Sonu Sood ହେଇପାରନ୍ତି ଆଗାମୀ ପ୍ରଧାନମନ୍ତ୍ରୀ,ସର୍ଭେ ରେ ମିଳିଲା ଏପରି ଚମକେଇଲା ଭଳି ତଥ୍ୟ ଯାହା ପଢିଲେ ଆପଣ ଖୁସି ରେ ନାଚି ଉଠିବେ

Spread the love

ଏବେ ଏବେ ଆସିଲା ବଡ଼ ଖବର।ଏବେ ନରେନ୍ଦ୍ର ମୋଦି ନୁହେଁ ସୋନୁ ସୁଡ଼ ହେବେ ଆଗାମୀ ଭାରତର ପ୍ରଧାନମନ୍ତ୍ରୀ।ଯାହା ବର୍ତ୍ତମାନ ସମୟର ବଡ଼ ଖବର।ତେବେ ଆସନ୍ତୁ ଜାଣିବା କଣ ରହୁଛି ସଂପୂର୍ଣ୍ଣ ଖବର।ସତରେ କଣ ନରେନ୍ଦ୍ର ମୋଦିଙ୍କ ବଦଳରେ ସୋନୁ ସୁଦ ହେବେ ଆଗାମୀ ଭାରତର ପ୍ରଧାନମନ୍ତ୍ରୀ?ଏହା ଆମକୁ ଜାଣନ୍ତୁ ଯଦି ସୋନୁ ସୁଦ ହେବେ ଭାରତର ପ୍ରଧାନମନ୍ତ୍ରୀ ତେବେ ଆପଣ କଣ ତାଙ୍କୁ ସମର୍ଥନ କରିବେ?ବର୍ତ୍ତମାନ ମହାମାରୀ ପରିସ୍ଥିତି ମଧ୍ୟ ଦେଇ ସମସ୍ତେ ଗତି କରୁଛନ୍ତି।

ଯେହେତୁ ଏହା ଏକ ଭୁତାଣୁ ଜନିତ ରୋଗ ତେଣୁ ଏହା କ୍ରମଶଃ ବ୍ୟାପିବାରେ ଲାଗିଛି।ଯେଉଁଠି ବି ଲୋକ ଗହଳି ଅଧିକ ହେଉଛି ସେଥି ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ।କିନ୍ତୁ ଏହି ମହାମାରୀ ସମୟରେ ଓଡିଶା ତଥା ଓଡିଶା ବାହାରେ ରାଜନୈତିକ ସଭା ଆଦି ହେଉଛି।ଯାହାର ପରିଣାମ ଆଜି ଭୟଙ୍କର ପରିସ୍ଥିତିରେ ସୃଷ୍ଟି ହୋଇଛି।କିଛି ଦିନ ତଳେ ପଶ୍ଚିମବଙ୍ଗରେ ନିର୍ବାଚନ ହୋଇଥିଲା।

ଯେଉଁଠି ପ୍ରତିଟି ରାଜନୈତିକ ଦଳରୁ ଅନେକ ମନ୍ତ୍ରୀ ଯାଇଥିଲେ ପ୍ରଚାର ପାଇଁ।ଖୁଦ ନିଜେ ପ୍ରଧାନମନ୍ତ୍ରୀ ଯାଇ ସେଠାରେ ପ୍ରଚାର କରିଥିଲେ।କିନ୍ତୁ ବର୍ତ୍ତମାନ ଏହି କୋରୋନାର ଦ୍ୱିତୀୟ ଲହରୀ ପାଇଁ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି।କାରଣ ଲୋକ ମାନଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ହୋଇ ଏହି ରୋଗର ବାହକ ହୋଇଥିଲେ।

କିନ୍ତୁ ଅପର ପାର୍ଶ୍ୱରେ ଅନେକ ସହାୟକ ମାନଙ୍କ ମଧ୍ୟରେ ସୋନୁ ସୁଦ ବେସ ଚର୍ଚ୍ଚାର ପାତ୍ର ହୋଇଛନ୍ତି।ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ଆଲୋଚନା ଚାଲିବାର ଶୁଣା ଯାଉଛି।କାରଣ ସୋନୁ ସୁଦ ଏକ ଅଭିନେତା ହେଲେ ମଧ୍ୟ ଏହି ମହାମାରୀ ସମୟରେ ଦେବଦୂତ ସାଜି ଅନେକ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି।ଅନେକ ଲୋକଙ୍କୁ ସେ ବିନା ମୂଲ୍ୟରେ ସହାୟତା କରି ଆସୁଛନ୍ତି।

ଲୋକମାନେ ତାଙ୍କୁ ଯେତେବେଳେ ଯେଉଁ ସାହାଯ୍ୟ ମାଗୁଛନ୍ତି ସେ ନିଜ ସାମର୍ଥ୍ୟ ଅନୁସାରେ ସମସ୍ତଙ୍କୁ ସାହାଯ୍ୟ କରିଚାଲିଛନ୍ତି।ଏଥି ପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳୁଛି।ତାଙ୍କ କହିବା ଅନୁସାରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଯେଉଁ ସମ୍ମାନ ଓ ପ୍ରଶଂସା ପାଇ ନାହାଁନ୍ତି ବର୍ତ୍ତମାନ ଅନେକ ଲୋକ ତାଙ୍କୁ ସମ୍ମାନ ଓ ପ୍ରଶଂସା କରିଛନ୍ତି।

ପ୍ରିୟଙ୍କା ଚୋପ୍ରାଙ୍କ ପରେ ବର୍ତ୍ତମାନ ଅଭିନେତା ଓ କମେଡିଆନ ଭାବେ ପରିଚିତ ବିର ଦାସ ଏବେ ଏକ କମେଣ୍ଟ ଟୁଇଟ କରିଛନ୍ତି ଯେ ଆସନ୍ତା ଭବିଷ୍ୟତରେ ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବା ଦରକାର।ସେ କୋରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି।

ଯେମିତି କି ବାହାରେ କାମ କରୁଥିବା ଲୋକ ଘରକୁ ନ ଆସିପାରିବା କାରଣରୁ ସେଠାରେ ଫସି ରହୁଥିଲେ କିନ୍ତୁ ସୋନୁ ସୁଦ ତାଙ୍କୁ ସେଠାରୁ ଆଣି ଘରେ ପହଞ୍ଚାଇ ଦେଉଥିଲେ।ଏହା ସହ ବହୁତ ଗୁଡିଏ ଡାକ୍ତରଖାନାକୁ ଅକ୍ସିଜେନ ଯୋଗାଇ ଦେଉଥିଲେ।ଏହି ପରି ସେ ଅନେକ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *