ବାଛନ୍ତୁ ଗୋଟେ Ganpati ମୂର୍ତ୍ତି ଏବଂ ଜାଣନ୍ତୁ ନିଜର ଭବିଷ୍ୟତ,ଜାଣିବା ପରେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ

Spread the love

ତେବେ ଆଜି ଆପଣଙ୍କ ପାଇଁ ଏକ ବଡ଼ ବିଷୟ ରହିଛି ଯାହା କି ଆପଣଙ୍କର ଜାଣିବା ନିହାତି ଦରକାର।ତେବେ ଆଜିର ବିଷୟ ରହିଛି କି ଆପଣଙ୍କ ସାମ୍ନାରେ ତିନୋଟି ଗଣେଶ ମୂର୍ତ୍ତି ଦିଆ ଯାଇଥିବ ଆଉ ଆପଣଙ୍କୁ ତାହା ଭିତରୁ ଗୋଟେ ମୂର୍ତ୍ତି ବାଛିବାର ଅଛି।ଏହାପରେ ଆମେ ଆପଣଙ୍କ ପାଖରେ ଆପଣଙ୍କ ଭବିଷ୍ୟତ କହିବୁ।ତେବେ ଆସନ୍ତୁ ଆରମ୍ଭ କରିବା।ଯେଉଁପ୍ରକାରେ ଦୁନିଆରେ ସବୁ ବ୍ୟକ୍ତି ମାନଙ୍କର ବ୍ୟବହାର ତଥା ମୁହଁ ଅଲଗା ଅଲଗା ହେଇଥାଏ ସେଭଳି ହିଁ ସବୁ ବ୍ୟକ୍ତି ମାନଙ୍କର ପସନ୍ଦ ମଧ୍ୟ ଅଲଗା ଅଲଗା ହେଇଥାଏ।

ତେବେ ଆପଣଙ୍କ ପାଖରେ ଆମେ ଆଜି କହିବାକୁ ଯାଉଛୁ କିଛି ଏଭଳି ବ୍ୟକ୍ତି ମାନଙ୍କ କଥା ଯାହାଙ୍କର ପସନ୍ଦ ମଧ୍ୟ ଅଲଗା ଅଲଗା।ମୂର୍ତ୍ତି ମାନଙ୍କର ପସନ୍ଦ ମଧ୍ୟ ଅଲଗା ଅଲଗା ହେଇଥାଏ ଆଉ କାହାକୁ ସୋଇଥିବା ମୂର୍ତ୍ତି ପସନ୍ଦ ଥାଏ ତ ଆଉ କାହାକୁ ଠିଆ ହେଇଥିବା ମୂର୍ତ୍ତି ପସନ୍ଦ ଥାଏ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣଙ୍କ ପସନ୍ଦ ଅନୁସାରେ ଆପଣଙ୍କ ଭବିଷ୍ୟତ ମଧ୍ୟ ନିର୍ଦ୍ଧାରିତ ହେଇଥାଏ।

ଆପଣ ଯେଉଁ ପ୍ରକାର ମୂର୍ତ୍ତି ପସନ୍ଦ କରନ୍ତି ତାହା ଆପଣଙ୍କ ଭବିଷ୍ୟତ ବାବଦରେ ସବୁ ସୂଚନା ଦେଇଥାଏ।ଆଜି ଆମେ ଆପଣଙ୍କ ପାଖରେ ଏଭଳି ହି ତିନୋଟି ମୂର୍ତ୍ତି ରଖିବୁ ଆଉ ଆପଣଙ୍କୁ ସେମାନଙ୍କ ଭିତରୁ ଗୋଟେ ମୂର୍ତ୍ତି ବାଛିବାର ଅଛି। ଆପଣଙ୍କୁ ଆପଣଙ୍କ ମୂର୍ତ୍ତି ସହଜରେ ମିଳିଯିବ।ତେବେ ଆସନ୍ତୁ ଜାଣିବା।ଆପଣ ଏହା ଭିତରୁ ଗୋଟେ ମୂର୍ତ୍ତି ବାଛନ୍ତୁ।

୧:- ଯଦି ଆପଣ ପ୍ରଥମ ମୂର୍ତ୍ତି ବାଛିଛନ୍ତି ତାହେଲେ ହେଇପାରେ କି ଆପଣ ଜଣେ ଆଶାବାଦୀ ତଥା ସ୍ୱାଭିମାନି ବ୍ୟକ୍ତି ଅଟନ୍ତି।ଆପଣ ନିଜ ଭିତରେ ସର୍ବଦା ରହିବାକୁ ପସନ୍ଦ କରନ୍ତି।ହେଇପାରେ କି ଆପଣ ଆଉ କାହାରି ସାହାଯ୍ୟ ଆଶା କରନ୍ତି ନାହିଁ।ଆପଣଙ୍କ ପାଖରେ ସମ୍ଭାବନା ଅଛି କି ଆପଣ ସ୍ୱାର୍ଥପର ହେଇ ପାରନ୍ତି।ଆପଣଙ୍କ ହୃଦୟ ବହୁତ ଭଲ ଥାଏ ଆଉ ଆପଣ ନିଜର ପାର୍ଟନର ପ୍ରତି ସର୍ବଦା ସଚୋଟ ରହି ପାରନ୍ତି।

୨:- ଆପଣ ଯଦି ଦ୍ୱିତୀୟ ମୂର୍ତ୍ତିକୁ ବାଛିଛନ୍ତି ତାହେଲେ ଏହା ହେଇପାରେ କି ଆପଣ ଜଣେ ମେଳାପୀ ବ୍ୟକ୍ତି ଅଟନ୍ତି ଆଉ ଆପଣ କାହାରି ସହ ମଧ୍ୟ ସହଜରେ ମିଶି ଯାଇପାରନ୍ତି। ଆପଣ ଟିକେ କ୍ରୋଧି ପ୍ରକୃତିର ହେଇ ପାରନ୍ତି।ଆପଣ ଆପଣଙ୍କ ଜୀବନ ସାଥୀଙ୍କ ଠାରୁ ସର୍ବଦା ସତ କଥାର ଆଶା ରଖିଥାନ୍ତି ଆଉ ମିଛ ଆପଣଙ୍କୁ ପସନ୍ଦ ହେଇ ନଥାଏ।

୩:- ଆପଣ ଯଦି ତୃତୀୟ ପ୍ରକାର ମୂର୍ତ୍ତି ଚୟନ କରିଥାନ୍ତି ତାହେଲେ ଆପଣ ନିଜେ ବି ଖୁସିରେ ଅଛନ୍ତି ଆଉ ଅନ୍ୟକୁ ବି ଖୁସିରେ ରଖନ୍ତି।ଆପଣଙ୍କୁ ଅନ୍ୟର ଖୁସି ବହୁତ ଅଧିକ ପସନ୍ଦ ଥାଏ।ଏପରି ବି ହେଇପାରେ କି ଆପଣ କାହାକୁ ସାହାଯ୍ୟ କରିବା ସମୟରେ ଏହା ଭୁଲି ଯାଇଥାନ୍ତି କି ସେ ଆପଣଙ୍କ ଶତ୍ରୁ ଅଟେ ଅଥବା ମିତ୍ର।

Leave a Reply

Your email address will not be published. Required fields are marked *