ତପସ୍ଵିନୀଙ୍କ ରୋଗ Disease ବୁଝୁ ନାହାନ୍ତି ଡକ୍ଟର ସୁମିତ,କଣ ପାଇଁ ଏପରି ଅବୁଝା ହୋଉଛନ୍ତି ସୁମିତ,କାହା କଥା ରେ ଏପରି କରୁଛନ୍ତି..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ କଳହ ବର୍ତ୍ତମାନ ବହୁତ ଅଧିକ ବଢ଼ି ଯାଇଛି।ଏହା ସହିତ ସେମାନଙ୍କ ମଧ୍ୟରେ କଳହ ବର୍ତ୍ତମାନ ଏତେ ଅଧିକ ବଢ଼ି ଯାଇଛି କି ସେମାନେ ପରସ୍ପର ଠାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇ ଯାଇଛନ୍ତି।ଏହା ସହିତ ଏହି କଳହ ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶରେ ବର୍ତ୍ତମାନ ଚର୍ଚ୍ଚା ହେବା ମଧ୍ୟ ଆରମ୍ଭ ହୋଇ ସାରିଲାଣି।

ଏହା ସହିତ ଏହି ଘଟଣା ଉପରେ ବର୍ତ୍ତମାନ ଭିନ୍ନ ଲୋକ ଭିନ୍ନ ମତ ଦେବା ଆରମ୍ଭ ହୋଇ ସାରିଲାଣି।ଏହା ସହିତ ଏହି କଳହ ବର୍ତ୍ତମାନ ଆମ ଦେଶ ବ୍ୟତୀତ ବର୍ତ୍ତମାନ ଏହା ବାହାର ଦେଶରେ ମଧ୍ୟ ଚର୍ଚ୍ଚା ହେବା ଆରମ୍ଭ ହୋଇ ସାରିଲାଣି।ତେବେ ଏହି ଘଟଣା ଉପରେ ବର୍ତ୍ତମାନ ଅନେକ ଲୋକ ନିଜର ମତ ଦେଇଛନ୍ତି।ସେମାନେ ବର୍ତ୍ତମାନ ଡକ୍ଟର ସୁମିତଙ୍କୁ ଦୋଷ ଦେବା ମଧ୍ୟ ଆରମ୍ଭ କଲେଣି।

ତେବେ ଅନେକ ଲୋକ ବର୍ତ୍ତମାନ ଏହା କହିଛନ୍ତି କି ଡକ୍ଟର ସୁମିତ ଜଣେ ଚିକିତ୍ସକ ଅଟନ୍ତି।ସେ ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିବାକୁ ଦେଇ ଥାଆନ୍ତି।କିନ୍ତୁ ଡକ୍ଟର ସୁମିତ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପତ୍ନୀର ରୋଗର କୌଣସି ସମାଧାନ କରି ପାରୁ ନାହାନ୍ତି।

ଏହା ସହିତ ନିଜର ପତ୍ନୀଙ୍କ ସହିତ କିପରି ଭାବରେ ଏକ ଭଲ ସଂସାର ତିଆରି କରାଯାଇ ପାରିବ ଏହାର ଜ୍ଞାନ ତାଙ୍କ ପାଖରେ ନାହିଁ ବୋଲି ବର୍ତ୍ତମାନ ଅନେକ ଲୋକ ମତ ଦେବା ଆରମ୍ଭ କରି ସାରିଲେଣି।ଏହା ସହିତ ଏହି ଘଟଣାର ସମାଧାନ କରିବା ପାଇଁ ବର୍ତ୍ତମାନ ଅନେକ ଲୋକ ପ୍ରୟାସ କରିଥିଲେ ମଧ୍ୟ ଏହି ଘଟଣାର କୌଣସି ସମାଧାନ ହୋଇ ପାରୁ ନାହିଁ।

ତେବେ ଏହି ଘଟଣାର ସମାଧାନ ବର୍ତ୍ତମାନ କେବଳ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ଅନେକ ଲୋକ ମତ ଦେଉଛନ୍ତି।କିନ୍ତୁ ଏହା ମଧ୍ୟ ବର୍ତ୍ତମାନ ହୋଇ ପାରିବ କି ନାହିଁ ଏହା ମଧ୍ୟ ବର୍ତ୍ତମାନ ପ୍ରଶ୍ନ ଅଟେ।ତେବେ ଡକ୍ଟର ସୁମିତ ଜଣେ ଚିକିତ୍ସକ ହୋଇ ମଧ୍ୟ କିପରି ଭାବରେ ନିଜର ପତ୍ନୀଙ୍କ ପ୍ରତି ଏତେ କଠୋର ହୋଇ ପାରୁଛନ୍ତି ବୋଲି ଅନେକ ଲୋକ ପ୍ରଶ୍ନ କରୁଛନ୍ତି।

ଏହା ସହିତ ସେ ଯଦି ତାଙ୍କ ସହିତ ରହିବେ ନାହିଁ ବୋଲି ଭାବିଥିଲେ ତେବେ ତାଙ୍କୁ କଣ ପାଇଁ ବିବାହ କରିଥିଲେ ଏହା ମଧ୍ୟ ଏକ ବହୁତ ବଡ଼ ପ୍ରଶ୍ନ ଅଟେ।ତେବେ ତାଙ୍କର ବିବାହ ପରେ ସେ ତାଙ୍କର ପତିଙ୍କ ସହିତ ପ୍ରାୟ ଏକ ବର୍ଷ ରହିଥିଲେ।ତେବେ ଏହାପରେ ତାଙ୍କର ପତି ଅଚାନକ ଭାବରେ ତାଙ୍କ ସହିତ ରହିବା ପାଇଁ ମନା କରୁଛନ୍ତି।

ଏହା ସହିତ ଯଦି ତାଙ୍କୁ ତପସ୍ଵିନିଙ୍କ ସହିତ ରହିବାର ନଥିଲା ତେବେ ସେ କଣ ପାଇଁ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଅନେକ ଲୋକ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି।ତେବେ ଏହି ଘଟଣାର ସମାଧାନ କେବେ ହେବ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *