ଅନେକ ଦିନ ପରେ ଆସିଲା ଖୁସି ଖବର – କମିବ ଖାଇବା ତେଲର ଦାମ – ହେଇଯିବ ଏତିକି ଟଙ୍କା – ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ତେଲ ଦର ଉପରେ କିଛି ବିଶେଷ ସୂଚନା ଜଣାଇବୁ।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ତଥ୍ୟ ବିଷୟରେ।ଏହି ଲକଡାଉନ ସମୟରେ ସବୁ ଜିନିଷର ଦର ଦାମ ବଢ଼ି ଯାଇଛି।ଏହାର ମୁଖ୍ୟ କାରଣ ହେଉଛି ଉତ୍ପାଦନ କମିଯିବା।ଏବଂ ଏହି ଲକଡାଉନ ସମୟରେ ସବୁ ସାମଗ୍ରୀର ମୂଳ ଉତ୍ପାଦନ କମି ଯାଇଛି।ସେ ଯେକୌଣସି ଜିନିଷ ହେଉ ନା କାହିଁ।

ଖାଦ୍ୟ ସାମଗ୍ରୀର ଉତ୍ପାଦନ କମି ଯାଇଛି କାରଣ ନିଜ ଜୀବନ ଭୟରେ ଯେଉଁମାନେ ସବୁ ଉତ୍ପାଦନ କ୍ଷେତ୍ରରେ ଅଛନ୍ତି ସେମାନେ ଅଳ୍ପ ଦିନ ପାଇଁ ଅଳ୍ପ ନିଜ କାମ ବନ୍ଦ କରି ଦେଉଛନ୍ତି।ଏଥିରେ ସନ୍ଦେହ ନାହିଁ ଯେ ଚାଷୀମାନେ ବହୁତ କାମ କରି ଚାଲିଛନ୍ତି ଆଉ ଏତେ କଷ୍ଟ ସମୟରେ ମଧ୍ୟ ଆମେ କେବେ ହେଲେ ଖାଲି ପେଟରେ ରହୁନାହୁଁ।ସେଥିପାଇଁ ଆମେ ଆମର ଚାଷୀ ଭାଇମାନଙ୍କ ଆଗରେ ସର୍ବଦା କୃତଜ୍ଞ ହେଇ ରହି ଯାଇଛୁ।

ତେବେ ସବୁ ଇଣ୍ଡଷ୍ଟ୍ରି ବନ୍ଦ ଥିବାରୁ ସେଠାରେ ତିଆରି ହେଉଥିବା ଜିନିଷର ଉତ୍ପାଦନ ମଧ୍ୟ କମି ଯାଇଛି।ଏବଂ ଦରଦାମ ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି ପରିବହନ ଚିନ୍ତା।ଯଦିଓ କଷ୍ଟରେ କିଛି ଦରକାରୀ ଜିନିଷ ଯେପରି ଖାଦ୍ୟ ସାମଗ୍ରୀ ମେଡ଼ିସିନ ସବୁ ଉତ୍ପାଦନ ହେଇ ଯାଉଛି କିନ୍ତୁ ପରିବହନରେ ଅସୁବିଧା ଲାଗି ରହିଛି।ଭିନ୍ନ ଭିନ୍ନ ଜିଲ୍ଲାରେ, ଭିନ୍ନ ଭିନ୍ନ ରାଜ୍ୟରେ ସବୁ ଅଲଗା ନିୟମ କାନୁନ ସେଥିପାଇଁ ପରିବହନ କରିବା ମଧ୍ୟ କଷ୍ଟ ସାଧ୍ୟ ହେଇଛି।

ଯେଉଁଠି ଗୋଟେ ଟ୍ରକ ସାଧାରଣ ସମୟରେ ଯେତିକି ଟଙ୍କା ନବା କଥା ତାର ଦୁଇଗୁଣ ମୂଲ୍ୟ ନେଉଛି ଯାହାକି ଯଥାର୍ଥ ଅଟେ ଯେହେତୁ ସେ ନିଜ ଜୀବନକୁ ବାଜି ଲଗାଇ ଓ ସବୁ କଟକଣା ମଧ୍ୟରେ ଏହି କାର୍ଯ୍ୟଟି କରୁଛି।ତେବେ ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସବୁ ଜିନିଷର ଦରଦାମ ବଢ଼ି ଚାଲିଛି।ତେବେ ସରକାର କିନ୍ତୁ ଏହି ସମୟରେ ଏକ ବହୁତ ଭଲ ଖବର କହିଛନ୍ତି।

ଏହି ଖବରଟି କଣ ଜାଣିବା ପାଇଁ ଆପଣ ଜମା ବି ସ୍କିପ ନ କରି ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।ତେବେ ଖବର ଆସିଛି କି ଶସ୍ତା ହେଇଗଲା ଖାଇବା ତେଲର ଦାମ।ତେବେ ସବୁ ଜିନିଷ ମଧ୍ୟରେ ଖାଇବା ତେଲର ଦର ମଧ୍ୟ ବହୁତ ବୃଦ୍ଧି ପାଇଥିଲା।ସେଥିପାଇଁ ଜନସାଧାରଣଙ୍କ ଭିତରେ ଚିନ୍ତା ଲାଗି ରହିଥିଲା।ତେବେ କିନ୍ତୁ ଏବେ ସେହି ଚିନ୍ତାରେ ବିରାମ ଲାଗିବାର ସମୟ ଆସି ଯାଇଛି।

ସୋରିଷ ତେଲ ସହ ଅନ୍ୟାନ୍ୟ ଖାଇବା ତେଲର ଦାମ ହ୍ରାସ ପାଇଛି।ଆନ୍ତର୍ଜାତୀୟ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବା ପରେ ଏହାର ପ୍ରଭାବରେ ଭାରତରେ ଦେଖିବାକୁ ମିଳିଛି।ତେବେ ଦିଲ୍ଲୀର ବଜାରରେ ସବୁ ପ୍ରକାର ଖାଇବା ତେଲର ଦର ସବୁ ହ୍ରାସ ପାଇଛି।ସୂତ୍ରରୁ ଜଣାପଡ଼ିଛି ଯେ ଆମଦାନୀ ହେଇଥିବା ତେଲ ତୁଳନାରେ ଗତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ସୋରିଷ ତେଲର ବ୍ୟବହାର ବୃଦ୍ଧି ପାଇଥିଲା

।ତେବେ ଏହି ସମୟରେ ସୋରିଷ ତେଲର ଚାହିଦା ବଢ଼ି ଯାଇଥିଲା।କିନ୍ତୁ ସୋରିଷ ତେଲର ଦାମ ଏବେ କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ହ୍ରାସ ପାଇଛି।ସେହିଭଳି ସୋୟବିନ ତେଲ କ୍ଵିଣ୍ଟାଲ ପିଛା ମଧ୍ୟ ୧୫୦ ଟଙ୍କା ଶସ୍ତା ହେଇଛି।ତେବେ ଏହିଭଳି ଭାବରେ ଅନ୍ୟ ସବୁ ତେଲ ମଧ୍ୟ ଶସ୍ତା ହେଇ ଯାଇଛି।

Leave a Reply

Your email address will not be published. Required fields are marked *