ସୈନିକ ଜଣଙ୍କ ଚଳନ୍ତା ଟ୍ରେନରୁ ବଞ୍ଚାଇଲେ ସେହି ଝିଅର ଇଜ୍ଜତ – ପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

Spread the love

ତେବେ ଆମେ ସମସ୍ତେ ଭାରତୀୟ ସୈନିକଙ୍କ ଅନେକ ମହାନ ଗାଥା ସମ୍ପର୍କରେ ଆଗରୁ ଜାଣିଛୁ।ତେବେ ଏପରି ଅନେକ ଗାଥା ରହିଛି ଯାହାକୁ ଏହି ଦୁନିଆ ସବୁଦିନ ପାଇଁ ସ୍ମରଣ ରଖିବ।ତେବେ ଏହାକୁ ଛାଡ଼ି ମଧ୍ୟ ଏପରି ଅନେକ କାହାଣୀ ରହିଛି ଯାହା ଭାରତୀୟ ସୈନିକଙ୍କ ମହାନତାର ପରିଚୟ ଦେଇଥାଏ।ତେବେ ଆମେ ବର୍ତ୍ତମାନ ଜଣେ ଭାରତୀୟ ସୈନିକଙ୍କର ସେହି ଭଳି ଏକ କାହାଣୀ ସମ୍ପର୍କରେ ଆଲୋଚନା କରିବା।ବିଷ୍ଣୁ ନାମକ ଜଣେ ଭାରତୀୟ ଗୋର୍ଖା ସୈନିକ ଟ୍ରେନରେ ଯାତ୍ରା କରୁଥିଲେ।ଏହି ସମୟରେ ସେ ଝରକା ପାଖ ସିଟରେ ବସି ବାହାରକୁ ଦେଖୁଥିଲେ।

ତେବେ ଏହାର କିଛି ସମୟ ପରେ ଅଚାନକ ଜଣେ କେହି ଟ୍ରେନର ଆପଦକାଳିନ ଚେନକୁ ଟାଣି ଟ୍ରେନକୁ ଅଟକାଇ ଦେଇଥିଲା।ଏହାପରେ ପ୍ରାୟ ୪୦ ଜଣ ଚୋର ସେହି ଟ୍ରେନ ମଧ୍ୟକୁ ପ୍ରବେଶ କରିଥିଲେ।ତେବେ ପୂର୍ବ କାଳରେ ଏପରି ଅନେକ ଘଟଣା ଘଟୁଥିଲା ମାତ୍ର ଆଜି ଭଳି ଯୁଗରେ ମଧ୍ୟ ଏଭଳି ଘଟଣା ଘଟିବା ଏକ ବହୁତ ବଡ଼ ଆଶ୍ଚର୍ଯ୍ୟ କଥା।ଏହି ଘଟଣା ହେଉଛି ଗତ ସେପ୍ଟେମ୍ବର ୨୦୧୯ ର।

ସେହି ଲୁଟେରା ମାନେ ସମସ୍ତଙ୍କୁ ମାଡ଼ ମରୁଥିଲେ ସେମାନଙ୍କର ଅଳଙ୍କାର ଲୁଟି ନେଉଥିଲେ ଏହାପରେ ସେମାନଙ୍କ ପାଖରେ ବନ୍ଧୁକ ମଧ୍ୟ ଥିଲା ଫଳରେ ସମସ୍ତେ ଚୁପ ରହିଥିଲେ।ଏହାପରେ ସେମାନେ ବିଷ୍ଣୁଙ୍କ ପାଖରୁ ମଧ୍ୟ ଟଙ୍କା ଲୁଟିବାକୁ ଲାଗିଲେ।ଏହାପରେ ବିଷ୍ଣୁଙ୍କ ସାମ୍ନାରେ ବସିଥିବା ଏକ ପରିବାରରେ ଜଣେ ପିତା ମାତା ଓ ତାଙ୍କର ୧୮ ବର୍ଷର ଝିଅ ଥିଲେ।

