ଅତି କମ ବୟସରୁ ମୃତ୍ୟୁ ବରଣ କରିଥିବା Hero ଓ Heroin ମାନେ,ଏମାନେ ଥିଲେ ଆଜି ଓଡ଼ିଆ ଫିଲ୍ମ ର ଭାଗ୍ୟ ବଦଳି ସରିଥାନ୍ତା

Spread the love

ଆମ ଓଡ଼ିଆ ଅଭିନୟ ଜଗତରେ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ନିଜର ଅଭିନୟ ମାଧ୍ଯମରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେମାନେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ଆକର୍ଷିତ କରି ପାରିଛନ୍ତି।ଏହା ସହିତ ଏହି ଅଭିନେତା ମାନେ ସେମାନଙ୍କର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲା।ଏହା ସହିତ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ କମ ବୟସରେ ମୃତ୍ୟୁ ବରଣ କରିଛନ୍ତି।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବା।

ନିକିତା:- ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ତେବେ ଗତବର୍ଷ ନିଜର ସ୍ଵାମୀଙ୍କ ସହିତ ଝଗଡ଼ା ହେବାରୁ ତାଙ୍କର ସ୍ବାମୀ ତାଙ୍କୁ ଛାତ ଉପରୁ ପେଲି ଦେଇଥିଲେ ଯାହା ଫଳରେ ସେ ମୃତ୍ୟୁ ବରଣ କରିଥିଲେ।

ସଲିଲ:- ଏହି ହାସ୍ୟ ଅଭିନେତା ଜଣଙ୍କ ନିଜର ଏକ ସୁଟିଂ କାର୍ଯ୍ୟ ସାରି ଫେରୁଥିବା ସମୟରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ।ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା।

ସିମ୍ରନ:- ଏହି ସଙ୍ଗୀତଜ୍ଞ ଜଣଙ୍କ ଗତବର୍ଷ ନିଜର ସ୍ଵାମୀଙ୍କ ସହିତ ତାଙ୍କର କୌଣସି ଝଗଡ଼ା ହେବାରୁ ତାଙ୍କର ସ୍ବାମୀ ତାଙ୍କୁ ପୋଲ ଉପରୁ ଠେଲି ଦେଇଥିଲେ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା।

ରାଜା:- ଏହି ଅଭିନେତାଙ୍କ ଆମେ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବା ସହିତ ଅନେକ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି।ତେବେ ତାଙ୍କର କୌଣସି ପାରିବାରିକ କଳହ କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା।

ପପୁ:- ଏହି ଅଭିନେତା ଜଣଙ୍କ ଅନେକ ଆଲବମ ଓ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ତେବେ କିଛି ବର୍ଷ ତଳେ ସେ କୌଣସି କାରଣରୁ ଆତ୍ମହତ୍ୟା କରି ଦେଇଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା।

ମୀନକେତନ:- ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ଯମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ଅନେକ ଲୋକଙ୍କୁ ଆକର୍ଷିତ କରି ପାରନ୍ତି।କ୍ୟାନ୍ସର ରୋଗରେ ପୀଡିତ ହୋଇ ସେ ମୃତ୍ୟୁ ବରଣ କରିଥିଲେ।

ହର ପଟ୍ଟନାୟକ:- ଏହି ଅଭିନେତା ଜଣଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ କିଛି ଦିନ ତଳେ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।

ସୌମ୍ୟ:- ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାର ଲୋକଙ୍କ ନିକଟରେ ନିଜକୁ ପରିଚିତ କରି ପାରିଥିଲେ।ଏହା ସହିତ ସେ କିଛି ଦିନ ତଳେ ନିଜର ଜିଭରେ କ୍ୟାନ୍ସର ହେବା କାରଣରୁ ୩୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।

Leave a Reply

Your email address will not be published. Required fields are marked *