ବର୍ତମାନ ର ସବୁଠୁ ବଡ ଖବର – ଦୁର୍ଘଟଣା ର ଶିକାର ହେଲେ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା – ଓଡ଼ିଆ ଫିଲ୍ମ ଜଗତରେ ପୁଣି ଶୋକର ଛାୟା..

Spread the love

ବର୍ତମାନ ସମୟରେ ଏକ ଦୁଃଖ ଖବର ଆସିଛି |ଯାହାକି ଓଡ଼ିଆ ଫିଲ୍ମ ଜଗତର ଜଣେ ବଡ ଗାୟିକା ଙ୍କ କଥା କୁ ନେଇ ଆସିଛି ଓ ସାରା ରାଜ୍ୟରେ ଏହାକୁ ନେଇ ଶୋକର ଖବର ବ୍ୟାପି ଯାଇଛି ,ତେବେ ବର୍ତମାନ ସମୟରେ ଏକ ବଡ ଦୁଃଖ ଖବର ଘଟି ଯାଇଛି ଓଡ଼ିଆ ଫିଲ୍ମ ଜଗତ ପାଇଁ| ଯାହା ଶୁଣିବା ପରେ ଆପଣ ମଧ୍ୟ କହିବେ ଓଡ଼ିଆ ଫିଲ୍ମ ଜଗତର ଖରାପ ସମୟ ଚାଲିଛି

କିଛି ଦିନ ତଳେ ତପୁ ମିଶ୍ର ଙ୍କ ବିୟୋଗ ମନରୁ ଏବେ ଯାଏ ଲିଭିନି ଓ ସେହି ସମୟରେ ପୁଣି ଏକ ବଡ ଦୁଃଖ ଖବର ସାମ୍ନାକୁ ଆସିଛି |ତେବେ ତପୁ ଙ୍କ ପରେ ପରେ ଶକ୍ତି ମିଶ୍ର ଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ିଥିଲା ଓ ସେ ଭଲ ହେଇ ନଥିବା ବେଳେ ଆଉ ଜଣେ ବଡ ଗାୟିକା ଅସୀମା ପଣ୍ଡା ଏବେ ଦୁର୍ଘଟଣା ର ଶିକାର ହେଇଛନ୍ତି

ତେବେ ବର୍ତ୍ତମନ ଓଡ଼ିଆ ଗାୟିକା ଅସୀମା ପଣ୍ଡା ଙ୍କ ଏକ ଗାଡି ଦୁର୍ଘଟଣା ହେଇଛନ୍ତି ଓ ସେ ଏଥିର ଆହତ ହେଇଛନ୍ତି |ମିଡ଼ିଆ ରିପୋଟ ଅନୁସାରେ ଅସୀମା ପଣ୍ଡା ଙ୍କ ଦୁର୍ଘନତା ହେଇଚି କଟକ ର ନେତାଜୀ ବ୍ରିଜ ନିକଟରେ |ତେବେ ଏହାକୁ ନେଇ ସାରା ଅଂଚଳ ରେ ଦୁଃଖର ଖବର ଖେଳି ଯାଇଛି|ତେବେ ତାଙ୍କ ଗାଡି ଅଧିକାଂଶ ଭାଗ ଭାଙ୍ଗି ଯାଇଛି ଓ ତାଙ୍କ ଭାଇଙ୍କର ହାତରେ ତ୍ରୁଟି ଲାଗିଥିବା ଜଣ ପଡିଛି

ତେବେ ଏହାପରେ ଅସୀମା ଙ୍କୁ ତୁରନ୍ତ ଡାକ୍ତର ଖାନା ରେ ଭର୍ତି କର ଯାଇଛି ଓ ତାଙ୍କର ଦେହ କିପରି ଅଛି ଜାଣିବା ପାଇଁ ତାଙ୍କ ପ୍ରଶଂସକ ମନରେ ଶୋକ ଲାଗି ଯାଇଛି |ତେବେ ଦୁର୍ଘନତା ଘଟିଥିବା କର ରେ ଥିଲେ ଅସୀମା ପଣ୍ଡା ଓ ତାଙ୍କ ଅନ୍ୟ ସହଯୋଗୀ ମଧ୍ୟ

ତେବେ ଆପଣ ଜାଣିଥିବେ ଅସୀମା ପଣ୍ଡା ଜଣେ ଭଲ ଗାୟିକା ଅଟନ୍ତି ଓ ଓଡ଼ିଶାରେ ତାଙ୍କର ଅନେକ ନାମ ରହିଛି | ତେବେ ତାଙ୍କ ଘର ଢେଙ୍କାନାଳ ଓ ସେ ଘରୁ ସ୍ଟୁଡ଼ିଓ ରେ ଗୀତ ଗାଏବ ପାଇଁ ଯିବା ସମୟରେ ଏହି ଦୁର୍ଘନତା ହେଇଚି ବୋଲି ପ୍ରାଥମିକ ଜଣ ପଡିଛି | ତେବେ ଏଥିରେ କାହା ସେତେ ବେଶୀ କ୍ଷତି ନ ହେଇଥିବା ଜଣ ପଡିଛି

ତେବେ ଆପଣ ମଧ୍ୟ କାମନା କରନ୍ତୁ ଅସୀମା ଯଥାଶୀଘ୍ର ସୁସ୍ଥ ହେଇ ଫେରି ଆସନ୍ତୁ ଓ ପଡିନି ନୂଆ ନୂଆ ଓଡ଼ିଆ ଗୀତ ଗାଇ ସମସ୍ତନତା ମନକୁ ଜିତନ୍ତୁ,କିଛି ଦିନ ତଳେ ଆମେ ଆମର ଅନେକ ପ୍ରିୟ କଳାକାର ଙ୍କୁ ହରେଇ ସାରିଛେ ଓ ଏହି ଦୁଃଖ ଆଉ ଆଗକୁ ନ ମିଳୁ ବୋଲି ଆମେ ପ୍ରାଥନା କରିବା

Leave a Reply

Your email address will not be published. Required fields are marked *