ଶ୍ରଦ୍ଧାଙ୍କ ପାଖରୁ ଅଲଗା ହେବା ପରେ ବର୍ତ୍ତମାନ ବର୍ଷା (Lumraina) ଙ୍କ ପ୍ରେମରେ Rajesh ,ଦେଖନ୍ତୁ କଣ ଘଟିବା ପାଇଁ ଯାଉଛି ଶ୍ରଦ୍ଧା ଓ ରାଜେଶ ଙ୍କ ସହ

Spread the love

ଅଭିନେତା ରାଜେଶ ଓ ଅଭିନେତ୍ରୀ ଶ୍ରଦ୍ଧାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ ସେମାନେ ନିଜର ପ୍ରେମ ସଂପର୍କ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ ତେବେ ସୂଚନା ଅନୁସାରେ ଏହି ଅଭିନେତା ଓ ଅଭିନେତ୍ରୀ ଅନେକ ଧାରାବାହିକରେ ଏକାଠି କାମ କରି ସାରିଛନ୍ତି।ଏହା ସହିତ ସେମାନଙ୍କର ଅଭିନୟ ଅନେକ ଲୋକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ।

ଏହା ସହିତ ସେମାନେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେମାନେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହୋଇ ପାରିଛନ୍ତି।ସେମାନେ ଏକାଠି ଅଭିନୟ କଲେ ଏହା ବହୁତ ଆକର୍ଷଣୀୟ ଲାଗିଥାଏ ଏହି କାରଣରୁ ଏମାନଙ୍କ ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରନ୍ତି।

ତେବେ ଅଭିନୟ ଜୀବନରୁ ସେମାନେ ପରସ୍ପରକୁ ଭଲ ପାଉଥିଲେ।ଏହା ସହିତ ସେମାନେ ପରସ୍ପର ସହିତ ବିବାହ ମଧ୍ୟ କରିବାକୁ ଯାଉଥିଲେ।ତେବେ ସେମାନଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇ ସାରିଥିଲା।କିନ୍ତୁ ଏବେ ସେମାନେ ଅଲଗା ହୋଇ ଯାଇଛନ୍ତି।ତେବେ ସୂଚନା ଅନୁସାରେ ସେମାନଙ୍କ ମଧ୍ୟରେ କୌଣସି ମତାନ୍ତର ଦେଖା ଯାଇଥିଲା ଯାହା ଫଳରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।

ଏହା ସହିତ ସେମାନେ ବର୍ତ୍ତମାନ ପରସ୍ପର ସହିତ ନିର୍ବନ୍ଧ ମଧ୍ୟ ଭାଙ୍ଗି ଦେଇଛନ୍ତି ବୋଲି ସୂଚନା ମିଳୁଛି।ତେବେ ସେମାନେ ପରସ୍ପରଠାରୁ ଏପରି ଭାବରେ କଣ ପାଇଁ ଅଲଗା ହେଲେ ଏହା ଉପରେ ସେପରି କିଛି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ।ତେବେ ଏହା ଶୁଣା ଯାଉଛି କି ସେମାନଙ୍କ ମଧ୍ୟରେ ବାରମ୍ବାର କୌଣସି କାରଣ ପାଇଁ କଳହ ଲାଗି ରହିଲା।

ଯାହା ଫଳରେ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ।ତେବେ ସୂଚନା ଅନୁସାରେ ସେମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ କଳହ ବହୁତ ଅଧିକ ହୋଇ ଯାଇଥିଲା।ଯେଉଁ କାରଣରୁ ସେମାନେ ଶେଷରେ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ।ଏହା ସହିତ ସେମାନେ ପରସ୍ପରଠାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇ ଯାଇଛନ୍ତି।ତେବେ ନିକଟରେ ରାଜେଶ କୁଆଁରୀ ବୋହୂ ଧାରାବାହିକର ଅଭିନେତ୍ରୀ ବର୍ଷାଙ୍କ ସହିତ ବୁଲୁ ଥିବାର ଦେଖା ଯାଇଥିଲେ।

ଯାହା ଫଳରେ ଏହାକୁ ନେଇ ବର୍ତ୍ତମାନ କିଛି ଲୋକ ନିଜ ନିଜର ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି।କିଛି ଲୋକ କହୁଛନ୍ତି କି ସେମାନେ ପରସ୍ପର ସହିତ ବର୍ତ୍ତମାନ ସମ୍ପର୍କରେ ଅଛନ୍ତି।ତେବେ ଏହା କେତେଦୂର ସତ୍ୟ ଏହା ଉପରେ କିଛି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ।ଏହା ସହିତ ଅନେକ ଲୋକ ଏହାକୁ ମିଥ୍ୟା ବୋଲି କହିଛନ୍ତି।ଯାହା ଫଳରେ ଏହା ଉପରେ କିଛି ସୂଚନା ମିଳିନାହିଁ।ତେବେ ଖୁବ ଶୀଘ୍ର ବର୍ଷା ଓ ରାଜେଶ ଙ୍କ ଏକ ରୋମାଂଟିକ ଗୀତ ରିଲିଜ ହେବାକୁ ଯାଉଛି ବୋଲି ସୂଚନା ମିଳିଛି

ତେବେ ରାଜେଶ ଓ ଶ୍ରଦ୍ଧାଙ୍କ ମଧ୍ୟରେ ବିଚ୍ଛେଦ ହେବା ପରେ ସେମାନେ ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଜଣେ ଆଉ ଜଣଙ୍କ ଫଟୋ କାଟି ଦେଇଥିଲେ।ଯେଉଁଥିରୁ ଜଣା ପଡ଼ୁଛି ହୁଏତ ସେମାନେ ଆଗକୁ ଆଉ ଏକାଠି ନ ହୋଇ ପାରନ୍ତି।କିନ୍ତୁ ବର୍ତ୍ତମାନ ସେମାନଙ୍କର ଅଲଗା ହେବା ପରେ ସେମାନଙ୍କ ପ୍ରଶଂସକ ମାନେ ଅନେକ ଦୁଃଖିତ ଅଛନ୍ତି।

Leave a Reply

Your email address will not be published. Required fields are marked *