୧୦୩ ବର୍ଷର ବରକୁ ୧୯ ବର୍ଷର କନ୍ୟା କଲେ ବିବାହ – କିନ୍ତୁ ତାପରେ ଯାହା ଘଟିଲା ଜାଣିଲେ ଡ଼ରିକି ଥରିବେ ଆପଣ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ଆଶ୍ଚର୍ଯ୍ୟ ଜନକ ଖବର ବିଷୟରେ।ଏହା ଶୁଣି ଆପଣ ଚକିତ ରହିଯିବେ।ଏବଂ ଏହି କଥା ଆପଣ ଅନ୍ୟ ଯାହାକୁ କହିବେ ସେ ମଧ୍ୟ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ସାଙ୍ଗମାନେ ବାହାଘର ଆପଣ ଅନେକ ଦେଖିଥିବେ।ଆଜିର ଏହି ଆର୍ଟିକିଲରେ ଆପଣ ଏକ ଭିନ୍ନ ଧରଣର ବାହାଘର ଦେଖିବେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ।

ସାଙ୍ଗମାନେ ୧୦୩ ବର୍ଷର ଏକ ବୃଦ୍ଧ ଲୋକ କିପରି ନିଜ ବୟସରୁ ଛୋଟ ଅର୍ଥାତ ୬୬ବର୍ଷର ସାନ ଏକ ଝିଅକୁ ବିବାହ କରିଥିଲେ।ସେ କେଉଁ ପରିସ୍ଥିତିରେ ବିବାହ କରିଛନ୍ତି ଏବଂ ଏବେ ଏହି ଘଟଣାଟି କେବେ ଏବଂ କେଉଁଠାରେ ଘଟିଛି ଆସନ୍ତୁ ସମ୍ପୂର୍ଣ୍ଣ ରୂପରେ ଜାଣିବା।ସାଙ୍ଗମାନେ ଏହି ଘଟଣାଟି ହେଉଛି ଇଣ୍ଡୋନେସିଆର।ଇଣ୍ଡୋନେସିଆରେ ଜଣେ ବ୍ୟକ୍ତିଙ୍କୁ ୧୦୩ ବର୍ଷ।

ସେହି ୧୦୩ ବର୍ଷ ବୟସର ବର ନିଜଠାରୁ ୬୬ ବର୍ଷ ସାନ ମହିଳାଙ୍କ ସହିତ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି।ତେବେ ସେହି ୧୦୩ ବର୍ଷର ବୃଦ୍ଧଙ୍କ ନାମ ହେଉଛି ପୁଆଙ୍ଗୋ କଟେ।ଏବଂ ସେହି ମହିଳାଙ୍କ ବୟସ ହେଉଛି ୨୭ ବର୍ଷ ଏବଂ ତାଙ୍କ ନାମ ଇଣ୍ଡୋ ଆଲାନ।ଏବଂ ସେହି ଦୁଇଜଣ ବାନ୍ଧିହୋଇଛନ୍ତି ବିବାହ ବନ୍ଧନରେ।ଏହି ଘଟଣା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟରେ ଅଛନ୍ତି।

ଜଣେ ୧୦୩ ବର୍ଷୀୟ ବୃଦ୍ଧ କିପରି ଅବା ୨୭ ବର୍ଷୀୟ ମହିଳାଙ୍କୁ ବିବାହ କରି ପାରିବେ।କିନ୍ତୁ ଏହା ସତ ଘଟଣା ଅଟେ।ଫେସବୁକ ଏବଂ ଟୁଇଟରରେ ବିବାହର ଫଟୋ ଭାଇରାଲ ହେବା ପରେ ଅନେକ ଲୋକ ଏହି ବିବାହକୁ ବିରୋଧ କରି ସ୍ୱର ଉତ୍ତଳନ କରିଛନ୍ତି।ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ପୁଆଙ୍ଗୋ ଜଣେ ଡ଼ଚ କର୍ନେଲ।

ଯିଏକି ୧୯୪୫ରୁ ୧୯୪୯ର ଯୁଦ୍ଧ ଲଢ଼ିଥିଲେ।ଏବଂ ସେହି ବୃଦ୍ଧଙ୍କ ସହିତ ବିବାହ ରଚିଥିବା ମହିଳା ଜଣଙ୍କ ସମ୍ପର୍କୀୟ କହିଛନ୍ତି ଯେ ପୁଆଙ୍ଗୋର ପ୍ରକୃତ ବୟସ ଜଣାନାହିଁ।କିନ୍ତୁ ୧୦୦ ବର୍ଷ ଉପରେ ହେବ ବୋଲି ଅନୁମାନ କରାଯାଇଛି।ବର ଓ କନ୍ୟାର ବୟସ ମାଧ୍ୟମରେ ପାର୍ଥକ୍ୟ ଜାଣିବା ପରେ ସମଗ୍ର ଏରିଆର ଲୋକେ ଚକିତ ହୋଇପଡିଛନ୍ତି।

ସୋସିଆଲ ମିଡିଆରେ ମଧ୍ୟ ଏହି ବିବାହର ଭିଡିଓ ଭାଇରାଲ ହୋଇଥିଲା ଓ ଏହା ସହିତ ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା।ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଅନେକ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।ସେହି ବିବାହର ଯୌତୁକକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

କୁହା ଯାଉଛିଯେ ପୁଆଙ୍ଗୋ କନ୍ୟା ଘର ଲୋକଙ୍କୁ ୨୫ ହଜାର ଟଙ୍କା ଓ ସୁନା ମୁଦି ଦେଇ ବିବାହ କରିଛନ୍ତି।ବିବାହ ପରେ ଦୁହେଁ ପୁଆଙ୍ଗୋ ବାସ ଭବନରେ ରହୁଛନ୍ତି।ବୟସ ବ୍ୟବଧାନକୁ ମାତ ଦେଇ ବିବାହ କରିଥିବା ଏପରି ଅନେକ କାହାଣୀ ସମ୍ନାକୁ ଆସିବାର ଦେଖିବାକୁ ମିଲିଛି।ସାଙ୍ଗମାନେ ଏହା ଥିଲା ଜଣେ ୧୦୦ ବର୍ଷ ରୁ ଉର୍ଦ୍ଧ୍ଵ ବୃଦ୍ଧଙ୍କ ସହିତ ଜଣେ ୨୭ ବର୍ଷୀୟ ମହିଳାଙ୍କ ବିବାହ।

Leave a Reply

Your email address will not be published. Required fields are marked *