ବର୍ତମାନ ର ବଡ ଖବର – ପୁଣି ଏକ ସପ୍ତାହ ବଢ଼ିଲା ଲକଡାଉନ – ଜାଣନ୍ତୁ କେଉଁ ଜାଗାରେ ଓ କଣ କଣ ଖୋଲିଲା କଣ ବନ୍ଦ ରହିଲା ନିଶ୍ଚୟ ପଢନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏବେର ସମୟକୁ ନେଇ ଏକ ମହତ୍ୱପୂର୍ଣ୍ଣ ଖବର ବିଷୟରେ।ଏହି ଖବର ଲକଡାଉନକୁ ନେଇ ସମ୍ବନ୍ଧୀୟ ଅଟେ।ତେବେ ଏହି ଖବର ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ଖବର ଭଲ ଭାବରେ ଜାଣିପାରିବ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ଏବେ ଏବେ ଏକ ମୁଖ୍ୟ ଖବର ସମ୍ନାକୁ ଅସିଛି ଏହି ଖବରଟି ହେଉଛି ରାଜ୍ୟରେ ପୁଣି ବଢ଼ିଲା ଏକ ସପ୍ତାହ ଲକଡାଉନ।ତେବେ ଏହି ଘୋଷଣା ସରକାରଙ୍କ ପକ୍ଷରୁ କରାଯାଇଛି ବୋଲି କୁହାଯାଇଛି।ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା।ଜାଣିନେବା କେଉଁ ରାଜ୍ୟରେ ଆଉ ଏକ ସପ୍ତାହ ଲକଡାଉନ ବୃଦ୍ଧି ହୋଇଛି।ଏହା ସହିତ ଏହା ମଧ୍ୟ ଜାଣିବା କଣ ସବୁ ଖୋଲା ରହିବ ଏବଂ କଣ ସବୁ ବନ୍ଦ ରହିବ।ଆସନ୍ତୁ ଜାଣିବା ଏହି ଆର୍ଟିକିଲ ମାଧ୍ୟମରେ।

ଏହି ଖବରଟି ତାମିଲନାଡୁ ରାଜ୍ୟର।ସେହି ରାଜ୍ୟରୁ ଅସିଛି ଏହି ବଡ଼ ଖବର।ତାମିଲନାଡୁରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି।କିନ୍ତୁ ସେଠାକାର ସରକାର ସମ୍ପୂର୍ଣ୍ଣ ଲକଡାଉନ କୋହଳ କରିବା ମୁଡରେ ନାହାନ୍ତି।ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିଙ୍ଗ ରାଜ୍ୟରେ ପୁଣି ଏକ ସପ୍ତାହ ପାଇଁ ଲକଡାଉନ ବୃଦ୍ଧି କରିଛନ୍ତି।

ରାଜ୍ୟରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି।ଏହା ସେଠାକାର ବାସିନ୍ଦାଙ୍କ ପାଇଁ ବହୁତ ଦୁଃଖର ବିଷୟ ହୋଇଛି।କିନ୍ତୁ ସରକାର ପ୍ରଥମେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି।ଏବଂ ଏହା ଜରୁରୀ ମଧ୍ୟ।ସାରା ଦେଶର ଲୋକଙ୍କୁ କରୋନା ରୋଗରୁ ବଞ୍ଚାଇବାର ମୁଖ୍ୟ ଉପାୟ ହେଉଛି ଲକଡାଉନ।

ଲୋକ ମାନେ ପରସ୍ପର ସହିତ ଯେତେ କମ ମିଶାମିଶି କରିବେ କରୋନା ମହାମାରୀ ଠାରୁ ସେତିକି ବଞ୍ଚି ରହିବେ।ଏହା ସହିତ କୋଭିଡ ନିୟମ ମଧ୍ୟ ମାନିବା ନିହାତି ଦରକାର।କରୋନା ସ୍ଥିତି କମିଥିଲେ ମଧ୍ୟ ଜଦି ସମ୍ପୂର୍ଣ୍ଣ ରୂପରେ ଏହାକୁ କୋହଳ କରାଯିବ ତେବେ ମଧ୍ୟ ଠିକ ହେବନାହିଁ।ଏହି କଥାକୁ ଠିକ ବୁଝିଛନ୍ତି ତାମିଲନାଡୁ ସରକାର।ଏଥିପାଇଁ ସେ ଆଉ ଏକ ସପ୍ତାହ ଲକ ଡାଉନ ବଢ଼ିଛନ୍ତି।

କିନ୍ତୁ ଏହି ଲକଡାଉନର କଟକଣା ଅଳ୍ପ କୋହଳ କରାଯାଇଛି।ରାତି ୯ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ ଗ୍ରାହକରେ ହୋଟେଲ।ଚାହା ଦୋକାନ।ଜାତୀୟ ରାଜପଥ ନିକଟରେ ଥିବା ଦୋକାନ ଖୋଲିବାପାଇଁ ଅନୁମତି ମିଳିଛି।କିନ୍ତୁ ପୂର୍ବଭଳି ବନ୍ଦ ରହିବ ସ୍କୁଲ ,କଲେଜ, ସିନେମା ହଲ , ବାର ଏବଂ ସ୍ୱିମିଙ୍ଗ ପୁଲ।ବସ ସେବାକୁ ଅନୁମତି ମିଳିଥିବା ବେଳେ ପଡୋଶୀ ରାଜ୍ୟ ପାଇଁ ଅନୁମତି ମିଳିନାହିଁ।ଗତ ୨୪ ଘଣ୍ଟାରେ ତାମିଲନାଡୁରେ ତିନି ହଜାର ନଅ ସହ ଏକୋଇଶ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

Leave a Reply

Your email address will not be published. Required fields are marked *