ସେହି ଲୁଟେରା ମାନଙ୍କର ଆଖି ସେହି ଝିଅଙ୍କ ଉପରେ ପଡ଼ିଲା।ଫଳରେ ସେମାନେ ସେହି ଝିଅଙ୍କୁ ନିଜ ସହିତ ନେଇଯିବା ପାଇଁ ବାହାରିଲେ।ଏହାପରେ ବିଷ୍ଣୁ ଏହା ଦେଖି ଆଉ ନିଜକୁ ରୋକି ପାରିଲେ ନାହିଁ ଓ ନିଜେ ସେହି ଝିଅ ସମ୍ମୁଖରେ ଢାଲ ହୋଇ ଛିଡା ହୋଇଗଲେ।ଏହାପରେ ସେ ଏକା ଜଣ ଜଣ କରି ସମସ୍ତ ଡାକୁ ମାନଙ୍କୁ ମାରିବାକୁ ଲାଗିଲେ।

ଏହାପରେ ସେ ଅନେକ ଲୁଟେରାଙ୍କୁ ମାରିଥିଲେ ଓ ଅନେକ ତାଙ୍କ ମାଡ଼ ଫଳରେ ଆଘାତ ପାଇ ସେଠାରେ ପଡ଼ିଥିଲେ।ଏହା ଫଳରେ ଅନ୍ୟ ଲୁଟେରା ତାଙ୍କ ଭୟରେ ସେଠାରୁ ପଳାଇ ମଧ୍ୟ ଯାଇଥିଲେ।ଫଳରେ ଏହିପରି ଭାବରେ ସେହି ସିପାହୀ ଜଣଙ୍କ ସେହି ଝିଅର ଇଜ୍ଜତ ଓ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।

ଏହାପରେ ଏହାର ପର ଷ୍ଟେସନରେ ଅନେକ କର୍ମଚାରୀ ଉପସ୍ଥିତ ଥିଲେ କାରଣ ଏହାର ଖବର ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲା।ଫଳରେ ସେମାନେ ସେଠାରେ ବିଷ୍ଣୁଙ୍କର ଅନେକ ପ୍ରଶଂସା କରିଥିଲେ।ସେଠାରେ ବିଷ୍ଣୁଙ୍କର ଚିକିତ୍ସା କରାଯାଇଥିଲା କାରଣ ସେ ଅଳ୍ପ ଆଘାତ ପାଇଥିଲେ ଓ ଅନ୍ୟ ଚୋର ମାନଙ୍କୁ ମଧ୍ୟ ଚିକିତ୍ସାଳୟ ପଠା ଯାଇଥିଲା।

ଏହାପରେ ବିଷ୍ଣୁଙ୍କୁ ସେହି ଝିଅର ପରିବାର ଲୋକ କିଛି ଉପହାର ଦେବାକୁ ଚାହୁଁ ଥିଲେ।କିନ୍ତୁ ଏହା ପୂର୍ବରୁ ସେ କହିଥିଲେ କି ସେ ଜଣେ ସୈନିକ ଓ ତାଙ୍କ ଦେଶର ପ୍ରତ୍ୟେକ ଲୋକଙ୍କ ରକ୍ଷା କରିବା ତାଙ୍କର ଧର୍ମ।ସେ ନିଜର ଧର୍ମ ପାଳନ କରିବା ପାଇଁ କାହାଠାରୁ କିଛି ଉପହାର ଗ୍ରହଣ କରିବେ ନାହିଁ ବୋଲି କହିଥିଲେ।ତେବେ ପ୍ରକୃତ ହିରୋ ହେଉଛନ୍ତି ଆମ ଭାରତୀୟ ସେନାର ସୈନିକ ମାନେ।ଯେଉଁମାନେ ନିଶ୍ୱାର୍ଥ ଭାବରେ ଏହି ଦେଶର ସେବା କରି ଆସୁଛନ୍ତି।ତେବେ ନିଶ୍ଚୟ ଜୟ ହିନ୍ଦ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *