ସବୁଠୁ ବଡ ଖୁସି ଖବର – ଆଜି ସୁନା ଦାମ ଏତେ ଟଙ୍କା କମିଗଲା – ଦେଖନ୍ତୁ ବର୍ତମାନ ର ଦାମ କେତେ ହେଲା ଜାଣିଲେ ଖୁସିରେ ନାଚି ଉଠିବେ..

Spread the love

ଭୁବନେଶ୍ଵରରେ ବର୍ତ୍ତମାନ ଅଚାନକ ସୁନା ଦରରେ ହ୍ରାସ ଦେଖା ଯାଇଛି।ତେବେ ଏହା ଗରିବ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର।ଯଦି ଆପଣ ରାଜଧାନୀ ଭୁବନେଶ୍ୱରରେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଉଭୟ ୨୪ କ୍ୟାରେଡ ଓ ୨୨ କ୍ୟାରେଡ ସୁନାରେ ଅନେକ କମ ମୂଲ୍ୟ ପାଇ ପାରିବେ।ତେବେ ଅଚାନକ ରାଜଧାନୀରେ ଏପରି ସୁନା ଦରରେ ହ୍ରାସ ଘଟିଥିବାରୁ ଅନେକ ଲୋକ ବର୍ତ୍ତମାନ ଖୁସି ଅଛନ୍ତି।

କାରଣ ବର୍ତ୍ତମାନ ଅନେକ ବିବାହ ଓ ଅନ୍ୟ ଉତ୍ସବ ରହିଥିବାରୁ ବର୍ତ୍ତମାନ ସୁନାର ଆବଶ୍ୟକତା ସମସ୍ତଙ୍କୁ ରହିଛି।ତେବେ ଏହା ସହିତ ଅନ୍ୟ ସମସ୍ତ ସହରରେ ମଧ୍ୟ ସୁନା ଦରରେ ହ୍ରାସ ଦେଖାଯାଇଛି।ତେବେ ବର୍ତ୍ତମାନ କେନ୍ଦ୍ର ବ୍ୟବସାୟୀ ସଂଘ ତରଫରୁ ପ୍ରକାଶିତ ଚିଠାରେ ସୁନା ଦରରେ ଅନେକ ହ୍ରାସ ଦେଖା ଯାଇଛି।ତେବେ ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ୱର ଠାରେ ପ୍ରତ୍ୟେକ ୧୦ ଗ୍ରାମ ପିଛା ସୁନା ଦର ୪୩,୮୮୦ ଟଙ୍କା ରହିଛି।

ଏହା ସହିତ ସୁନା ଦରରେ ଏପରି ହ୍ରାସ ଘଟିବା ପଛର କାରଣ ସମ୍ପର୍କରେ କିଛି ଜଣା ପଡି ନାହିଁ।ତେବେ ବର୍ତ୍ତମାନ ସୁନା ଦରରେ ଏଭଳି ହ୍ରାସ ଘଟିବ ଫଳରେ ସୁନାର ବିକ୍ରି ମଧ୍ୟ ବଢ଼ି ଯାଇଥିବା ସୂଚନା ମିଳୁଛି।ଏହା ସହିତ ୨୨ କ୍ୟାରେଡ ସୁନା ୧୦ ଗ୍ରାମ ପିଛା ୪୨ ହଜାର ସତ ସହ ସତୁରୀ ଟଙ୍କା ରହିଛି।

ତେବେ ସୁନା ଦରରେ ବହୁତ ହ୍ରାସ ଘଟିଛି ଯେଉଁ ବ୍ୟକ୍ତି ମାନେ ବର୍ତ୍ତମାନ ସୁନା କିଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଯାଇ ସୁନା କିଣି ପାରିବେ।କାରଣ ସୁନା ଦରରେ ଏଭଳି ହ୍ରାସ କେବେ ଘଟିନାହିଁ।ତେବେ ସୁନା ଦରରେ ଏଭଳି ହ୍ରାସ ଘଟିବା ଫଳରେ ରାଜଧାନୀର ଲୋକମାନେ ବର୍ତ୍ତମାନ ସୁନା କିଣିବା ପାଇଁ ବହୁତ ବ୍ୟସ୍ତ ଥିବା ସୂଚନା ମିଳୁଛି।ବର୍ତ୍ତମାନ ସୁନା ଦରରେ ପାଖାପାଖି ୧୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ହ୍ରାସ ହୋଇଛି।

ଏହା ସହିତ ଦିଲ୍ଲୀ ଠାରେ ମଧ୍ୟ ସୁନା ଦରରେ ବହୁତ ହ୍ରାସ ପରିଲିକ୍ଷିତ ହୋଇଛି।ସୁନା ଦଶ ଗ୍ରାମ ପିଛା ପ୍ରାୟ ୭-୮ ହଜାର ଟଙ୍କାର ମୂଲ୍ୟ ହ୍ରାସ ଦେଖା ଯାଇଛି।ତେବେ ବର୍ତ୍ତମାନ ଦିଲ୍ଲୀରେ ସୁନା ପ୍ରାୟ ୪୫୦୦୦ ଟଙ୍କା ମଧ୍ୟରେ ଆସୁଛି।ସେଥିପାଇଁ ଦିଲ୍ଳିର ଲୋକମାନେ ମଧ୍ୟ ବର୍ତ୍ତମାନ ସୁନା କିଣିବା ପାଇଁ ଅଧିକ ବ୍ୟସ୍ତ ଥିବାର ଦେଖା ଯାଉଛନ୍ତି।ଏହା ସହିତ ଦିଲ୍ଲୀର ଲୋକ ମାନଙ୍କ ମଧ୍ୟରେ ସୁନା କିଣିବା ପାଇଁ ଏକ ପ୍ରତିଯୋଗିତା ଭଳି ପରିସ୍ଥିତି ସୃଷ୍ଟି ହେବାରେ ଦେଖା ଯାଉଛି।

ତେବେ ଦିଲ୍ଲୀର ଲୋକମାନେ ସୁନାର ଏହି ଦର ହ୍ରାସ ହେବାରେ ଅନେକ ଖୁସି ଥିବା ଜନା ପଡ଼ିଛି।ଦିଲ୍ଲୀରେ ବର୍ତ୍ତମାନ ୨୪ କ୍ୟାରେଡ ସୁନାର ଦାମ ରହିଛି ୪୫,୨୨୦ ଟଙ୍କା ଓ ୨୨ କ୍ୟାରେଡ ସୁନାର ଦାମ ରହିଛି ୪୩,୬୮୦ ଟଙ୍କା।ଏହା ସହିତ ମୁମ୍ବାଇ ସହରରେ ମଧ୍ୟ ସୁନାର ଦରରେ ଅନେକ ମାତ୍ରାରେ ହ୍ରାସ ଦେଖା ଯାଇଛି।ମୁମ୍ବାଇ ସହରରେ ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ପ୍ରାୟ ୪୫୦ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ହ୍ରାସ ଦେଖା ଯାଇଛି।

ତେବେ ଏହି ହ୍ରାସ ଫଳରେ ଅନେକ ଲୋକ ବର୍ତ୍ତମାନ ଖୁସି ଥିବା ଜଣା ପଡିଛି।ଏହା ସହିତ ମୁମ୍ବାଇ ସହରରେ ଅନ୍ୟ ସହର ତୁଳନାରେ ସୁନା ଦରରେ କମ ହ୍ରାସ ଦେଖା ଯାଇଛି।ସେଥିପାଇଁ ବର୍ତ୍ତମାନ ମୁମ୍ବାଇ ସହରରେ ୨୪ କ୍ୟାରେଡ ସୁନାର ଦାମ ରହିଛି ୪୫,୨୦୦ ଟଙ୍କା ଓ ୨୨ କ୍ୟାରେଡ ସୁନାର ଦାମ ରହିଛି ୪୩,୧୮୦ ଟଙ୍କା।ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣ ବର୍ତ୍ତମାନ ସୁନା କିଣି ପାରିବେ।

Leave a Reply

Your email address will not be published. Required fields are marked *