ଆସିଲା କି ଖୁସି ଖବର,ତପସ୍ୱିନୀ ତା ଶ୍ୱଶୁର ଘରେ ହିଁ ରହିବ,କାହିଁକି ଏପରି କଥା କହିଲେ ତପସ୍ୱିନୀଙ୍କ Lawyer..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତୋସ୍ୱିନୀନୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏହି ଘଟଣା ସମ୍ପର୍କରେ କଣ ମତ ରଖିଛନ୍ତି ତାହା ଜାଣିବା।ତେବେ ତାଙ୍କର କହିବା ଅନୁସାରେ ଝିଅଟି କେଉଁଠି ରହିବ ସେହି ଜାଗାରେ ସ୍ପଷ୍ଟ କରିବାରେ ଆମର ସମ୍ପୂର୍ଣ୍ଣ ଆଶାବାଦୀ

ଆମେ ଆମର ଯାହା ପ୍ରିଟିସନ ରହିଛି ସେହି ଝିଅ ତାର ଶ୍ୱଶୁର ଘରେ ରହିବ।ଯେହେତୁ ସ୍ୱାମୀ ନାହିଁ ତେବେ ସେ ଯିବ କୁଆଡେ।ବହୁ ଚର୍ଚ୍ଚିତ ତୋସ୍ୱିନୀ ଏବଂ ଡାକ୍ତର ସୁମିତଙ୍କ ମାମଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟରେ ରହିଛି।ଆଜି ତାହାର ରାୟ ଶୁଣାଯିବ।ତେବେ ଏହି ସମୟରେ କଣ ରହିବ ପାରିବାରିକ ସ୍ଥିତି ତପସ୍ୱିନୀ ଘରେ ରହିବେ କିମ୍ବା ଡାକ୍ତର ସୁମିତ ତାଙ୍କୁ ବାହାରେ ରଖିବେ?

ଏହି କଥାର ଉତ୍ତରରେ ବ୍ୟକ୍ତି ଜଣଙ୍କ କହିଥିଲେ।ବର୍ତ୍ତମାନ ସୁଦ୍ଧା ତଳ କୋର୍ଟର ରାୟକୁ ଡାକ୍ତର ସୁମିତ କର୍ଣ୍ଣପାତ ମଧ୍ୟ କଲେ ନାହିଁ।ସେଦନ ଠାରୁ ସେ ଉଭାନ ହୋଇଯାଇଛନ୍ତି।ଝିଅ କେଉଁଠି ରହିବ ମାନ୍ୟବର ଏସ ଡି ଯେ ଏମ ମଧ୍ୟ କୌଣସି ସ୍ପଷ୍ଟ କରିନାହାନ୍ତି ସେହି ସମ୍ବନ୍ଧରେ ଆମେ ଉପର କୋର୍ଟକୁ ଯାଇଛୁ।

ଆଜି ସେହି ବିଷୟରେ ସବିଶେଷ ଆଲୋଚନା ହେବ ଏବଂ ଜିଲ୍ଲା ଜର୍ଜ ନିଶ୍ଚିତ ତାଙ୍କର ବୁଦ୍ଧିଶୀଳ ଏବଂ ଚିନ୍ତାଶୀଲ ବ୍ୟକ୍ତିତ୍ୱକୁ ବ୍ୟବହାର କରି ନିଶ୍ଚିତ ଝିଅଟି କେଉଁଠି ରହିବ ସେହି ହିସାବରେ ସ୍ପଷ୍ଟ କରିବେ ବୋଲି ସମ୍ପୂର୍ଣ୍ଣ ଆଶାବାଦୀ ଆମେ।ଆମର ଯାହା ପ୍ରିଟିସନ ରହିଛି ସେହି ଝିଅ ତାର ଶ୍ୱଶୁର ଘରେ ହିଁ ରହିବ କାରଣ ଯେହେତୁ ସ୍ୱାମୀ ନାହିଁ ସେ ଯିବ କୁଆଡେ?

ସେହି ଆଶାରେ ଆମେ ଅପେକ୍ଷା କରି ରହିଛୁ।ଗତ ୯ ତାରିଖ ଦିନ ମାନ୍ୟବର ଏସ ଡି ଜ ଏମ ଏକ ଅର୍ଡର କରିଥିଲେ।୨ରେ ଏକ କରିଥଲେ ଏବଂ ୯ ତାରିଖରେ ଗୋଟେ କରିଥଲେ।୯ରେ ଯେଉଁ ଦିଗ ଥିଲା ଯେ ସ୍ତ୍ରୀଙ୍କର ରହିବା, ଖାଇବା ଏବଂ ଅନ୍ୟ ଜିନ୍ଯସ ସେ ବହନ କରିବେ।ତାହାକୁ କଲେ ନାହିଁ ବୋଲି ଟପସ୍ୱୀନି ଆସ୍କା ଥାନାରେ ଏକ ଅଭିଯୋଗ କରିଥିଲେ।

ସେ ସେହିଦିନଠାରୁ କୁଆଡେ ପଳେଇଛନ୍ତି।ସେଥିପାଇଁ ସେ ଆସ୍କା ଥାନାରେ ମଧ୍ୟ ଅଭିଯୋଗ ଜଣାଇଥିଲେ।ଏହା ପରବର୍ତ୍ତୀ ଅବସ୍ଥାରେ ୧୭ ତାରିଖ ଦିନ ଏକ ପ୍ରିଟିସନ ଫାଇଲ ହୋଇଥିଲା ଯେ ତପସ୍ୱିନୀଙ୍କୁ ତାର ଶ୍ୱଶୁର ଘରେ ରହିବାର ସୁଯୋଗ ଦିଆଯାଉ।ଡୋମେଷ୍ଟିକଁ ଆକ୍ଟରେ ଜଣେ ସ୍ୱାମୀ ଏବଂ ପରିତ୍ୟକ୍ତ ସ୍ତ୍ରୀ କେସ ସରିବା ପର୍ଯ୍ୟନ୍ତ ସ୍ୱାମୀଙ୍କ ଘରେ ରହିପାରିବ

Leave a Reply

Your email address will not be published. Required fields are marked *