ନୂଆ ବୋହୁ ସିରିଏଲର Actor ମାନେ ପ୍ରତି ଏପିଷୋଡ଼ ପିଛା କେତେ ଟଙ୍କା ନେଇଥାନ୍ତି?ସବୁଠୁ ଅଧିକ ତାଙ୍କ ନିୟନ୍ତି ଏହି Heroin

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଇଣ୍ଡଷ୍ଟ୍ରି ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ଯଦି ଆପଣ ଓଡିଶା ବାସୀ ଅଟନ୍ତି ତେବେ ଆପଣ ଓଡ଼ିଆ ସିରିଏଲ ତ ନିଶ୍ଚୟ ଭାବରେ ଦେଖୁଥିବେ ଏବଂ ଏହାକୁ ପସନ୍ଦ ମଧ୍ୟ କରୁଥିବେ।ଓଡ଼ିଆ ସିରିଏଲ କାହାକୁ ବା ପସନ୍ଦ ଲାଗି ନଥାଏ।ଏହି ସିରିଏଲ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଲୋକ ପ୍ରିୟ ହେବାରେ ଲାଗିଛି।ଅନେକ ଲୋକ ଏହାକୁ ଦେଖୁଛନ୍ତି ଏବଂ ପସନ୍ଦ କରୁଛନ୍ତି।ଯଦି କୌଣସି ଏକ ଭଲ ସିରିଏଲ ଆସିଥାଏ ତେବେ ତାହା ଉପରେ ଲୋକ ଆଲୋଚନା ମଧ୍ୟ କରିଥାନ୍ତି।

ଏହିଭଳି ସିରିଏଲ ମଧ୍ୟରୁ ଅନ୍ୟତମ ହେଉଛି ନୂଆ ବୋହୁ।ଏହା ଏକ ଅତ୍ୟନ୍ତ ଲୋକପ୍ରିୟ ସିରିଏଲ ଅଟେ।ବହୁତ କମ ସମୟ ବ୍ୟବଧାନରେ ଏହି ସିରିଏଲଟି ଅନେକ ଲୋକ ପ୍ରିୟତା ହାସଲ କରିଥିଲା।ଏହାର ଅନେକ କାରଣ ରହିଛି।ପ୍ରଥମ କାରଣ ହେଉଛି ଏହି ସିରିଏଲର ଷ୍ଟୋରି।ଏହାର ଷ୍ଟୋରି ଏତେ ସୁନ୍ଦର ଭାବରେ ଲେଖା ଯାଇଛିଯେ ଦର୍ଶକ ମାନେ ଏହାର ଏକ ଏପିଷୋଡ଼ ଦେଖିବା ମାତ୍ରେ ଅନ୍ୟ ଗୁଡିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।ଏବଂ ଏହାପରେ ଏଥିରେ ଥିବା ଅଭିନେତା ଆଉ ଅଭିନେତ୍ରୀ।ସେମାନଙ୍କ ଆକ୍ଟିଙ୍ଗ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି।ନିଜର କ୍ୟାରେକ୍ଟରକୁ ସେମାନେ ଖୁବ ସୁନ୍ଦର ଭାବରେ ନିଭେଇଛନ୍ତି।

ଆପଣମାନେ ତ ଏହି ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ।ଏବଂ ଏଥିରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଜାଣିଥିବେ।କିନ୍ତୁ ଆପଣ ଏହା ଜାଣିଛନ୍ତିକି ସେମାନେ ଏହି ସିରିଏଲ ପାଇଁ ପ୍ରତି ଏପିଷୋଡ଼ ପାଇଁ କେତେ ଟଙ୍କା ନେଇଥାନ୍ତି?ଆଜିର ଆର୍ଟିକିଲରେ ଆମେ ଏହି ବିଷୟରେ ଆଲୋଚନା କରିବା।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ନୂଆ ବୋହୁ ଆକ୍ଟର ମାନଙ୍କ ଦରମା କେତେ?

ନମ୍ବର ୧ରେ ଆସୁଛନ୍ତି ପଦ୍ମା।ସେ ପ୍ରତି ଏପିଷୋଡ଼ ପାଇଁ ତିନି ହଜାର ଟଙ୍କା ନେଇଥାନ୍ତି।ଏହାପରେ ନମ୍ବର ୨ରେ ଆସୁଛନ୍ତି ରାଜ ରାଜେନ୍ଦ୍ର।ସେ ଏହି ସିରିଏଲ ପାଇଁ ପ୍ରତି ଏପିଷୋଡ଼ ପିଛା ଚାରି ହଜାର ଟଙ୍କା ନେଇଥାନ୍ତି।ଏହାପରେ ନମ୍ବର ୩ରେ ଆସୁଛନ୍ତି ନୟନ ତାରା।ସେ ଏକ ଦିନର ସୁଟିଙ୍ଗ ପାଇଁ ୨୫୦୦ ଟଙ୍କା ନେଇଥାନ୍ତି।ଏହାପରେ ନମ୍ବର ୪ରେ ଆସୁଛନ୍ତି ବୈଶାଳୀ ଯିଏକି ଏହି ସିରିଏଲରେ ରାଜ ରାଜେନ୍ଦ୍ରଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି।ସେ ଏକ ଦିନର ସୁଟିଙ୍ଗ ପାଇଁ ୩୦୦୦ ଟଙ୍କା ନେଇଥାନ୍ତି।

ଏହାପରେ ପଞ୍ଚମରେ ଆସୁଛନ୍ତି ରାଧିକା।ଯିଏକି ଏହି ସିରିଏଲରେ ମୁଖ୍ୟ ହିରୋଇନ ଭୂମିକାରେ ଅଭିନୟ କରୁଛନ୍ତି।ରାଧିକା ଏକ ଦିନର ସୁଟିଙ୍ଗ ପାଇଁ ୬୦୦୦ ଟଙ୍କା ନେଇଥାନ୍ତି।ଏହାପରେ ଆସୁଛନ୍ତି ଜାଗା।ସେ ଏକ ଦିନର ସୁଟିଙ୍ଗ ପାଇଁ ୩୦୦୦ ଟଙ୍କା ନେଇଥାନ୍ତି।

ଏହାପରେ ଆସୁଛନ୍ତି ବିରାଜ।ସେ ଏକ ଦିନର ସୁଟିଙ୍ଗ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି।ଏହାପରେ ଆସୁଛନ୍ତି ଲୋପା।ଯିଏକି ଏହି ସିରିଏଲରେ ବିରାଜଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି।ସେ ଏକ ଦିନର ସୁଟିଙ୍ଗ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି।ଏହାପରେ ଆସୁଛନ୍ତି ସାତ୍ଵିକ।ଯିଏକି ଏହି ସିରିଏଲରେ ମୁଖ୍ୟ ହିରୋ ଭୂମିକାରେ ଅଭିନୟ କରୁଛନ୍ତି।ସେ ଏକ ଦିନର ସୁଟିଙ୍ଗ ପାଇଁ ୬୦୦୦ ଟଙ୍କା ନେଇଥାନ୍ତି।

Leave a Reply

Your email address will not be published. Required fields are marked *