ନୂଆବୋହୁ ସିରିଏଲ ଅଭିନେତାଙ୍କ Real Life ଜୀବନସାଥି କିଏ – କାହା ସ୍ୱାମୀ ଓ କାହା ସ୍ତ୍ରୀ କିପରି ଜାଣିଲେ ଆପଣ ମଧ୍ୟ କହିବେ ସାବାସ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ନୂଆ ବୋହୁ ସିରିଏଲ ବିଷୟରେ ଚର୍ଚ୍ଚା କରିବା।ଜାଣିବା ଏହି ସିରିଏଲର ଅଭିନେତା ମାନଙ୍କ ବାସ୍ତବିକ ଜୀବନ ବିଷୟରେ ଏବଂ ସେମାନଙ୍କ ବାସ୍ତବିକ ଜୀବନ ବିଷୟରେ କିଛି ବିଶେଷ ତଥ୍ୟ।ସାଙ୍ଗମାନେ ଯଦି ଆପଣ ଓଡ଼ିଶାରେ ବାସ କରନ୍ତି ତେବେ ଓଡ଼ିଆ ସିରିଏଲକୁ ତ ନିଶ୍ଚୟ ପସନ୍ଦ କରୁଥିବେ।ଏହି ସିରିଏଲ ମଧ୍ୟରୁ ଅନ୍ୟତମ ଅଟେ ନୂଆ ବୋହୁ ସିରିଏଲ।ଏହାକୁ ଲୋକ ଏତେ ଅଧିକ ମାତ୍ରାରେ ପସନ୍ଦ କରିଥାନ୍ତିଯେ ବହୁତ କମ ସମୟ ମଧ୍ୟରେ ଏହା ଅନେକ ଲୋକପ୍ରିୟତା ହାସଲ କରିଛି।ଏହାର କାରଣ ହେଉଛି ଏଥିରେ ଥିବା ଘଟଣା, କାହାଣୀ ଏବଂ ଏହାକୁ ପ୍ରକାଶ କରିବାର ଶୈଳୀ।

ଦ୍ୱିତୀୟରେ ଅନ୍ୟ ଏକ କାରଣ ହେଉଛି ଏଥିରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ।ସେମାନେ ମଧ୍ୟ ଏହି ସିରିଏଲକୁ ଖାସ ବନାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।ତାଙ୍କ ଆକ୍ଟିଙ୍ଗ ଦ୍ୱାରା ସେମାନେ ଦର୍ଶକ ମାନଙ୍କ ହୃଦୟକୁ ଜିତିପାରିଛନ୍ତି।ଆମେ ଆଜି ଏହି ଆର୍ଟିକିଲରେ ଏହି ନୁଆ ବୋହୁ ସିରିଏଲର ଅଭିନେତା ମାନଙ୍କ ବାସ୍ତବ ପ୍ରକୃତ ଜୀବନ ସାଥି ବିଷୟରେ ଜାଣିବା।ଯଦି ଆପଣ ଏହା ଜାଣିନାହାନ୍ତି ଏବଂ ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମ ଲିଷ୍ଟରେ ନମ୍ବର ୧ରେ ଆସୁଛନ୍ତି ନିତୁ ମିଶ୍ର ଯିଏକି ଏହି ସିରିଏଲରେ ପଦ୍ମା ଭୂମିକାରେ ଅଭିନୟ କରୁଛନ୍ତି।ନିତୁ ମିଶ୍ରଙ୍କ ପ୍ରକୃତ ଜୀବନ ସ୍ୱମୀ ହେଉଛନ୍ତି ସିବାନନ୍ଦ ମିଶ୍ର।ଏହାପରେ ଦ୍ୱିତୀୟରେ ଆସୁଛନ୍ତି ଲୋପାମୁଦ୍ରା ଦାସ।ଯାହାଙ୍କୁ ଆପଣ ଏହି ସିରିଏଲରେ ଲୋପା ଭୂମିକାରେ ନିଶ୍ଚିତ ଭାବରେ ଅଭିନୟ କରୁଥିବାର ତ ଦେଖିଥିବେ।ସେ ମଧ୍ୟ ପ୍ରକୃତ ଜୀବନରେ ବିବାହ କରିଛନ୍ତି।ତାଙ୍କର ସ୍ୱମୀଙ୍କ ନାମ ହେଉଛି ପ୍ରୟାସ ଦାସ।

ଏହାପରେ ଆମ ଲିଷ୍ଟରେ ନମ୍ବର ୩ରେ ଆସୁଛନ୍ତି ବିରଞ୍ଚି ନାରାୟଣ ନାୟକ।ଯିଏକି ଏହି ସିରିଏଲରେ ବିରା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି।ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ସାଗରିକା ସ୍ୱାଇଁ।ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଛି।ଏହାପରେ ନମ୍ବର ୪ରେ ଆସୁଛନ୍ତି କ୍ରିଷ୍ଣା କର2 ଯିଏକି ଏହି ସିରିଏଲରେ ରାଜ ରାଜେନ୍ଦ୍ର ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି।କ୍ରିଷ୍ଣାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସ୍ନେହା ହୋତା।

ଏହାପରେ ନମ୍ବର ୫ରେ ଆସୁଛନ୍ତି ମିତାଲି ସାର୍ଘାରିଆ ଯିଏକି ଏହି ସିରିଏଲରେ ରାଧିକା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି।ସେ ବର୍ତ୍ତମାନ ସିଙ୍ଗିଲ ଅଛନ୍ତି ଏବଂ ତାଙ୍କର କେହି ବୟ ଫ୍ରେଣ୍ଡ ମଧ୍ୟ ନାହାନ୍ତି।ନମ୍ବର ୬ରେ ଆସୁଛନ୍ତି ଜଗଜିତ ପାଲ।ଯିଏକି ଏହି ସିରିଏଲରେ ସାତ୍ଵିକ ଭୂମିକାରେ ଅଭିନୟ କରୁଛନ୍ତି।ସେ ମଧ୍ୟ ରିୟଲ ଲାଇଫରେ ସିଙ୍ଗିଲ ଅଛନ୍ତି।ଏବଂ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି।ତେବେ ସାଙ୍ଗମାନେ ଏହା ଥିଲା ନୂଆ ବୋହୁ ଅଭିନେତା ମାନଙ୍କ ପ୍ରକୃତ ଜୀବନ ସାଥି।

Leave a Reply

Your email address will not be published. Required fields are marked *