ବିଜୁ ପକ୍କା ଘର ପାଇଁ ଆସିଲା ନୂଆ ଲିଷ୍ଟ – ଦେଖନ୍ତୁ କିପରି ଜାଣିବେ ଆପଣଙ୍କ ନାମ ସାମିଲ ଅଛି କି ନାହିଁ..

Spread the love

ବର୍ତ୍ତମାନ ସୂଚନା ଆସୁଛି କି ବିଜୁ ପକ୍କା ଘର ସୂଚୀ ଆସି ସାରିଛି।ଆପଣ ନିଜ ନିଜର ବିଜୁ ପକ୍କା ଘର ସୂଚୀରେ ନିଜର ନାମକୁ ଦେଖି ପାରିବେ।ଯେଉଁ ମାନେ ନିଜ ନିଜର ବିଜୁ ପକ୍କା ଘର ପାଇଁ ଆବେଦନ କରିଥିଲେ ସେମାନେ ନିଜ ନିଜର ନାମକୁ ଏହି ସୂଚୀରେ ଦେଖି ପାରିବେ।ସେମାନଙ୍କ ନାମ ଏହି ସୂଚୀରେ ଆସିଛି କି ନାହିଁ ସେମାନେ ଚାହିଁଲେ ନିଜର ନାମକୁ ଦେଖିପାରିବେ।ଯେଉଁ ଯେଉଁ ବ୍ୟକ୍ତି ନିଜର ଅସୁବିଧା ପାଇଁ ସରକାରଙ୍କ ଠାରୁ କିଛି ସାହାଯ୍ୟର ଆଶାରେ ଏହି ଆବେଦନ କରିଥିଲେ ସେମାନେ ଏହି ସୂଚୀରେ ନିଜର ନାମ ଅଛି କି ନାହିଁ ଅନଲାଇନ ମାଧ୍ୟମରେ ଦେଖିପାରିବେ।

ସରକାର ଏହି ଯୋଜନା ଗରିବ ଲୋକଙ୍କ କଲ୍ୟାଣ ନିମିତ୍ତ ଆରମ୍ଭ କରିଥିଲେ।ଅନେକ ବ୍ୟକ୍ତି ତଥା ଅନେକ ଲୋକ ମାନେ ନିଜର ଖଣ୍ଡେ ଭଲ ଘର ନଥିବାରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ସେମାନେ ନିଜର ଏହି ଅସୁବିଧାକୁ ଦୂର କରିବା ପାଇଁ ସରକାରଙ୍କ ନିକଟରେ ଖଣ୍ଡେ ପକ୍କାଘର ପାଇବା ପାଇଁ ଆବେଦନ କରିଥିଲେ।ତେବେ ଆପଣ ନିଜର ନାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି ନା ହୋଇନାହିଁ ଜାଣିବେ କିପରି ଦେଖିବେ ତାହା ଆମେ ଆଲୋଚନା କରିବା।

ଏହି ଯୋଜନାରେ ହିତାଧିକାରୀଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ମିଳିଥାଏ।ତେଣୁ ଏହି ଲୋକମାନେ ଏହି ଟଙ୍କାରେ ନିଜର ନୂତନ ଘର ତିଆରି କରିପାରିବେ ଫଳରେ ସେମାନେ ନିଜର ଅନେକ ସମସ୍ୟା ଦୂର କରି ପାରିବେ।ଯେପରିକି ସେମାନେ ବାତ୍ୟା ବା ବନ୍ୟା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ସେମାନଙ୍କ ପାଖରେ ଭଲ ଘର ଖଣ୍ଡେ ନଥିବାରୁ ସେମାନେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥାନ୍ତି ଫଳରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସେମାନଙ୍କର ଏହି ଭଳି ଅସୁବିଧା ସମୟରେ ତାଙ୍କ ପାଖରେ ଭଲ ଘର ଖଣ୍ଡେ ଥିଲେ ସେମାନେ ଏହି ଅସୁବିଧାର ମୁକାବିଲା କରିପାରିବେ।ନିଜର ନାମକୁ ଏହି ସୂଚୀରେ ଦେଖିବା ପାଇଁ ପ୍ରଥମେ ଗୁଗଲରେ ବିଜୁ ପକ୍କାଘର ମାରି ସର୍ଚ୍ଚ କରନ୍ତୁ।ଏହାପରେ ପ୍ରଥମେ ଆସୁଥିବା ଲିଙ୍କ ଉପରେ କ୍ଲିକ କରି ଆଗକୁ ବଢନ୍ତୁ।ଏହାପରେ ଆପଣ ଯୋଗ୍ୟତା କାର୍ଡ ଧାରୀ ଉପରେ କ୍ଲିକ୍ କରନ୍ତୁ।ଏହାପରେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ।ଏହାପରେ ଆପଣଙ୍କୁ ନିଜ ବିଷୟରେ କିଛି ପ୍ରଶ୍ନ ପଚାରିବ।

ଯେପରିକି ଆପଣଙ୍କୁ ନିଜର ଗ୍ରାମ,ପଞ୍ଚାୟତ,ଜିଲ୍ଲା ଚୟନ କରିବାକୁ ପଡ଼ିବ।ଏହାପରେ ଆପଣଙ୍କ ଗ୍ରାମର ଲିଷ୍ଟ ଆସିଯିବ ଆପଣ ଚାହିଁଲେ ଆପଣଙ୍କ ଗ୍ରାମରେ କାହାର କାହାର ନୂଆ ଘର ହୋଇଛି ଆପଣ ଦେଖିପାରିବେ।ଏହା ସହିତ ଆପଣଙ୍କର ଯଦି ଏହି ଲିଷ୍ଟରେ ନାମ ଆସିନାହିଁ ଅଥବା ଆପଣଙ୍କର କୌଣସି ଭୁଲ କାରଣରୁ କଟିଯାଇଚି ତେବେ ଆପଣ ଏହାର ଆପ୍ଲିକେସନ ପୂରଣ କରି ଏହି ବିଭାଗକୁ ପଠାଇପାରିବେ।ଯଦି ଆପଣଙ୍କର ବିନା କାରଣରେ ଆପଣଙ୍କ ନାମକୁ ବାରମ୍ବାର କାଟି ଦିଆ ଯାଉଛି ତେବେ ଆପଣ ଏହି ବିଭାଗ ଉପରେ ନିଜ ତରଫରୁ ମୋକଦ୍ଦମା କରିପାରିବେ।

Leave a Reply

Your email address will not be published. Required fields are marked *