ସାଧାରଣଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର – ଆଖି ଦ୍ୱାରା ଶୁଣି ପାରୁଥିବା ପ୍ରାଣୀର ନାମ କଣ ?

Spread the love

ନମସ୍କାର,ଆଜି ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ।ଆଜି ଆମେ ଜାଣିବା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରଥମ ଓ ଉତ୍ତର ଗୁଡିକୁ।

 

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୧:-ଡେଣା ନଥିବା ପକ୍ଷୀର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କିୱି ପକ୍ଷୀ ଯାହାର ଡେଣା ନାହିଁ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୨:-କେଉଁ ପକ୍ଷୀ ପାଣି ଭିତରେ ମଧ୍ୟ ଉଡିପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡିପର ପକ୍ଷୀ ପାଣି ଭିତରେ ମଧ୍ୟ ଉଡିପାରେ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୩:-କେଉଁ ପକ୍ଷୀ ଆଦୌ ଭୂମିକୁ ସ୍ପର୍ଷ କରି ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଦୁଡି ଆଦୌ ଭୂମିକୁ ସ୍ପର୍ଶ କରି ନଥାଏ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୪:-କେଉଁ ଜୀଵ ଆଦୌ ପାଣି ପିଏ ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଙ୍ଗାରୁ ମୂଷା ଆଦୌ ପାଣି ପିଏ ନାହିଁ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୫:-କେଉଁ ପ୍ରାଣୀର ବେକରେ ହୃତପିଣ୍ଡ ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜିରାଫର ବେକରେ ହୃତପିଣ୍ଡ ଥାଏ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୬:-ନିଜ ଇଛାରେ ଅଣ୍ଡା ଦେଉଥିବା ପ୍ରାଣୀର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାଣୀ ମହୁମାଛି ନିଜ ଇଛାରେ ଅଣ୍ଡା ଦେଇଥାଏ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୭:-କେଉଁ ପ୍ରାଣୀ ଆଖି ବନ୍ଦ ନକରି ମଧ୍ୟ ଶୋଇ ପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାଛ ଆଖି ବନ୍ଦ ନକରି ଶୋଇପାରେ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୮:-ଆଖି ଦ୍ୱାରା ଶୁଣି ପାରୁଥିବା ପ୍ରାଣୀର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଣି ବେଙ୍ଗ ନିଜ ଆଖି ଦ୍ୱାରା ଶୁଣି ପାରେ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୦୯:-କେଉଁ ପଶୁ ବହି ଯାଉଥିବା ପ୍ରାଣୀକୁ ପିଇନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମେଣ୍ଡା ବହି ଯାଉଥିବା ପାଣିକୁ ପିଏ ନାହିଁ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୧୦:-କେଉଁ ବିରାଟ କାୟ ପଶୁ ଡେଇଁ ପାରି ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହାତୀ ଡେଇଁ ପାରି ନଥାଏ।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୧୧:-କେଉଁ ଫୁଲ ପାଖକୁ ଭ୍ରମର ଯାଇ ପାରି ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କିଆ କେତକୀ ପାଖକୁ ଭ୍ରମର ଯାଇ ପାରି ନଥାଏ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୧୨:-କେଉଁ ପକ୍ଷୀ ଜୀବନରେ ଥରେ ମାତ୍ର ଜନ୍ମ ଦିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କାଉ ଜୀବନରେ ଥରେ ମାତ୍ର ଜନ୍ମ ଦିଏ।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୧୩:-କେଉଁ ଜୀଵ ଜୀବନ କାଳ ଭିତରେ ଅଧିକ ଶୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବେଙ୍ଗ ତାର ଜୀବନ କାଳ ଭିତରେ ଅଧିକ ଶୋଇ ଥାଏ।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।
ପ୍ରଶ୍ନ ନମ୍ବର୍ ୧୪:-କେଉଁ ପକ୍ଷୀ ଆଗକୁ ପଛକୁ ଉଡିପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହମିଙ୍ଗ ବାର୍ଡ ଆଗକୁ ପଛକୁ ଉଡିପାରେ।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *