ମାତ୍ର ୫୦୦ କୁକୁଡ଼ାରୁ ୨୩ ହଜାର ଲାଭ,ଏପରି ଭାବେ କରୁଛନ୍ତି ବଡ ରୋଜଗାର,କୁକୁଡ଼ାକୁ ଆଜୋଲା (Azolla) ଖାଇବା ପାଇଁ ଦିଅନ୍ତୁ…ଦେଖନ୍ତୁ Video

Spread the love

ତେବେ ସାଧାରଣ ଭାବରେ ଆଜିକାଲି ଅନେକ ଲୋକ କୁକୁଡ଼ା ବ୍ୟବସାୟ କରି ଅନେକ ଅର୍ଥ ରୋଜଗାର କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଆମେ ବର୍ତ୍ତମାନ ସେହିପରି ଜଣେ ଚାଷୀଙ୍କ ସମ୍ପର୍କରେ ଆଲୋଚନା କରିବା ଯିଏକି ଅନେକ।କୁକୁଡ଼ା ବିକ୍ରି କରି ଅନେକ ଅର୍ଥ ରୋଜଗାର କରିବାରେ ସଫଳ ହୋଇ ପାରିଛନ୍ତି ଏହା ସହିତ ସେ ଅନେକ ଲୋକଙ୍କ ପାଇଁ ବର୍ତ୍ତମାନ ପ୍ରେରଣା ହୋଇ ପାରି ଛନ୍ତି।ତେବେ ସେ ବର୍ତ୍ତମାନ ଅନେକ ଅର୍ଥ ମଧ୍ୟ ରୋଜଗାର କରିବାରେ ସଫଳ ହୋଇ ପାରୁଛନ୍ତି।

ଢେଙ୍କାନାଳ ଜିଲ୍ଲାର ଜଣେ ଯୁବକ ବର୍ତ୍ତମାନ ନିଜର ବ୍ୟବସାୟରେ ଅନେକ ଅର୍ଥ ରୋଜଗାର କରିବାରେ ସଫଳ ହୋଇ ପାରୁଛନ୍ତି।ତେବେ ତାଙ୍କର କହିବା ଅନୁସାରେ ସେ ପ୍ରଥମେ ପାଞ୍ଚ ଶହ କୁକୁଡ଼ା ନେଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ।ତେବେ ସେମାନଙ୍କୁ ବଡ ହେବା ପାଇଁ କିଛି ସମୟ ଲାଗିଥିଲା।

ତେବେ ଶେଷରେ ସେମାନେ ପ୍ରାୟ ପାଞ୍ଚ ମାସ ପରେ ବଡ଼ ହୋଇ ଯାଇଥିଲେ।ଏହା ସହିତ ପାଞ୍ଚ ମାସ ପରେ ସେମାନେ ଅଣ୍ଡା ଦେବା ମଧ୍ୟ ଆରମ୍ଭ କରି ଦେଇଥିଲେ।ତେବେ ସେମାନେ ଏପରି ଭାବରେ ଅନେକ ଅଣ୍ଡା ଦେଇଥିଲେ।ଏହା ପରେ ସେହି ବ୍ୟକ୍ତି ଜଣକ ସେହି ଅଣ୍ଡାରୁ ପୁଣି କୁକୁଡ଼ା କରିବା ଆରମ୍ଭ କରି ଦେଇଥିଲେ।

ଏହିପରି ଭାବରେ ସେ ଅନେକ କୁକୁଡ଼ା କରି ପାରିଥିଲେ।ଏହା ସହିତ ସେ ବର୍ତ୍ତମାନ ଅନେକ ଅର୍ଥ ରୋଜଗାର କରିବାରେ ସଫଳ ହୋଇ ପାରୁଛନ୍ତି।ତେବେ ତାଙ୍କର ଏହିପରି ଭାବରେ ବର୍ତ୍ତମାନ ପ୍ରାୟ ୧୫୦୦ କୁକୁଡ଼ା ବିକ୍ରି ହୋଇ ସାରିଲେଣି।ଏହା ସହିତ ବର୍ତ୍ତମାନ ମଧ୍ୟ ଅନେକ କୁକୁଡ଼ା ତାଙ୍କ ପାଖରେ ରହିଛନ୍ତି।

ଏହା ସହିତ ସେମାନଙ୍କୁ ମଧ୍ୟ ସେ ବର୍ତ୍ତମାନ ଖାଇବାକୁ ଦେଇ ବଡ଼ କରୁଛନ୍ତି।ଏହା ସହିତ ସେମାନେ ଅନେକ ଅଣ୍ଡା ଦେଉଛନ୍ତି।ତେବେ ଏହି ଅଣ୍ଡା ବିକି ମଧ୍ୟ ସେ ଅନେକ ଅର୍ଥ ରୋଜଗାର କରି ପାରୁଛନ୍ତି।ତେବେ ସେ ବର୍ତ୍ତମାନ ନିଜେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛନ୍ତି।ଏହା ସହିତ ଏହିପରି ଭାବରେ ଅଣ୍ଡା ବିକ୍ରୀ କରି ସେ ବହୁତ ଭଲ ଅର୍ଥ ରୋଜଗାର କରି ପାରୁଛନ୍ତି ବୋଲି ନିଜେ କହିଥିଲେ।

ଏହା ସହିତ ଏହିପରି ଭାବରେ ସେ ଆଗାମୀ ସମୟରେ ଆହୁରି ଭଲ ଅର୍ଥ ମଧ୍ୟ ରୋଜଗାର କରି ପାରିବେ।ଏହା ସହିତ ସେ ବର୍ତ୍ତମାନ ଅନେକ ଭଲ ଲାଭ କରି ପାରିଛନ୍ତି।ତେବେ କୁକୁଡ଼ା ମାନଙ୍କର ସଠିକ ଯତ୍ନ ନେବା ସହିତ ସେମାନଙ୍କ ଖାଦ୍ୟ ପ୍ରତି ସଠିକ ଭାବରେ ଧ୍ୟାନ ରଖିବା ଫଳରେ ବର୍ତ୍ତମାନ ସେ ଏହି ସଫଳତା ପାଇ ପାରିଛନ୍ତି।

ଏହା ସହିତ ସେ ବର୍ତ୍ତମାନ ନିଜର ଅଞ୍ଚଳରେ ଏକ ବହୁତ ଭଲ ଚାଷୀ ଭାବରେ ଆଗକୁ ଆସି ପାରିଛନ୍ତି।ତେବେ ତାଙ୍କୁ ବର୍ତ୍ତମାନ ଅନେକ ଲୋକ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।ଏହା ସହିତ ସେ ବର୍ତମାନ ତାଙ୍କର ଅଞ୍ଚଳରେ ଏକ ଭଲ ବ୍ୟବସାୟୀ ହୋଇ ପାରିଛନ୍ତି।ଏହା ସହିତ ସେ କୁକୁଡ଼ା ବ୍ୟବସାୟ କରି ଅନେକ ଅର୍ଥ ମଧ୍ୟ ରୋଜଗାର କରି ପାରୁଛନ୍ତି।

Leave a Reply

Your email address will not be published. Required fields are marked *