କୋଭିଡ ଇମ୍ୟୁନିଟି ବଢାଇବାପାଇଁ କଡ଼କନାଥ କୁକୁଡ଼ା – ଏହାକୁ ଖାଇବା ପରେ ଦୂର ହେବ କରୋନା ର ଭୟ..

Spread the love

ସସାଙ୍ଗମାନେ ଯେବେଠାରୁ କୋଭିଡ ଆସିଛି ସେବେଠାରୁ ଲୋକଙ୍କ ଖାଦ୍ୟପେୟକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ବିଭିନ୍ନ ମତ ରହିଛି।କିଏ କହୁଛି କ୍ଷୀରରେ ହଳଦି ମିଶାଇ ପିବାକୁ।କିଏ କହୁଛି ଦଲଚିନ ଖାଇବାକୁ ଏବଂ ଅନ୍ୟ କିଏ କହୁଛି ଅଳେଇଚ ଖାଇବାକୁ।ଏବଂ ଏହି ପରି ଅନେକ ଲୋକ ନିଜ ନିଜର ଭିର୍ଣ ଭିର୍ଣ ମତ ରଖୁଛନ୍ତି।କିନ୍ତୁ ଏବେ ସୋସିଆଲ ମିଡିଆରେ ଅନ୍ୟ ଏକ ମତ ସାମ୍ନାକୁ ଅସିଛି।ତାହା ଧୀରେ ଧୀରେ ଭାଇରାଲ ହେବାରେ ଲାଗିଛି।କଡ଼କ ନାଥ କୁକୁଡ଼ା।ଲୋକଙ୍କ ମତରେ କଡ଼କ ନାଥ କୁକୁଡ଼ା ଖାଇଲେ କୁଆଡେ କୋଭିଡ ରୋଗୀଙ୍କ ଠାରୁ କୋଭିଡ ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯାଉଛି।

ତେବେ ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଯେଉଁମାନେ ଚିକେନ ପ୍ରେମୀ ଅଛନ୍ତି ସେମାନେ କଡ଼କନାଥ କୁକୁଡ଼ାକୁ ଅଧିକରୁ ଅଧିକ ଖାଇବାପାଇଁ ଚେଷ୍ଟା କରିଛନ୍ତି।

କାରଣ ତାହାର ଏକ ସ୍ପେଶାଲ ସ୍ୱାଦ ରହୁଛି ଏବଂ ତାହା ଶରୀର ପାଇଁ ମଧ୍ୟ ବହୁତ ଉପଯୋଗୀ।କିନ୍ତୁ ଏବେ ଏକ ରିସର୍ଚ୍ଚରୁ ଅସିଛି ଯେଉଁ କଡ଼କନାଥ କୁକୁଡ଼ା ରହିଛି ତାହା କୋଭିଡ ରୋଗୀଙ୍କ ପାଇଁ ଇମ୍ୟୁନିଟି ବୁଷ୍ଟର ଭାବରେ କାମ କରୁଛି।ଏହି କୁକୁଡ଼ା ଭାରତର ମଧ୍ୟପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳେ।ଏବଂ ମଧ୍ୟପ୍ରଦେଶରେ ଏହା ଖୁବ ପ୍ରସିଦ୍ଧ ହୋଇଛି।ଅନେକ ଲୋକ ଏହାକୁ କିଣିବାରେ ଲାଗିଛନ୍ତି।

କଡ଼କନାଥ ଚିକେନ ରିସର୍ଚ୍ଚ ସେଣ୍ଟର ଏବଂ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଭାବରେ ରିସର୍ଚ୍ଚ କରିଛନ୍ତି ଏହି କଡ଼କନାଥ କୁକୁଡ଼ାକୁ ନେଇ।ଏବଂ ସେମାନେ ଏହି ରିସର୍ଚ୍ଚରେ ଜାଣିବାକୁ ପାଇଛନ୍ତି ଯଦି ଜଣେ ରୋଗୀ ଚିକିତ୍ସା ହୋଇ ଫେରିବା ପରେ ନିୟମିତ ଭାବରେ କଡ଼କନାଥ କୁକୁଡ଼ା ଖାଏ ତେବେ ତାହାର ରୋଗ ପ୍ରତିରୋଧକ କ୍ଷମତା ଅଧିକ ବଢୁଛି ଏବଂ ସେ ଅଧିକରୁ ଅଧିକ ସୁସ୍ଥ ହୋଇଯାଉଛି।ଏଥିପାଇଁ କୋଭିଡ ରୋଗ ପାଇଁ ଏହି କୁକୁଡ଼ା ମାଂସ ଖୁବ ଲାଭଦାୟୀ ଅଟେ।

କୋଭିଡ ରୋଗରୁ ଭଲ ହେବାପରେ ମଧ୍ୟ ଡାକ୍ତର ଏହି କୁକୁଡ଼ାର ମାଂସ ଖାଇବାକୁ କହୁଛନ୍ତି।ଏହାର ମାଂସର ଦର ମଧ୍ୟ ଅଧିକ ରହିଛି।କାରଣ ଅଧିକରୁ ଅଧିକ ବ୍ୟକ୍ତି ଏହାକୁ କିଣିବାକୁ ଚାହୁଁଛନ୍ତି।କେବଳ ଏତିକି ନୁହଁ ଏହାର ମାଂସ ସହିତ ଅଣ୍ଡାର ଦର ମଧ୍ୟ ଅଧିକ ରହିଛି।ଏହାର ମାଂସ ଆମ ରକ୍ତଚାପ ସହିତ ଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରିପାରୁଛି।ଶରୀର ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ଅଟେ।

କିନ୍ତୁ ଏହା କରୋନା ରୋଗ ପାଇଁ କେତେ ଉପଯୋଗୀ ତାହା ଏପର୍ଯ୍ୟନ୍ତ ବାସ୍ତବରେ ଜଣାପଡି ନାହିଁ।କିନ୍ତୁ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।ଯେଉଁଥିପାଇଁ ଆମେ କରୋନା ମହାମାରୀରୁ ବଞ୍ଚିପାରିବା।ଆପଣଙ୍କ ଶରୀରରେ ଇମ୍ୟୁନିଟି ଯେତେ ଭଲ ରହିବ ରୋଗ ସହିତ ଆପଣଙ୍କ ଶରୀର ବହୁତ ଭଲ ଭାବରେ ଲଢ଼ିପାରେ।

Leave a Reply

Your email address will not be published. Required fields are marked *