ଓଡ଼ିଆ ହିରୋ ବାବୁଶାନ ମହାନ୍ତି ଙ୍କ ସ୍ତ୍ରୀ Trupti Mahanty କାହିଁକି ନିଜ ସ୍ୱାମୀ ଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି,କଣ ଏହାର କାରଣ ଖୁଲାସା କଲେ ନିଜେ ବାବୁଶାନ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିନେମା ଜଗତ ବିଷୟ କିଛି ବିଶେଷ ଏବଂ ଭାଇରାଲ ଖବର ବିଷୟରେ ଜାଣିବା।ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହା ଆପଣଙ୍କୁ ଏହା ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ ଆସୁଥିବ।ବର୍ତ୍ତମାନ ସମୟରେ ଏହି ଓଡ଼ିଆ ଫିଲ୍ମ ଅନେକ ମାତ୍ରାରେ ପସନ୍ଦ ଆସୁଥିବ।ଆଜିକାଲି ଅଧିକରୁ ଅଧିକରୁ ଲୋକ ଓଡ଼ିଆ ଫିଲ୍ମ ଦେଖୁଛନ୍ତି।

ଏହାର କ୍ରେଜ ଦିନକୁ ଦିନ ବଢ଼ିବାରେ ଲାଗୁଛି।ଓଡ଼ିଆ ଫିଲ୍ମର ଏକ ବିଶେଷ କଥା ହେଉଛି ଏଥିରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ।ଅନେକ ପ୍ରତିଭାଶାଳୀ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି।ସେମାନଙ୍କ ମଧ୍ୟରୁ ବାବୁସାନ ଅନ୍ୟତମ ଅଟନ୍ତି।ଆପଣମାନେ ତ ବାବୁସାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ଖୁବ ସୁନ୍ଦର ଅଭିନେତା ଅଟନ୍ତି ଏବଂ ତାଙ୍କ ଅଭିନୟ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ।

ଲୋକମାନେ ତାଙ୍କୁ ଚକଲେଟ ହିରୋ ଭାବରେ ଜାଣିଛନ୍ତି।ଏଥିପାଇଁ ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଅଧିକ।ସେ ନିଜ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟରେ ଏକ ନୂତନ ସ୍ଥାନ ସୃଷ୍ଟି କରିପାରିଛନ୍ତି।ଆଜିର ଏହି ଆର୍ଟିକିଲରେ ଆମେ ଅଭିନେତା ବାବୁସାନ ମହାନ୍ତାନଙ୍କ ଭାଇରାଲ ହୋଇଥିବା କିଛି ଫଟୋ ବିଷୟରେ ଜାଣିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସୁପରଷ୍ଟାର ବାବୁସାନ ଏହି ପବିତ୍ର ରକ୍ଷା ବନ୍ଧନ ଅବସରରେ ନିଜର ଦର୍ଶକ ଏବଂ ଫ୍ୟାନ ମାନଙ୍କୁ ରକ୍ଷାବନ୍ଧନର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।ସ କହିଥିଲେ ସେ ପ୍ରତ୍ୟେକ ବର୍ଷ ରାକ୍ଷୀରେ ନିଜ ଭଉଣୀଙ୍କ ଘରକୁ ଯାଇଥାନ୍ତି କିନ୍ତୁ ଏ ବର୍ଷ ଯାଇ ପାରିନଥିଲେ।

ଏବଂ ସବୁଠାରୁ ଏକ ମଜଳିଆ କଥା ହେଉଛି ବାବୁସାନଙ୍କ ସ୍ତ୍ରୀ ତାଙ୍କୁ ପ୍ରଥମେ ରାକ୍ଷୀ ବାନ୍ଧିଥିଲେ।ତାଙ୍କ ଭଉଣୀ ତାଙ୍କୁ ରାକ୍ଷୀ ପଠାଇଥିଲେ ଏବଂ ସେହି ରାକ୍ଷୀ ତାଙ୍କ ସ୍ତ୍ରୀ ତାଙ୍କ ହାତରେ ବାନ୍ଧିଥିଲେ।ଏହାପରେ ତାଙ୍କ ମାମା ଆସି ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।ଏବଂ ଅନେକ ଫ୍ୟାନ ମାନେ ତାଙ୍କ ଘରକୁ ରାକ୍ଷୀ ପଠାଇଛନ୍ତି।

ଏବଂ ସେ ସମସ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେ ଏହି ସବୁ ରାକ୍ଷୀ ପିନ୍ଧି ତାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବେ ବୋଲି କହିଛନ୍ତି।ଏହା ସହିତ ସେ ନିଜ ମନରେ ସେହି ଭଲ ପାଇବା ଏବଂ ଆଶ୍ରିବାଦ ତାଙ୍କ ଓଡିଶାରେ ଥିବା ସମସ୍ତ ଭଉଣୀ ମାନଙ୍କ ପାଇଁ ରଖିଛନ୍ତି।

ଏହାପରେ ସେ କହିଛନ୍ତି ରାକ୍ଷୀ କେବଳ ଖାଲି ସାଧାରଣ ଡୋରି ନୁହେଁ।ତେଣୁ ସମସ୍ତ ଭାଇ ମାନଙ୍କୁ ଜଣାଇଛନ୍ତି ଯେ କେବଳ ନିଜ ଭଉଣୀଙ୍କୁ ନୁହେଁ ଅନ୍ୟ ମାନଙ୍କ ଭଉଣୀଙ୍କୁ ମଧ୍ୟ ରକ୍ଷା କରିବା ଉଚିତ।ଏବଂ ସଂନ୍ମାନ ମଧ୍ୟ କରିବା ଉଚିତ।

Leave a Reply

Your email address will not be published. Required fields are marked *