ଦେଇ ପୁନର୍ବାର ପୃଥିବୀକୁ ଛାଡିଦିଆଯାଇଥାଏ।କହିବାର ଅର୍ଥ ଏହା ଯେ ଯେବେ ରେକର୍ଡ ମେଣ୍ଟେନ କରିବାର କଥା ଆସେ ଭାଗବାନଙ୍କର ମଧ୍ୟ ଯେଉଁଠି ଭୁଲ ହେଉଛି ତେବେ ସାଧରଣ ମନୁଷ୍ୟର ତ ଏଥିରେ ଭୁଲ ହେବା ସ୍ବାଭାବିକ।

ଆଜି ଆମେ ବ୍ୟାଙ୍କ କର୍ମଚାରୀଙ୍କ ଏପରି କିଛି କଥା ଜଣାଇବୁ ରେକର୍ଡ ମେଣ୍ଟେନ କରିବାର ଯାହାକୁ ଶୁଣି ଆପଣଙ୍କ ହୋସ ଉଡିଯିବ।ଏହା ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।କଳ୍ପନା କରନ୍ତୁ ଏକ ରାତିରେ ଯେବେ ଆପଣ ରାତିରେ ସୋଇଥିବେ ଏବଂ ସକାଳୁ ଉଠିଲା ପରେ ଆପଣଙ୍କୁ ଏକ ମେସେଜ ଆସିବ ଆପଣଙ୍କ ଖାତାରେ ୯ କୋଟି ୯୯ ଲକ୍ଷ ୯୯ ହଜାର ୯ ଟଙ୍କା ଜମା ହୋଇଥିବ

କଣ କରିବେ ଆପଣ ?ଖୁସିରେ ନାଚି ଉଠିବେ କିମ୍ବା ଚିନ୍ତା କରିବେ ଏହି ଟଙ୍କା ମୋ ଆକାଉଣ୍ଟକୁ ଆସିଲା କିପରି।ଆସନ୍ତୁ ଏକ ଏପରି କାହାଣୀ ବିଷୟରେ ଜାଣିବା।ଏହା ଦିଲ୍ଲୀରେ ରହୁଥିବା ବିନୋଦ କୁମାରଙ୍କ ଅଟେ।ସେ ଏକ ମୋବାଇଲ ଦୋକାନରେ କାମ କରନ୍ତି।ଏକ ଦିନ ତାଙ୍କ ପାଖକୁ ମେସେଜ ଆସିଲା ତାଙ୍କ ଅକାଉଁଣ୍ଟରେ ଏକ କୋଟି, ଦୁଇ କୋଟି ନୁହେଁ।ବରଂ ୯ କୋଟି ୯୯ ଲକ୍ଷ ୯୯ ହଜାର ୯ ଟଙ୍କା ଜମା ହୋଇଛି।

ସେ ଆଶ୍ଚର୍ଯ୍ୟ ହୋଇଗଲେ ତାଙ୍କୁ କିଛି ଜଣା ନଥିଲା ଏହି ଟଙ୍କା ଆସିଲା କିପରି।କିଛି ସମୟ ପରେ ସେ ଏସ ବି ଏଇ ସଖାକୁ ଗଲେ।ପ୍ରଥମେ ସେ ନିଜ ବ୍ୟାଙ୍କ ବଲାନ୍ସ ଚେକ କରିବାକୁ ଚାହିଁଲେ କିନ୍ତୁ ଏହା ହୋଇ ପାରିଲା ନାହିଁ।କାରଣ ତାଙ୍କ ଆକାଉଣ୍ଟ ବ୍ୟାଙ୍କ ଦ୍ୱାରା ବ୍ଲକ ହୋଇଯାଇଥିଲା।ଯେବେ ବ୍ୟାଙ୍କ କୁ ଏହି କଥା ପଚାରଗଲା ତାଙ୍କ ପାଖରେ କିଛି ଉତ୍ତର ନଥିଲା।ଆକାଉଣ୍ଟରେ ଏତେ ଟଙ୍କା ଆସିବାର ଏହା ପ୍ରଥମ ଘଟଣା ନୁହଁ।

ଏହି ପରି ଏକ ଘଟଣା ଉତ୍ତରପ୍ରଦେଶରେ ରହୁଥିବା ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ସହିତ ମଧ୍ୟ ହୋଇଛି।ଗୋଟେ ଥର ତାଙ୍କ ଏସ ବି ଆଇ ଆକାଉଣ୍ଟରେ ପାଞ୍ଚ କୋଟି ୫୫ ଲକ୍ଷ ୫୫ ହଜାର ୫୫୫ ଟଙ୍କା ଜମା ହୋଇଯାଇଥିଲା।ତାଙ୍କ ବଲାନ୍ସ ଚେକ କରୁ କରୁ ତାଙ୍କ ଆକାଉଣ୍ଟ ମଧ୍ୟ ବ୍ଲକ ଦେଖାଉଥିଲା।ଏହା ଯେବେ ତାଙ୍କ ପିତା ଦେଖିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।ଯଦି ଆପଣଙ୍କ ସହିତ ଏପରି ହୁଏ ତେବେ ହୋଇଯାଆନ୍ତୁ ସାବଧାନ।

ଅଚାନକ ଆସିଥିବା ଏହି ଟଙ୍କାକୁ ଭୁଲରେ ମଧ୍ୟ ଖର୍ଚ୍ଚ କରିବା ବା କାଢ଼ିବାର ଚିନ୍ତା କରନ୍ତୁ ନାହିଁ।କାରଣ ସବୁ ପରିସ୍ଥିତିରେ ଆପଣଙ୍କୁ ଏହି ଟଙ୍କା ଦେବାକୁହିଁ ପଡିଥାଏ।ଏପରି ହେବାର ତିନୋଟି କାରଣ ଥାଏ।ପ୍ରଥମ ହେଉଚି କିଏ ଧୋକାରେ ଆପଣଙ୍କ ଅକାଉଣ୍ଟରେ ଟଙ୍କା ଜମା କରିଥାଏ।ଅନେକ ଲୋକ ନିଜ ଟ୍ୟାକ୍ସ ବଞ୍ଚାଇବାପାଇଁ କଳାଧନକୁ ଲୁଚାଇବା ପାଇଁ ଏପରି କରିଥାନ୍ତି ତୃତୀୟ ରେ ବ୍ୟଙ୍କ ଦ୍ୱାରା ଏହା ଭୁଲ ରେ ହୋଇଜାଇଥାଏ।ଏବଂ ଆକାଉଣ୍ଟ ନମ୍ବର ଲେଖିବା ସମୟରେ କୌଣସି ଭୁଲ ହେଲେ ମଧ୍ୟ ଏହା ହୋଇଥାଇ ପାରେ ଏବଂ ଏହି ପରିସ୍ଥିତିରେ ଆପଣ ବ୍ୟାଙ୍କ ଯାଆନ୍ତୁ ଓ ଏହି କଥା ସବୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *