ରାଜକୁନ୍ଦ୍ରା ମାମଲାରେ ବ୍ୟକ୍ତିଗତ ହ୍ୱାଟ୍ସଆପ୍ ଚ୍ୟାଟ୍ ହୋଇଗଲା ଲିକ୍, ବହୁତ ଲୋକ ଫସିବାର ଅଛି ଆଶଙ୍କା,Zoom କରି ପଢନ୍ତୁ

Spread the love

କହିଦେବୁ କି ଯେବେ ଠାରୁ ରାଜକୁନ୍ଦ୍ରା ଗିରଫ ହେବାର କଥା ସାମ୍ନାକୁ ଆସିଛି ତେବେ ଠାରୁ ବଲିଉଡ୍ ରେ ଆଉ ବହୁତ କାରୋବାରୀଙ୍କର ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଈଯାଇଛି, ହଁ ଆଜ୍ଞା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ୍ ଦ୍ୱାରା ଗିରଫ୍ କରାଯାଇଛି ଓ ତାଙ୍କୁ ପର୍ଣ୍ଣ ଫିଲ୍ମ କରି ଅନଲାଇନ୍ ବିକ୍ରି କରିବାର ଆରୋପ ଲାଗିଛି, ଏମିତିରେ ଏବେ ରାଜ କୁନ୍ଦ୍ରା ଓ ତାଙ୍କ ପାର୍ଟନର ୱାଟ୍ସଆପ୍ ଚ୍ୟାଟ୍ ଲିକ୍ ହୋଇଯାଇଛି, ଯେଉଁଥିରେ ଏଇ କଥାର ଅନ୍ଦାଜା ଲଗାଯାଇପାରିବ କି ରାଜକୁନ୍ଦ୍ରାଙ୍କ ଉପରେ ଯେଉଁ ଆରୋପ ଲଗାଯାଇଛି ତାହା ବିଲକୁଲ୍ ସତ ଅଟେ ।

ଏହି ଚ୍ୟାଟ୍ସକୁ ରାଜକୁନ୍ଦ୍ରାଙ୍କ କେସ୍ ରେ ଏକ ଗୁରୁତ୍ୱପୁର୍ଣ୍ଣ ପ୍ରମାଣ କୁହାଯାଉଛି, ଏହା ଆମର୍ ନୁହେଁ ମିଡିଆ ସୁତ୍ରରୁ ଜଣାଯାଏ କି ଏହି ଚ୍ୟାଟ୍ସ ରାଜକୁନ୍ଦ୍ରା ଓ ତାଙ୍କ ପାର୍ଟନର୍ସଙ୍କ ଅଟେ, ଏହି ମାମଲାକୁ ନେଇକରି ଏମିତି କୁହାଯାଉଛି କି ଏମାନେ ସବୁ ମିଶିକରି ଅଶ୍ଳିଳ କନଟେଣ୍ଟ୍ ବନାଉଥିଲେ  ଓ ମୋବାଇଲ୍ ଆପ୍ ରେ ବିକ୍ରି କରୁଥିଲେ, ଓ ଯେଉଁଠି ଚ୍ୟାଟ୍ସର କଥା ଆସେ ତେବେ ଏଥିରେ କାମର ଜରିଆ ହେଉଥିବା କମାଇ ଓ ସେହି କମାଇର ପରସ୍ପର ମଧ୍ୟରେ ବାଣ୍ଟିବାର ଚର୍ଚ୍ଚା ହେଉଛି ।

ହଁ ଆଜ୍ଞା ଏହି ଚ୍ୟାଟ୍ ରେ ପାର୍ଟନର ଲେଖିଛନ୍ତି ଆମେ ସବୁ ସପ୍ତାହରେ ଗୋଟେ ହିଁ ଫିଲ୍ମ ରିଲିଜ୍ ହେଉଛି ଏଥିରେ କମାଇ ଅଧିକା ବଢିବ, କହିଦେବୁ କି କିଛି ଚ୍ୟାଟ୍ସ ଗତ ବର୍ଷ ଅକ୍ଟୋବର ମାସର ଅଛି, ଓ ଏହି ବର୍ଷ ଫେବୃୟାରୀ ମାସରେ ଏହି ମାମଲାକୁ ନେଇକରି ଏଫ୍ ଆଇ ଆର୍ ଦର୍ଜ କରାଯାଈଛି, ଏବେ ବ୍ରିଟିଶ୍ ଭାରତୀୟ କାରୋବାରୀ ରାଜକୁନ୍ଦ୍ରାଙ୍କୁ ପୋଲିସ୍ ଦ୍ୱାରା ପଚରାଉଚୁରା ଜାରି ରଖିଛି, ଓ ଏହି ସମୟରେ ଜଣାପଡିଛି କି ରାଜକୁନ୍ଦ୍ରା ୟୁକେ ରେ ରହୁଥିବା ପ୍ରଦୀପ ବକ୍ସିଙ୍କର ସଂମ୍ପର୍କୀୟ ଅଟନ୍ତି। ଓ ଦୁହେଁ ୟୁକେ ରେ କେନରିନ୍ ପ୍ରଡକ୍ସନ୍ ହାଉସ୍ ନାମର ଏକ କମ୍ପାନୀ ଚଲାଉଛନ୍ତି ।

ଏହି କମ୍ପାନୀର ଚେୟାର ମ୍ୟାନ୍ ବକ୍ସିଙ୍କୁ ହିଁ କୁହାଯାଉଛି, ଓ ଏହା ସହ ଏହି ଦୁହେଁ ବିଜନେସ୍ ପାର୍ଟନର ବି ଅଟନ୍ତି , ଏହି ଦୁହେଁଙ୍କର ହ୍ୱାଟ୍ସଆପ୍ ଚ୍ୟାଟ୍ ରୁ ସଫା ଜଣାପଡୁଛି କି ଏହି ଦୁହେଁ ପର୍ଣ୍ଣ ଫିଲ୍ମ ବନାଇକରି କମାଉଥିଲେ, କହିଦେବୁ କି ହ୍ୱାଟ୍ସଆପ୍ ଗ୍ରୁପ୍ ରେ ପ୍ରଦୀପ ବକ୍ସି ପଚାରୁଥିଲେ କି ଏବେ ତାଙ୍କ ପାଖରେ ଅଧିକା ଫଲୋଇଙ୍ଗ୍ ବାଲା ଷ୍ଟାର୍ ଅଛନ୍ତି, ତେବେ ତାଙ୍କ ୟୁଜର୍ସଙ୍କ ସଂଖ୍ୟା କେତେ ଅଛି, ଯାହାର ଜବାବ୍ ରେ ରାଜ କୁନ୍ଦ୍ରା କହନ୍ତି କି ୨୦ ଲକ୍ଷ ଓ ତାପରେ ରାଜକୁନ୍ଦ୍ରା କହନ୍ତି ଆମେ ସବୁଦିନ ଏମିତି କରିବା ଉଚିତ୍ , କାରଣ ଏକାଉଣ୍ଟ ସହ ବହୁତ ସହଜ ରହିବ ।

କେବଳ ଏତିକି ନୁହେଁ ଏହା ପରେ ପ୍ରଦୀପ ହଟସଟ୍ କନଣ୍ଟେଟ୍ ହେଡ୍ ରୟ ଏବଂସ୍ କୁ ଲେଖନ୍ତି କି ସବୁ କଳାକାରଙ୍କୁ ଇନଭଏସ୍ ଉପଲ୍ଲବ୍ଧ କରାନ୍ତୁ, ଯାହାଦ୍ୱାରା ଅପଡେଟ୍ କରାଯାଇପାରିବ, ଏହା ଛଡା ଏକ ହ୍ୟାଟ୍ସଆପ୍ ଚ୍ୟାଟ୍ ରେ ଏହି କାମରେ ହେଉଥିବା କମାଇବିଷୟରେ କଥାବାର୍ତ୍ତା ହେଉଛି, ଯାହା ପ୍ରାୟ ୨,୧୪ ଲକ୍ଷ ଅଟେ, ଓ ଏମ୍ ଡିଟି ସେଲ୍ ୫୫ ଲକ୍ଷ ଲକ୍ଷ କୁହାଯାଉଛି

ଏହା ସହ ଗୋଟେ ଚ୍ୟାଟ୍ ରେ ଟୋଟାଲ୍ ଆଡ୍ସ ୧୪୩୩ କୁହାଯାଉଛି ଓ ଏମ୍ ଟିଡି ସେଲ୍ ୨୭,୮୧ ଲକ୍ଷ ଟଙ୍କା କୁହାଯାଉଛି, ଦ୍ୱିତୀୟ ଚ୍ୟାଟ୍ ଏହା ୩୪,୨୦ ଲକ୍ଷ କୁହାଯାଊଛି, ଏହି ସବୁ ସଂଖ୍ୟାକୁ ନେଇ ରାଜକୁନ୍ଦ୍ରା ଓ ତାଙ୍କ ପାର୍ଟନର୍ ବହୁତ ଖୁସି ନଜର ଆସୁଛନ୍ତି ଓ ତାହା ସହ ଏକ ମହିଳା କଳାକାରଙ୍କ ଦ୍ୱାରା ପେମେଣ୍ଟ ନ ମିଳିବା କଥା ବି ଆଲୋଚନା ହେଉଛି ।

ଗୋଟେ ଚ୍ୟାଟ୍ ରେ ମୁଭି ରେଭେନ୍ୟୁ ଖସିବା ଉପରେ ରାଜକୁନ୍ଦ୍ରା ଙ୍କୁ ଚିନ୍ତା ଆସୁଛି ଓ ଗହଣା, ବଶିଷ୍ଠ ତଥା ଉମେଶ କାମତଙ୍କୁ କେନରିନ୍ ପ୍ରଡକ୍ସନ୍ ହାଉସ୍ ରୁ ଫିଲ୍ମ ବନାଇଇବାପାଇଁ ପୁର୍ବରୁ ହିଁ ଟଙ୍କା ମିଳିଯାଉଥିଲା, ଏହା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ବହୁତ ଏଜେଣ୍ଟ ଜରିଆରେ କମ୍ପାନୀ ଦେଶସାରା ପର୍ଣ୍ଣ ଫିଲ୍ମ ବନାଉଛନ୍ତି, ଏଠାରେ ଧ୍ୟାନ ଦେବାର କଥା ଏହା କି ଏହି ମାମଲାରେ ମଡେଲ୍ ଶର୍ଲିନ୍ ଚୋପ୍ରାଙ୍କ ନାଁ ଆସିଛି, ଯିଏ ଅଶ୍ଳିଳ କନଟେଣ୍ଟ ବନାଇକରି ନିଜ ଆପ୍ ରେ ପକାଇବାକୁ ଭଲରେ ଜାଣନ୍ତି, ଏହା ସହ ଏହି ମାମଲାରେ ଏକତା କାପୁର୍ ନିଜ ବୟାନ୍ ଦେଇସାରିଛନ୍ତି

କାରଣ ତାଙ୍କ ଦେଖାଇବାର ଆରୋପ ସର୍ବଦା ଲାଗିଥାଏ । ଏହା ଛଡା ପୁନମ୍ ପାଣ୍ତେ ରାଜ କୁନ୍ଦ୍ରା ଉପରେ ନିଜ ଭିଡିଓ ଚୁରେଇବା ଆରୋପ ଲଗାଇଛନ୍ତି । ଓ ମହାରାଷ୍ଟ୍ର ସାଇବର୍ ସେଲ୍ ପୁନମ୍ ଓ ଶର୍ଲିନ୍ ଙ୍କ ବୟାନ୍ ବି ଦର୍ଜ କରିଦେଇଚନ୍ତି, ହଁ ଆଜ୍ଞା ଏହି ଦୁହେଁଙ୍କ କହିବା କଥା କି ରାଜ କୁନ୍ଦ୍ରା ହିଁ ଆଡ୍ଟଲ୍ ଇଣ୍ତଷ୍ଟ୍ରିକୁ ନେଇକରି ଆସିଥିଲେ, ଓ ଯଦି ଖବରକୁ ମାନିବେ ଶର୍ଲିନ୍ ଚୋପ୍ରା ଗୋଟେ ପ୍ରୋଜେକ୍ଟ ପାଇଁ ତିନି ଲକ୍ଷ ଟଙ୍କା ମିଳେ ତଥା ରାଜ କୁନ୍ଦ୍ରା ତାଙ୍କୁ ପ୍ରାୟ ୨୦ ପ୍ରୋଜେକ୍ଟ ମିଳିଥାଏ

ସେମିତି ଯଦି ପୁନମ୍ ପାଣ୍ତେଙ୍କ କଥା କହିବା ତେବେ କମ୍ପାନୀ ତାଙ୍କୁ କନଟେଣ୍ଟ୍ ବଦଳରେ ଟଙ୍କା ଦିଆଯାଏ , ହଁ ଆଜ୍ଞା, ଯଦି ଆପଣ ଜାଣିନଥିବେ କି ତେବେ କହିଦେବୁ କି ଆମର୍ସପ୍ରାଇମ୍ ମିଡିଆ ଭାରତୀୟ ମଡେଲ୍ ଙ୍କ ପାଇଁ ଆପ୍ସ ବିକଶିତ କରିଥାଏ ।

ଏହା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏବେ ରାଜକୁନ୍ଦ୍ରା ନିଜ ପୁରୁଣା ଟ୍ୱିଟ୍ସ ଭାଇରାଳ୍ ହେଉଛି, ଯେଉଁଥିରେ ସେ ଲେଖିଛନ୍ତି କି ବିନା କପଡାର ପିନ୍ଧିଥିବା ଝିଅକୁ ଦେଖିକରି ନ୍ୟୁଟନ୍ ଚକିତ କଣପାଇଁ ଆଶ୍ଚର୍ଯ୍ୟ ହୋଇଗଲେ, ଭାବନ୍ତୁ ସେ ଏଥିପାଇଁ କାରଣ ଗୋଟେ ଜିନିଷ ଉପରେ ନଜର ଅଧିକା ବଢିଥାଏ, ଯିଏ ଗୁରୁତ୍ୱଆକର୍ଷଣ ନିୟମ ବିପକ୍ଷରେ ହୋଇଥାଏ

ଏହା ଛଡା ଆଉ ଏକ ଟ୍ୱିଟ୍ ରେ ସେ ଲେଖିଥିଲେ କି ଶ୍ରୀଲଙ୍କା ଚିୟର ଗାର୍ଲ୍ସ ଙ୍କୁ ଦେଖିକରି ଏହା ଲାଗେ କି ଆମେ ସୀତା ଅପହରଣ ପାଇଁ ରାବଣକୁ ଦୋଷ ଦେବା ଉଚିତ୍ ନଥିଲା, ଏବେ ଏମିତି ଟ୍ୱିଟ୍ ଭାଇରାଲ୍ ହେବାର ପରେ ଏହା ତୟ କି ରାଜ କୁନ୍ଦ୍ରା ଓ ତାଙ୍କ ପାର୍ଟନର୍ ବହୁ ପରିମାଣରେ ଦୋଷୀ ଅଟନ୍ତି, କିନ୍ତୁ ଏହି ମାମଲାକୁ ନେଇକରି କେଉଁ ନୁଆ ସତ ସାମ୍ନା କୁ ଆସୁଛି, ଏହା ଆସୁଥିବା ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *