ସବୁବେଳେ ହସଖୁସି ଦେଖା ଯାଉଥିବା ଅସୀମା ପଣ୍ଡା ଙ୍କ ଏହି ଦୁଃଖ ବିଷୟରେ ଜାଣିଲେ ଆପଣ ଲୁହ ଅଟକେଇପାରିବେ ନାହିଁ – ଗୀତ ଗାଇବା ପାଇଁ ଏପରି କାମ କରିଛନ୍ତି ଯେ ଜାଣିଲେ କହିବେ…

Spread the love

ଅସୀମା ପଣ୍ଡା ଏହି ନାମଟି ଆମ ଓଡ଼ିଆ ସଙ୍ଗୀତ ଜଗତରେ ବେସ ଭଲ ଭାବରେ ପରିଚିତ।ସେ ନିଜର ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଲୋକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେ ନିଜର ସଙ୍ଗୀତ ମାଧ୍ୟମରେ ଅନେକ ଲୋକଙ୍କ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ସେ ଅନେକ ସଙ୍ଗୀତ ଓଡିଆ ସଙ୍ଗୀତ ଜଗତକୁ ଭେଟି ଦେଇଛନ୍ତି।ଏହି ସମସ୍ତ ସଙ୍ଗୀତ ମାଧ୍ୟମରେ ସେ ଅନେକ ଲୋକଙ୍କର ପ୍ରିୟ ହୋଇପାରିଥିଲେ।ସେ ନିଜର ସଙ୍ଗୀତ ଗାଇବାର ଏକ ବିଶେଷ ଶୈଳୀ ପାଇଁ ଅଧିକ ପରିଚିତ ଅଟନ୍ତି।

ତେବେ ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା ଓ ଅନେକ ପ୍ରକାରର ଚେଷ୍ଟା ପରେ ସେ ଆଜି ଏହି ସଫଳତାରେ ପହଞ୍ଚି ପାରିଛନ୍ତି।ତେବେ ସେ ଯେପରି ଭାବରେ ନିଜର ସଙ୍ଗୀତ ଜୀବନୀ ଆରମ୍ଭ କରିଥିଲେ ତାହା ଶୁଣିବା ପରେ ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ସେ ପ୍ରାୟ ୧୦୦ ରୁ ଅଧିକ ଓଡ଼ିଆ ଫିଲ୍ମରେ ନିଜର କଣ୍ଠଦାନ କରି ସାରିଲେଣି।

ତେବେ ସେ ଯେତିକି ସୁନ୍ଦର ସଙ୍ଗୀତ ଗାଇଥାନ୍ତି ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର।ନିଜର ସଂଗୀତ ମାଧ୍ୟମରେ ସେ ନିଜକୁ ଆଜି ଓଡ଼ିଶାର ଘରେ ଘରେ ପରିଚିତ କରାଇବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହା ବ୍ୟତୀତ ସେ ଅନେକ ଫିଲ୍ମ ସଙ୍ଗୀତ,ଅନେକ ଆଲବମ ଓ ଅନେକ ଭଜନ ମଧ୍ୟ ଗାଇ ସାରିଲେଣି।

ଯାହା ଫଳରେ ସେ ବର୍ତ୍ତମାନ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଜଣାଶୁଣା ନାମ ହୋଇ ପାରିଛନ୍ତି।ଅସୀମା ପଣ୍ଡା ୨୦୧୪ ମସିହାରେ ମାନସଙ୍କୁ ବିବାହ କରିଥିଲେ।ତେବେ ସେ ବିବାହ କରିବା ପରେ ତାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥିଲା।ଯେପରିକି ସେମାନଙ୍କର ବିବାହ ହେବା ପରେ ତାଙ୍କର ପତି ମାନେ ମାନସ ତାଙ୍କୁ ସଙ୍ଗୀତ ଗାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ବରଣ କରିଥିଲେ

ଏହା ସହିତ ସେ ତାଙ୍କୁ କୌଣସି ଷ୍ଟେଜ ପ୍ରୋଗ୍ରାମରେ ଅଂଶ ଗ୍ରହଣ କରିବାକୁ ଦିଅନ୍ତି ନାହିଁ।ଫଳରେ ସେମାନଙ୍କ ମଧ୍ୟରେ ଅନେକ ପ୍ରକାରର ମତାନ୍ତର ଦେଖିବାକୁ ମିଳିଥିଲା।ଯାହା ଫଳରେ ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ।ଏହାପରେ ସେମାନେ ପରସ୍ପର ଠାରୁ ଛାଡ଼ପତ୍ର ନେଇ ଯାଇଥିଲେ।ଯାହା ଫଳରେ ସେମାନେ ବର୍ତ୍ତମାନ ଅଲଗା ରହୁଛନ୍ତି।

ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକ ପ୍ରିୟ ହୋଇ ପାରିଛନ୍ତି।ତେବେ ସେ ବର୍ତ୍ତମାନ ନିଜର ମାଆଙ୍କ ସହିତ ରହୁଛନ୍ତି।ତାଙ୍କର ମାଆ ତାଙ୍କୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ କରିଥାନ୍ତି।ସେ ନିଜର ଝିଅକୁ କେବେ ମଧ୍ୟ ଏକା ହେବାକୁ ଦିଅନ୍ତି ନାହିଁ।

ଏହା ସହିତ ସେ ହିଁ ଅସୀମା ପଣ୍ଡାଙ୍କୁ ଓଲିଉଡ ଜଗତରେ ନିଜର ଜୀବନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ।ଫଳରେ ସେ ବର୍ତ୍ତମାନ ଅନେକ ଆଗକୁ ଯାଇ ପାରିଛନ୍ତି।ତାଙ୍କର ମାଆ ତାଙ୍କ ପାଇଁ ଅନେକ ତ୍ୟାଗ କରିଛନ୍ତି ବୋଲି ସେ ସର୍ବଦା କହିଥାନ୍ତି।ସେଥିପାଇଁ ସେ ତାଙ୍କର ମାଆଙ୍କ ସହିତ ସର୍ବଦା ରହିଥାନ୍ତି।

ତେବେ ଏଥିରୁ ଆପଣ ଅସୀମା ପଣ୍ଡା ଙ୍କ ସଂଗୀତ ପ୍ରତି ଥିବା ଅନାବଳି ପ୍ରେମ ଓ ଭଲ ପାଇବା କୁ ନିଶ୍ଚୟ ବୁଝି ପାରୁଥିବେ |ତେବେ ଆପଣଙ୍କ ମତରେ ଅସୀମା ଓଡ଼ିଆ ଫିଲ୍ମ ଜଗତରେ ଭଲ ଗୀତ ଗାଉଛନ୍ତି କି ଓ ସେ ସବୁ ବର୍ଗର ଗୀତ ଗାଇବାରେ ସକ୍ଷମ କି ? ଉତ୍ତର ନିଶ୍ଚୟ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *