ପାରା ଆପଣଙ୍କୁ କରିପାରେ ଧନୀ ବ୍ୟକ୍ତି – ଜୀବନର ସବୁ ଦୁଃଖ ଦୂର କରିବ ପାରା – ଏହି ଉପାୟ ଗୁଡିକ କରନ୍ତୁ ଆଜି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯଦି ଆପଣଙ୍କ ଘରକୁ ପାରା ଆସୁଛନ୍ତି ତେବେ ତାହାର ଅର୍ଥ କଣ ହୋଇପାରେ?ସେହି ବିଷୟରେ ଆଜି ଆମେ ଜାଣିବା।ଏହା ଜାଣିବାପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରାୟତଃ ଅନେକ ପକ୍ଷୀ ବହୁତ ଚଞ୍ଚଳ ଏବଂ ସରଳ ହୋଇଥାନ୍ତି।କିନ୍ତୁ ପାରା ଚଞ୍ଚଳ କମ ଏବଂ ସରଳ ଅଧିକ ହୋଇଥାନ୍ତି।

ବିଶ୍ରାମ ନେବା ପାଇଁ ଏମନେ ଐତିହାସିକ ପୁରୁଣା କୋଠା ସ୍ମାରକ ଆଦି ଅଧିକ ପସନ୍ଦ କରିଥାନ୍ତି।ସାଙ୍ଗମାନେ ଆପଣ କଣ ଜାଣିଛନ୍ତି ପାରା ଘରକୁ ଆସିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ?କେହି କେହି ପାରାକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କହିଥାନ୍ତି।ପାରାକୁ ଦାନା ଦେବା ସମସ୍ତିଙ୍କୁ ପସନ୍ଦ ଆସିଥାଏ।ଏବଂ ପାରା ଏକ ଏପରି ପକ୍ଷୀ ଯାହାକୁ ଶାନ୍ତିର ପ୍ରତୀକ ବୋଲି ବିଚାର କରାଯାଏ।

ଏହା ସହିତ ପାରା ତାଙ୍କ ଜୀବନ ସାଥିଙ୍କ ପାଇଁ ବହୁତ ସଚୋଟ ରହିଥାନ୍ତି।ଏହା ସହିତ ପାରାଙ୍କୁ ଦାନା ଦେବା ଏକ ଅତି ପୁଣ୍ୟର କାମ ଅଟେ।ଏଥିପାଇଁ ଅନେକ ଲୋକ ପାରାକୁ ଦାନା ଦେବାକୁ ପସନ୍ଦ କରିଥାନ୍ତି।ବହୁତ ଲୋକ ପାରାକୁ ନିଜ ଘରର ଛାତ ଉପରେ ଦାନା ଦେବାକୁ ପସନ୍ଦ କରିଥାନ୍ତି।କିନ୍ତୁ ଏଥିପାଇଁ ଅଳ୍ପ ସାବଧାନ ରୁହନ୍ତୁ।ଆପଣ କଣ ଜାଣିଛନ୍ତି ଘରର ଛାତ ଉପରେ ପାରାକୁ ଦାନା ନଦେଇ ଘରର ଅଗଣା କିମ୍ବା ବାହାରେ ପାରାକୁ ଦାନା ଦେବା ଉଚିତ।

ଏହା ମଧ୍ୟ ମନେ ରଖନ୍ତୁକି କେବେହେଲେ ପାରାକୁ ଘରେ ବସା ବାନ୍ଧିବା ପାଇଁ ଦିଅନ୍ତୁ ନାହିଁ।ଏହା ଅସୁଭ ବୋଲି ବିଚାର କରାଯାଏ।ଯଦି ଆପଣଙ୍କ ଘର ପାଖରେ କେହି ପାରା ନାହାନ୍ତି କିମ୍ବା ଆସନ୍ତି ନାହିଁ ତେବେ ସବୁଦିନ ଗୋଟିଏ ଖୋଲା ସ୍ଥାନରେ ପାଣି ଏବଂ ଦାନା ରଖନ୍ତୁ।ଯାହାଦ୍ୱାରା ବାହାରର ପକ୍ଷୀ ମାନେ ଏହାକୁ ଦେଖି ପାରିବେ।ଏପରି କରିବା ଦ୍ୱାରା ପାରା ମାନେ କିଛି ଦିନ ମଧ୍ୟରେ ଆସିବାକୁ ଲାଗିଯିବେ।

ପାରା ମାନଙ୍କୁ ଏପରି ଦାନା ଦେବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ ରହିଥାନ୍ତି।ଏବଂ ଆପଣଙ୍କ ଧନ ଜନିତ ସମସ୍ୟା ସବୁ ଦୁରେଇବାକୁ ଲାଗିଥାଏ।ଏହା ଥିଲା ପାରା ବିଷୟରେ କିଛି ମହତ୍ୱପୂର୍ଣ ସୂଚନା।ଏବେ ଆସନ୍ତୁ ଜାଣିବା ଚୁଚୁନ୍ଦ୍ରା କିପରି ଆପଣଙ୍କ ପାଇଁ ଶୁଭ କିମ୍ବା ଅସୁଭ ହୋଇ ଥାଏ।ଏହା ଏକ ଅତି ସାହସ କାରି ଯିବ ଅଟେ ଏହା ସାପ କିମ୍ବା, ମୂଷା ଦେଖିଲେ ସଙ୍ଗେ ସଙ୍ଗେ ଖାଇଦେଇଥାଏ।

କୁକୁର କିମ୍ବା ବିଲୁଆ ମଧ୍ୟେ ଏହା ପାଖକୁ ଆସିବାକୁ ସାହସ କରନ୍ତି ନାହିଁ।ପକ୍ଷୀ ମଧ୍ୟରେ କେବଳ ପେଚାହିଁ ଏହାକୁ ଖାଇପାରେ।ଏହା କୁହାଯାଇଥାଏ ଯେ ଏମାନେ ଯେଉଠାକୁ ଯାଇଥାନ୍ତି ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ।କିନ୍ତୁ ଏମାନେ ମନୁଷ୍ୟ ପାଇଁ ମଧ୍ୟ ଭୟଙ୍କର ହୋଇଥାନ୍ତି।ତେବେ ଯଦି ଆପଣଙ୍କ ଘରେ ଚୁଚୁନ୍ଦ୍ରା ଅଛି ତେବେ ଆପଣ ଆପଣଙ୍କ ଖାଦ୍ୟକୁ ସଂକ୍ରମଣ ହେବାରୁ ବଞ୍ଚାନ୍ତୁ।

Leave a Reply

Your email address will not be published. Required fields are marked *