ବିବାହକୁ ହୋଇଥିଲା ମାତ୍ର ୧୨ ଦିନ ଶଶୁର ସହ ବୋହୂ ହେଲା ଫେରାର କିନ୍ତୁ ତା ପରେ ଯାହା ଘଟିଲା ସାରା ଅଂଚଳ ରେ ଖେଳିଗଲା ଆଶ୍ଚର୍ଯ୍ୟର ଲହଡି

Spread the love

ଆମେ ପ୍ରତିଦିନ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଜିନିଷ ଦେଖି ଥାଉ।ଏହା ଆମ ପାଇଁ ଆଜିକାଲି ଦୁନିଆରେ କିଛି ଅସମ୍ଭବ କଥା ନୁହେଁ କାରଣ ଆଜିକାଲି ଏଭଳି ଅନେକ ଘଟଣା ଘଟୁଛି ଯାହା ଆମେ କେବେ କଳ୍ପନା ମଧ୍ୟ କରିପାରିବା ନାହିଁ।ତେବେ ଏପରି କିଛି ଘଟଣା ମଧ୍ୟ ରହିଛି ଯାହାକୁ ଶୁଣିବା ଦୂରର କଥା କହିବା ପାଇଁ ମଧ୍ୟ ଲଜ୍ୟା ଲାଗିଥାଏ।ଆମେ ବର୍ତ୍ତମାନ ସେହି ଭଳି ଏକ ଘଟଣା ବିଷୟରେ ଆଲୋଚନା କରିବାକୁ ଯାଉଛେ।ତେବେ ଏହି ଘଟଣାଟି ହେଉଛି ଗୋଟିଏ ବିବାହ ପରେ ସେହି ଝିଅଟି ତାର ଶଶୁରଙ୍କ ସହିତ ଫେରାର ହୋଇ ଯାଇଛି।

ଏହି ଘଟଣାଟି ଶୁଣିବା ପାଇଁ ଆପଣଙ୍କୁ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ।