ଜାଣନ୍ତୁ ଆପଣଙ୍କ ପ୍ରିୟ ରୁପା ଏବଂ ପିଣ୍ଟୁଙ୍କ ଗାଁ ବିଷୟରେ,ଏଭଳି ଭାବେ କଷ୍ଟ ରେ Vlogs ସୁଟିଂ କରିଥାନ୍ତି,ଜାଣିବା ପରେ କହିବେ କଷ୍ଟ କରିକି ଆଜି ହିରୋ ହେଇଛନ୍ତି…ଦେଖନ୍ତୁ Video

Spread the love

ୟୁଟ୍ୟୁବର ଡିମାଣ୍ଡ ଆଜିକାଲି ବହୁତ ଅଧିକ। ପ୍ରତ୍ୟେକ ଯୁବ ପିଢ଼ି ୟୁଟ୍ୟୁବ ମାଧ୍ୟମରେ ଲୋକପ୍ରିୟ ହେବା ପାଇଁ ଆଶା ରଖିଛନ୍ତି। ସେମାନେ ବିଭିନ୍ନ ପ୍ରକାରର ଓଡ଼ିଆ ଖାଇବା ତିଆରି କରିବା, କମେଡି ଭିଡ଼ିଓ କରିବା, ପ୍ରାଙ୍କ କଲ କରିବା , ନିଜର ଭ୍ଲଗ ବନେଇବା ଆଦି କରିଥାନ୍ତି। ଏବଂ ଏହି ସବୁ ଭିଡ଼ିଓ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ। ୟୁଟ୍ୟୁବରେ ଲୋକପ୍ରିୟତା ହାସଲ କରିଥିବା ରୁପା ଏବଂ ପିଣ୍ଟୁଙ୍କୁ କିଏ ବା ଜାଣିନି। ଲୋକପ୍ରିୟ ଓଡ଼ିଆ ଭ୍ଲଗର ଭାବରେ ପରିଚିତ ରୁପା ଏବଂ ପିଣ୍ଟୁ

ତାଙ୍କ ୟୁଟ୍ୟୁବ ଚ୍ୟାନେଲ ରୁପା,ପିଣ୍ଟୁ, ଏବଂ ଖୁସି ଏକ୍ସପ୍ରେସରେ ଦୈନିକ ଭ୍ଲଗ ବନେଇ ଥାଆନ୍ତି। ସେ ନିଜ ଗାଁ କୁ ମଧ୍ୟ ଏଥିରେ ଦେଖାଇ ଥାଆନ୍ତି। କିନ୍ତୁ ଏହା କେଉଁଠି ତାହା ସେମାନେ କହି ନାହାନ୍ତି। ତେଣେ ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା।ରୁପା ଏବଂ ପିଣ୍ଟୁ ସହରରେ ନୁହେଁ ଗାଁ ରେ ନିଜର ୟୁଟ୍ୟୁବ ଭିଡ଼ିଓ ସୁଟିଂ କରିଥାନ୍ତି।

ସେମାନେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିବା, ଆମିଷ ଏବଂ ନିରାମିଷରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ପ୍ରଣାଳୀ ବିଷୟରେ ସେ ନିଜ ଚ୍ୟାନେଲରେ ଅପଲୋଡ଼ କରିଥାନ୍ତି। ପିଣ୍ଟୁଙ୍କ ଜନ୍ମ ଭଦ୍ରକ ଜିଲ୍ଲାର ଏକ ଗାଁ ରେ ହୋଇଥିଲା ଏବଂ ରୂପାଙ୍କ ଘର ତାଙ୍କ ଶାଶୁ ଘର ଠାରୁ ମାତ୍ର ଅଳ୍ପ ଦୂରରେ ରହିଛି।

ସେଥିପାଇଁ ଉଭୟ ଗାଁରେ ହିଁ ବଡ଼ ହୋଇଛନ୍ତି। ପିଣ୍ଟୁଙ୍କ ଘର ଗାଁର ଶେଷରେ ଅବସ୍ଥିତ। ତାଙ୍କ0 ଘର ପାର୍ଶ୍ୱରେ ଏକ ମନ୍ଦିର ରହିଛି ଯେଉଁଠିକି ରୁପା ପ୍ରତ୍ୟେକ ଦିନ ପୂଜା କରିବା ପାଇଁ ଆସନ୍ତି। ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଏକ ପୋଲ ରହିଛି ଯେଉଁଠିକି ସେ ପ୍ରିତିଦିନ ନିଜ ଭିଡ଼ିଓ ସୁଟିଂ ପାଇଁ ଆସି ଥାଆନ୍ତି।

ଗ୍ରାମରେ ନେଟୱାର୍କର ଅସୁବିଧା କାରଣରୁ ସେ ପ୍ରତ୍ୟେକ ଫିନ ସେ ପୋଲ ନିକଟକୁ ଆସନ୍ତି ଏବଂ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରନ୍ତି। ଏଠି ସହିତ ପିଣ୍ଟୁଙ୍କର ନିଜସ୍ୱ ବିଲ ମଧ୍ୟ ରହିଛି ଯେଉଁଠିକି ସେ ଚାଷ ମଧ୍ୟ କରିଥାନ୍ତି। ତାଙ୍କ ଗ୍ରାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସେଥିପାଇଁ ତାଙ୍କୁ ଏ ପରିବେଶ ଭଲ ଲାଗିଥାଏ।

ଏହିପରି ଗାଁ ପରିବେଶରେ ରହିଥାନ୍ତି ରୁପା ଏବଂ ପିଣ୍ଟୁ ଏବଂ ନିଜ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ସର ଓଡ଼ିଶାରେ ଖ୍ୟାତି ଅର୍ଜନ କରିଛନ୍ତି।ତେବେ ଆପଣ ମଧ୍ୟ ସବୁଦିନ ତାଙ୍କର ଏହି ଭିଡିଓ ଦେଖନ୍ତି କି ଯଦି ହଁ ତେବେ କିପରି ଲାଗେ ନିଶ୍ଚୟ କହିବାକୁ ଭୁଲିବେ ନାହିଁ

Leave a Reply

Your email address will not be published. Required fields are marked *