ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ସମସ୍ତ କାର୍ଯ୍ୟ,Sanideba ସବୁବେଳେ ନିଜ କୃପା ଆପଣଙ୍କ ଉପରେ ରଖିବେ..

Spread the love

ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା।ସେ ସବୁ ସମୟରେ ଲୋକଙ୍କ ସହିତ ନ୍ୟାୟ କରି ଥାଆନ୍ତି।ଏହା ସହିତ ଭଗବାନ ଶନିଙ୍କ କ୍ରୋଧ ଦୃଷ୍ଟି ମଧ୍ୟ ବହୁତ ଭୟଙ୍କର ହୋଇଥାଏ।ଏହା ଥରେ ଯାହା ଉପରେ ପଡ଼ିଥାଏ ସେହି ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୋଇ ଯାଇଥାଏ।ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ ଅନୁସରଣ କରିବା ଫଳରେ ଆପଣଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ପଡ଼ିବ।

ଏହା ସହିତ ଏହି ସମସ୍ତ କାର୍ଯ୍ୟ କରିବା ଫଳରେ ଆପଣଙ୍କ ଉପରେ ଭଗବାନ ଶନି ପ୍ରସନ୍ନ ହୋଇ ଯାଇଥାନ୍ତି।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ ଉପାୟ ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।ତେବେ ଆମେ ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଯେଉଁ ସବୁ ଉପାୟ ସମ୍ପର୍କରେ ଆଲୋଚନା କରିବା ଏହା ବହୁତ ସରଳ ଅଟେ।

ଏହା ସହିତ ଏହାକୁ କରିବା ଫଳରେ ଏହା ଆପଣଙ୍କ ପାଇଁ ବହୁତ ଭଲ ମଧ୍ୟ ସାବ୍ୟସ୍ତ ହୋଇ ପାରିବ।ତେବେ ଆପଣ ଯଦି ଭଗବାନ ଶନିଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହା ପ୍ରୟାସ କରନ୍ତୁ କି ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରିବେ।ଆପଣ କୌଣସି ଗରିବ ବ୍ୟକ୍ତିଙ୍କୁ ଶନିବାର ଦିନ ସୋରିଷ ତେଲ ଦାନ କରିବା ଫଳରେ

ଆପଣଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ନିଶ୍ଚୟ ଭାବରେ ପଡ଼ିଥାଏ।ଏହା ସହିତ ଆପଣ ଅନେକ ସଫଳତା ମଧ୍ୟ ପାଇ ଥାଆନ୍ତି।ତେବେ ଆପଣ ଏହା କରିବା ଫଳରେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିଥାଏ।ଏହା ସହିତ ଆପଣ ଶନିବାର ଦିନ କାଉକୁ ଖାଇବାକୁ ଦେବା ପାଇଁ ଚେଷ୍ଟା କରନ୍ତୁ।

ଏହା ସହିତ କାଉ ଭଗବାନ ଶନିଙ୍କ ବାହନ ବୋଲି ଆମେ ସମସ୍ତେ ଭଲ ଭାବରେ ଅବଗତ ଅଟୁ।ତେବେ ଯଦି କାଉକୁ ଆପଣ ଶନିବାର ଦିନ ଖାଇବାକୁ ଦିଅନ୍ତି ତେବେ ଆପଣ ନିଶ୍ଚୟ ଭାବରେ ବହୁତ ଲାଭ ପାଇବେ।ବିଶେଷ ଭାବରେ ଆପଣଙ୍କ ଅନେକ ସମସ୍ୟାର ସରଳ ସମାଧାନ ହୋଇଯିବ।

ଏହା ସହିତ ଏପରି କରିବା ଫଳରେ ଆପଣଙ୍କ ଜୀବନରେ ଏହା ଏକ ବହୁତ ଭଲ ସମୟ ମଧ୍ୟ ନେଇ ଆସିବ।ଏହା ସହିତ ଆପଣ ଶନିବାର ଦିନ ଏହା ଚେଷ୍ଟା କରନ୍ତୁ ଆପଣ ଯେପରି ଲୁହା ବସ୍ତୁ କିଣିବା କିମ୍ବା ବିକିବା ଭଳି କାର୍ଯ୍ୟ କରନ୍ତୁ।ଏପରି କରିବା ଫଳରେ ଆପଣଙ୍କ ଜୀବନରେ ଏହା ଏକ ବହୁତ ଭଲ ସମୟ ନେଇ ଆସିବ।

ଏହା ସହିତ ଏପରି କରିବା ଫଳରେ ଏହା ଆପଣଙ୍କ ପାଇଁ ଏକ ବହୁତ ଭଲ ସମୟ ନେଇ ଆସିବ।ଏହା ସହିତ ଆପଣ ଯଦି ନିଜର କୌଣସି ସମସ୍ୟା ପାଇଁ ଚିନ୍ତିତ ଥାନ୍ତି ତେବେ ଏପରି କରିବା ଫଳରେ ଏହା ଆପଣଙ୍କ ସମସ୍ୟା ଗୁଡ଼ିକର ସମାଧାନ କରିବା ସହିତ ଭଗବାନ ଶନିଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ପଡ଼ିବ।ତେଣୁ ଆପଣ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରୟାସ କରନ୍ତୁ।

Leave a Reply

Your email address will not be published. Required fields are marked *