ଏ ଭିତରୁ ଗୋଟିଏ ପଙ୍ଖ choice କରନ୍ତୁ ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ କଣ କହୁଛି ଏହି କଥା,୩ ନମ୍ବର ବାଛିଥିଲେ ନିଶ୍ଚୟ ପଢନ୍ତୁ

Spread the love

ଆମେ ପିଲାବେଳେ ଅନେକ ପଙ୍ଖ ନିଜର ବହି ଭିତରେ ରଖିଥାଉ।ଏହା ସହିତ ଏହାକୁ ଆମେ ନିଜର ପାଖରେ ରଖିବା ଫଳରେ ଆମର ପାଠ ଭଲ ହୋଇଥାଏ ବୋଲି ଆମର ବିଶ୍ଵାସ ରହିଥାଏ।ତେବେ ଏହା ବାସ୍ତବରେ ସତ ନା ମିଛ ଏହା ସମ୍ପର୍କରେ ମନୋବିଜ୍ଞାନ ମାନେ ନିଜର ଅନୁସାରେ ଏହିପରି ଏକ ପଦ୍ଧତି ବାହାର କରିଛନ୍ତି ଯାହା ଫଳରେ ସେମାନେ ଆପଣଙ୍କ ଭବିଷ୍ୟତ ଓ ବ୍ୟକ୍ତିତ୍ଵ ସମ୍ପର୍କରେ ଜାଣି ପାରିବେ।ଏହା ସହିତ ଭବିଷ୍ୟତର ପୂର୍ବାନୁମାନ ମଧ୍ୟ କରି ପାରିବେ।ତେବେ ସେହି ସମସ୍ତ ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ପ୍ରଥମେ ଆପଣଙ୍କୁ ନିଜର ଇଚ୍ଛା ଅନୁସାରେ ଏକ ପରର ଚୟନ କରିବାକୁ ପଡ଼ିବ।

ସବୁଜ ରଙ୍ଗର ପର ଚୟନ କରିଥିବା ବ୍ୟକ୍ତିମାନେ:- ଏହି ବ୍ୟକ୍ତିମାନେ ସର୍ବଦା ଅନ୍ୟର ମଙ୍ଗଳ କାମନା କରିଥାନ୍ତି।ଏହା ସହିତ ଏହି ବ୍ୟକ୍ତିମାନେ ନିଜ ଜୀବନରେ ପରୋପକାର କରିବା ସହିତ ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ମଧ୍ୟ ତ୍ୟାଗ କରି ଦେଇଥାନ୍ତି।ଏହା ସହିତ ଏହି ବ୍ୟକ୍ତିମାନେ ବିନା ସ୍ୱର୍ଥରେ ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ଲୋକମାନେ ଏମାନଙ୍କୁ ଭୁଲ ବୁଝିଥାନ୍ତି ଏହା ସହିତ ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ ମଧ୍ୟ କରନ୍ତି।

ନାଲି ରଙ୍ଗର ପର ଚୟନ କରିଥିବା ବ୍ୟକ୍ତିମାନେ:- ଏହି ସମସ୍ତ ବ୍ୟକ୍ତିମାନେ କୌଣସି କାର୍ଯ୍ୟକୁ ବୁଝି ବିଚାରି କରିଥାନ୍ତି।ଏହି କାରଣରୁ ସେମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ମଧ୍ୟ ସେହି କାର୍ଯ୍ୟକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥାନ୍ତି।ଏମାନେ ନିଜର ବ୍ୟକ୍ତିଗତ ଜୀବନ କାହା ଆଗରେ ପ୍ରକାଶ କରିବାକୁ ପସନ୍ଦ କରି ନଥାନ୍ତି।ଏହା ସହିତ ଏମାନେ ନିଜର ସାଙ୍ଗମାନଙ୍କ ସହିତ ନିଜର ଅଧିକାଂଶ ସମୟ ଅତିବାହିତ କରିଥାନ୍ତି।

ମୟୂର ପର ଚୟନ କରିଥିବା ବ୍ୟକ୍ତି:- ଏହି ସମସ୍ତ ବ୍ୟକ୍ତିମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଅଧିକ ପସନ୍ଦ କରିଥାନ୍ତି।ଏମାନେ ନିଜ ଜୀବନରେ ଛୋଟ ଛୋଟ ଜିନିଷରେ ମଧ୍ୟ କାହା ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି ନାହିଁ।ଏହି ବ୍ୟକ୍ତିମାନେ କେବେ ନିଜ ଜୀବନରେ ହାର ମାନି ନଥାନ୍ତି।ଏହା ସହିତ ଅସଫଳତା ପାଇବା ପରେ ମଧ୍ୟ ଏହାକୁ ସେମାନେ ନିଜ ଜୀବନରେ ଆଗକୁ ବଢିବା ପାଇଁ ବ୍ୟବହାର କରିଥାନ୍ତି।ଏହା ସହିତ ଏପରି କରିବା ଫଳରେ ଏମାନେ ଅନେକ ସଫଳତା ମଧ୍ୟ ପାଇଥାନ୍ତି।

ନୀଳ ରଙ୍ଗର ପର ଚୟନ କରିଥିବା ବ୍ୟକ୍ତିମାନେ:- ଏହି ରଙ୍ଗର ପର ଚୟନ କରିଥିବା ବ୍ୟକ୍ତିମାନେ ନିଜ ଜୀବନରେ କେବେ ମଧ୍ୟ କାହା ସମ୍ମୁଖରେ ନତମସ୍ତକ ହୁଅନ୍ତି ନାହିଁ।ଏହା ସହିତ ଏହି ସମସ୍ତ ଲୋକମାନେ ନିଜ ଜୀବନରେ ସର୍ବଦା ଭଗବାନଙ୍କ ଉପରେ ବିଶ୍ୱାସ ରଖି ନିଜର ସମସ୍ତ କାର୍ଯ୍ୟ କରିଥାନ୍ତି।ଏହା ସହିତ ଏମାନଙ୍କ ବ୍ୟକ୍ତିତ୍ଵ ଅନେକ ପ୍ରଭାବଶାଳୀ ହୋଇଥାଏ।

ନାରଙ୍ଗୀ ରଙ୍ଗର ପର ଚୟନ କରିଥିବା ବ୍ୟକ୍ତିମାନେ:- ସମାଜରେ ଏହି ବ୍ୟକ୍ତିମାନେ ମାନ ଓ ସମ୍ମାନର ଅଧିକାରୀ ହୋଇ ଥାଆନ୍ତି।ଏହା ସହିତ ଏହି ସମସ୍ତ ଲୋକମାନଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ଥାଏ।ଏମାନଙ୍କୁ କୌଣସି ବ୍ୟକ୍ତି କେବେ ମଧ୍ୟ ଆଡେ଼ଇ ଦେଇ ଚାଲି ଯାଇ ପାରନ୍ତି ନାହିଁ।ଏମାନଙ୍କୁ ସମସ୍ତେ ମାନି ଥାଆନ୍ତି।ଏହା ସହିତ ଏମାନଙ୍କ କଥାକୁ ସମସ୍ତ ଲୋକ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି।

Leave a Reply

Your email address will not be published. Required fields are marked *