ବଚପନ କା ପ୍ୟାର ଗୀତ ଗାଇ ପ୍ରସିଦ୍ଧ ହୋଇଥିବା Sahdev Dirdo ଙ୍କୁ ନେଇ ଆସିଲା ସବୁଠୁ ବଡ ଦୁଃଖ ଖବର,ସାରା ଦେଶରେ ଶୋକର ଲହରୀ..

Spread the love

ତେବେ ଆମେ ସମସ୍ତେ ସହଦେବ ଧୀରୋଙ୍କୁ ଭଲ ଭାବରେ ଜାଣୁ।ସେ ସ୍କୁଲରେ ଥିବା ସମୟରେ ବଚପନ କା ପ୍ୟାର ଗୀତ ଗାଇ ଅଚାନକ ଭାବରେ ସବୁ ଲୋକମାନଙ୍କ ପାଖରେ ପରିଚିତ ହୋଇ ଯାଇଥିଲେ।ଏହା ସହିତ ସେ ମଜାଳିଆ ଢଙ୍ଗରେ ଗୀତ ଗାଇ ଥିବାରୁ ଅନେକ ଲୋକ ତାଙ୍କର ଗୀତ ଗାଇବାର ଶୈଳୀକୁ ଅନେକ ମାତ୍ରାରେ ପସନ୍ଦ କରିଥିଲେ।ଏହା ସହିତ ତାଙ୍କୁ ଅନେକ ଭଲ ପାଇବା ମଧ୍ୟ ମିଳିଥିଲା।

ତେବେ ସେ ଲୋକମାନଙ୍କ ପାଖରେ ଅଳ୍ପ ସମୟ ମଧ୍ୟରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ ଅନେକ ଆଲବମରେ ମଧ୍ୟ ଗୀତ ଗାଉ ଥିବାର ଦେଖିବାକୁ ମିଳିଥିଲା।ତେବେ ରାତାରାତି ସେ ଅନେକ ଲୋକପ୍ରିୟତା ପାଇ ଯାଇଥିଲେ।ତେବେ ବର୍ତ୍ତମାନ ଏକ ଦୁଃଖ ଖବର ଶୁଣିବାକୁ ମିଳୁଛି।

ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ତାଙ୍କର ଏକ ଦୁର୍ଘଟଣା ହୋଇ ଯାଇଛି।ଯାହା ଫଳରେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।ଏହା ଅଚାନକ ଭାବରେ ହୋଇ ଯାଇଥିଲା।ତେବେ ସେ କୌଣସି କାର୍ଯ୍ୟରେ ରାସ୍ତାରେ ଯାଉଥିବା ସମୟରେ ତାଙ୍କର ଅଚାନକ ଭାବରେ ଦୁର୍ଘଟଣା ହୋଇ ଯାଇଥିଲା।

ଯାହା ଫଳରେ ତାଙ୍କୁ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି।ତେବେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ନଥିବା ଜଣା ପଡ଼ିଛି।ଏହା ସହିତ ତାଙ୍କର ଚିକିତ୍ସା ମଧ୍ୟ ବର୍ତ୍ତମାନ ଭଲ ଭାବରେ କରାଯାଉଛି ବୋଲି ଖବର ମିଳିଛି।ତେବେ ତାଙ୍କର ପରିବାର ଲୋକ ଏହି ଖବର ଶୁଣିବା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି।

ତେବେ ତାଙ୍କ ପୁଅର ଏହିଭଳି ଅବସ୍ଥା ଦେଖି ବର୍ତ୍ତମାନ ସେମାନେ ସମସ୍ତେ ଭାଙ୍ଗି ପଡିଛନ୍ତି।ଏହା ସହିତ ନିଜର ପୁଅ ସହିତ ଏପରି ହୋଇ ଥିବାର ଦେଖି ସେମାନେ ତୁରନ୍ତ ଯାଇ ଚିକିତ୍ସାଳୟରେ ପହଞ୍ଚି ଯାଇଥିଲେ।ଏହାପରେ ବର୍ତ୍ତମାନ ଅନେକ ଲୋକ ସେହି ସ୍ଥାନକୁ ଆସି ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଦେଖି ଯାଉଛନ୍ତି।

ତେବେ ସେ ଯଥାଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଭଗବାନଙ୍କ ପାଖରେ ବର୍ତ୍ତମାନ ନିବେଦନ କରୁଛନ୍ତି।ଏହା ସହିତ ତାଙ୍କ ସହିତ ଏପରି ହୋଇଯିବ ବୋଲି କେବେ କେହି ଚିନ୍ତା ମଧ୍ୟ କରି ନଥିଲେ।ଅଚାନକ ଭାବରେ ଏହି ଦୁର୍ଘଟଣା ଘଟି ଯାଇ ଥିଲା।ଏହା ସହିତ ସେ ସଙ୍ଗେ ସଙ୍ଗେ ଗୁରୁତର ମଧ୍ୟ ହୋଇ ପଡ଼ିଥିଲେ।

ଯାହା ଫଳରେ ତାଙ୍କୁ ତୁରନ୍ତ ଚିକିତ୍ସାଳୟ ଆଣି ଚିକିତ୍ସା କରାଯାଉଛି।ଏହା ସହିତ ସେ ଖୁବ ଶୀଘ୍ର ମଧ୍ୟ ସୁସ୍ଥ ହୋଇଯିବେ।ତେବେ ସେ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଦେଶରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ ନିଜର ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ପୂର୍ଣ୍ଣ ଦେଶରେ ଘରେ ଘରେ ପରିଚିତ ମଧ୍ୟ ହୋଇ ପାରିଥିଲେ।ତେବେ ବର୍ତ୍ତମାନ ସମସ୍ତେ ଏହା ଆଶା କରୁଛନ୍ତି କି ସେ ଯଥା ଶୀଘ୍ର ଠିକ ହୋଇ ଯାଆନ୍ତୁ।

Leave a Reply

Your email address will not be published. Required fields are marked *