କାହିଁକି ଓଡ଼ିଆ ଫିଲ୍ମ ଦୁନିଆ ରୁ ଦୁରେଇ ଗଲେ ସୁପରଷ୍ଟାର Deepak Parida ,ଏବେ ଦେଶ ଛାଡି ବାହାର ଦେଶରେ ଏହି କାମ କରି ଜୀବନ ବଂଚୁଛନ୍ତି ଆଲବମ ଜଗତର ବାଦଶାହ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିନେମା ଜଗତକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ଆପଣ ତ ଓଡ଼ିଆ ସିନେମା ନିହାତି ଭାବରେ ଦେଖୁଥିବେ ଏବଂ ଏହାକୁ ଦେଖିବାକୁ ଅନେକ ମାତ୍ରାରେ ପସନ୍ଦ କରୁଥିବେ।ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଲୋକ ଓଡ଼ିଆ ସିନେମା ଦେଖୁଛନ୍ତି ଏବଂ ଏହାକୁ ଅନେକ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି।ଏହି ସବୁ ସିନେମା ଗୁଡିକ ଲୋକ ମାନଙ୍କୁ କେଉଁଠି ନା କେଉଁଠି ପ୍ରଭାଭିତ କରିଛି।

ଯେତେବେଳେ ଏକ ଭଲ ଫିଲ୍ମ ବାହାରିଥାଏ ଲୋକମାନେ ସେହି ଫିଲ୍ମ ମଧ୍ୟରେ ହଜିଯାଇଥାନ୍ତି।ଏବଂ ଏହି ସବୁ ଫିଲ୍ମ ବିଷୟରେ ଚାରିଆଡେ ଚର୍ଚ୍ଚା ଲାଗିରହିଥାଏ।ଏହି ସବୁ ଫିଲ୍ମକୁ ଦର୍ଶକ ମାନଙ୍କ ପ୍ରତି ଅଧିକ ଆକର୍ଷିତ କରାଇବାରେ ସାହାଯ୍ୟ କରିଥାନ୍ତି ଏଥିରେ ଥିବା ଅଭିନେତା ଏବଂ ଅଭିନେତ୍ରୀ।ସେମାନଙ୍କ ଅଭିନୟ ଦ୍ୱାରା ଦର୍ଶକ ମାନେ ସେହି ଫିଲ୍ମ ସହିତ ଯୋଡି ହୋଇ ରହିଥାନ୍ତି ଏବଂ ଫିଲ୍ମଟି ତାଙ୍କର ହୃଦୟ ଜିତିପାରିଥାଏ।

ସେହି ଭଳି ଅନେକ ଭଲ ଭଲ ଏବଂ ପ୍ରଭାବଶାଳୀ ଅଭିନେତା ଓ ଅଭିନେତ୍ରୀ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥାନ୍ତି।ସେମାନେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟରେ ନୂତନ ସ୍ଥାନ ସୃଷ୍ଟି କରିପାରିଛନ୍ତି।ସେହିଭଳି ଓଡ଼ିଶାର ଜଣେ ବିଶିଷ୍ଟ ଅଭିନେତା ହେଉଛନ୍ତି ଦୀପକ ପରିଡା।

ଆପଣମାନେ ତ ନିହାତି ଭାବରେ ଦୀପକ ପରିଡାଙ୍କୁ ଜାଣିଥିବେ ଏବଂ ତାଙ୍କର ଅଭିନୀତ ଆଲବମ ଲୋକ ମାନଙ୍କୁ ଖୁବ ପସନ୍ଦ ଅସିଛି।ଅନେକ ଲୋକ ଦୀପକଙ୍କୁ ବହୁତ ପସନ୍ଦ କରିଥାନ୍ତି।ଦୀପକ ତାଙ୍କ ଅଭିନୟ ଦ୍ୱାରା ଅନେକ ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି।ଆମେ ଆଜିର ଏହି ଆର୍ଟିକିଲରେ ଦୀପକ ପରିଡାଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।

ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଦୀପକ ବାଣୀବିହାରରେ ନିଜର ଏମ ଟେକ କରୁଥିଲେ।ସେ ସମୟରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହିସାବରେ ଓଡ଼ିଶାରେ କୌଣସି ସୁଯୋଗ ନଥିଲା।

ଏହା ସହ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସେତେ ଅଧିକ ଗ୍ରୋ କରି ନଥିଲା।ସିଧା ସିଧା କହିଲେ ମଡ଼େଲିଙ୍ଗରେ ତାଙ୍କୁ ଅଧିକ ଟଙ୍କା ମିଳୁଥିଲା ତାଙ୍କର ଚାକିରୀ ହିସାବରେ।କିନ୍ତୁ ଏହି ସୁଯୋଗ ବାହାର ଦେଶରେ ଥିଲା।ସେ ଏଥିପାଇଁ ଓଡିଶା ଛାଡି ବାହାରକୁ ଯାଇଥିଲେ।ବାହାରେ ରହି ମଧ୍ୟ ସେ ଅନେକ ଆଲବମରେ କାମ କରିଛନ୍ତି।ଚାକିରୀ ସହିତ ମଡ଼େଲିଙ୍ଗ ମଧ୍ୟ କରୁଛନ୍ତି।

ଏବେ ସେ ନିଜ ପରିବାର ସହିତ ନେଦରଲ୍ୟାଣ୍ଡରେ ରହୁଛନ୍ତି।ତାଙ୍କ ପରିବାରରେ ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ଝିଅ ତାଙ୍କ ସହ ରହୁଛନ୍ତି।ସେଠାରେ ସେ ବରଫରେ ନିଜ ପରିବାର ସହିତ ଅନେକ ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ବର୍ତ୍ତମାନ ସେ ଇଣ୍ଟରନ୍ୟାସନାଲ ମଡେଲ ମାନଙ୍କ ସହିତ ମଧ୍ୟ କାମ କରୁଛନ୍ତି।

Leave a Reply

Your email address will not be published. Required fields are marked *