ଜଗତସିଂହପୁର Tirtol ଗାଁ ରେ ମହିଳାଙ୍କ ସହିତ ତାଙ୍କ ଘରେ ରହୁଥିଲା Dangerous ସାପ,ଯେବେ ସତ୍ୟତା ଆସିଲା ସାମ୍ନା କୁ ସମସ୍ତେ ଡର ରେ କମ୍ପିବା ପାଇଁ ଲାଗିଲେ

Spread the love

ଓଡ଼ିଶାର ଏକ ଗ୍ରାମରେ ଜଣେ ମହିଳାଙ୍କ ଘରେ ଏକ ନାଗ ସାପ ରହୁଥିଲା।ତେବେ ଏହି ସାପ ତାଙ୍କ ଘରେ କେବେଠାରୁ ରହି ଆସୁଛି ଏହା ସମ୍ପର୍କରେ କେହି ମଧ୍ୟ ସଠିକ ଭାବରେ ଜାଣି ନାହାନ୍ତି।ତେବେ ଏହି ମହିଳା ଜଣଙ୍କ ସେହି ସାପ ସହିତ ରହି ଆସୁଛନ୍ତି କହିଲେ ମଧ୍ୟ ଭୁଲ ହେବ ନାହିଁ।ତେବେ ଆମ ଦେଶରେ ପ୍ରତିବର୍ଷ ଅନେକ ଲୋକ ସାପ କାମୁଡାରେ ମୃତ୍ୟୁ ବରଣ କରନ୍ତି।

କିନ୍ତୁ ଏହା ପରେ ମଧ୍ୟ ଏପରି କିଛି ଲୋକ ରହିଛନ୍ତି ଯେଉଁମାନେ ସାପ ମାନଙ୍କ ସହିତ ରହିବାକୁ ଅନେକ ପସନ୍ଦ କରିଥାନ୍ତି।ଯାହା ଫଳରେ ସେମାନଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ।ସେଥିପାଇଁ କୌଣସି ଲୋକଙ୍କୁ ମଧ୍ୟ ନିଜର ଘରେ ସାପ ଦେଖିବା ମାତ୍ରେ ତୁରନ୍ତ ବନ ବିଭାଗକୁ ଖବର ଜଣାଇବା ପାଇଁ କୁହାଯାଇଛି।କିନ୍ତୁ ଅନେକ ଲୋକ ଏହାକୁ ଅବମାନନା କରନ୍ତି

ସେମାନେ କୁହନ୍ତି କି ଏପରି କରିବା ବ୍ୟତୀତ ସେମାନେ ଏହି ସାପ ମାନଙ୍କୁ ଭଗବାନଙ୍କ ଭାବରେ ପୂଜା କରିଥାନ୍ତି।ଯାହା ଫଳରେ ସେମାନଙ୍କ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଥାଏ।ସେଥିପାଇଁ ସାପ ମାନଙ୍କୁ ଘରେ ରଖିବାର ଅନୁମତି ସରକାର ମଧ୍ୟ ଦେଇ ନାହାନ୍ତି।ଏହା ସହିତ ଏହା ଏକ ବିପଦପୂର୍ଣ୍ଣ କାର୍ଯ୍ୟ ମଧ୍ୟ।ତେବେ ଯେଉଁ ମହିଳାଙ୍କ ସହିତ ସାପ ରହିଥିଲା

ସେହି ମହିଳା ଜଣଙ୍କ ଚିନ୍ତିତ ହୋଇ ପଡ଼ିଥିଲେ କି କଣ କରିବେ।ତେବେ ଏହି ଘଟଣା ସପର୍କରେ ବନ ବିଭାଗର କର୍ମଚାରୀ ମାନଙ୍କୁ ଜଣା ଯାଇଥିଲା।ଏହାପରେ ବନ ବିଭାଗର କର୍ମଚାରୀ ଆସି ସେହି ସାପକୁ ସେଠାରୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ।ଏହାପରେ ଶେଷରେ ଅନେକ ସମୟର ପ୍ରୟାସ ପରେ ସମସ୍ତ ବନ କର୍ମଚାରୀ ମିଶି ସେହି ସାପକୁ ବାହାର କରିବାରେ ସଫଳ ହୋଇଥିଲେ।

କିନ୍ତୁ ସେହି ମହିଳା ଜଣଙ୍କ ଅଚାନକ ଭାବରେ କାନ୍ଦିବାକୁ ଲାଗିଥିଲେ।ସେ କହିଥିଲେ କି ସେ ସାପ ହେଉଛନ୍ତି ସ୍ଵୟଂ ଭଗବାନ।ସେ ତାଙ୍କ ଘରେ ରହି ଆସୁଥିଲେ ଏହା ସହିତ ସେ କଣ ପାଇଁ ତାଙ୍କୁ ତାଙ୍କ ଘରୁ ବାହାର କଲେ ଏହାର ଦଣ୍ଡ ତାଙ୍କୁ ମିଳିବ ବୋଲି ସେ କହିଥିଲେ।ଏହା ସହିତ ସେହି ମହିଳା ଜଣଙ୍କ କହିଥିଲେ କି ସେହି ସାପକୁ ଛାଡ଼ି ଦେବା ପାଇଁ।

କିନ୍ତୁ ଏପରି କରିବା ଫଳରେ ସେହି ସାପର ଜୀବନ ପ୍ରତି ବିପଦ ରହିବା ସହିତ ସେଠାକାର ଲୋକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି।ସେହି କାରଣ ପାଇଁ ଶେଷରେ ସେହି ବନ କର୍ମଚାରୀ ମାନେ ସେହି ସାପକୁ ନେଇ ଅନ୍ୟ ସ୍ଥାନରେ ଛାଡ଼ି ଦେଇଥିଲେ।ତେବେ ସେହି ମହିଳାଙ୍କ ଅନ୍ଧବିଶ୍ୱାସ ଫଳରେ ତାଙ୍କର ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଥିଲା।

ତେବେ ବନ ବିଭଗର କର୍ମଚାରୀ କହିଥିଲେ କି ଏହି ସାପ କାମୁଡିବା ଫଳରେ ପ୍ରାୟ ୨୦ ମିନିଟ ମଧ୍ୟରେ ଜଣେ ବ୍ୟକ୍ତିର ଜୀବନ ଚାଲି ଯାଇ ପାରେ।ଏହା ସହିତ ସମସ୍ତ ଲୋକମାନଙ୍କୁ କହିଥିଲେ କି ଯଦି ସେମାନେ କେବେ କୌଣସି ବିଷଧର ସାପ ମାନଙ୍କୁ ଦେଖନ୍ତି ତେବେ ସେମାନଙ୍କୁ ବାଡେଇ ନ ମାରି ତୁରନ୍ତ ବନ ବିଭାଗକୁ ଫୋନ କରିବା ଫଳରେ ସେମାନେ ଆସି ସେହି ସାପକୁ ସେଠାରୁ ନେଇ ଅନ୍ୟ କୌଣସି ସ୍ଥାନରେ ଛାଡ଼ିଦେବେ।

Leave a Reply

Your email address will not be published. Required fields are marked *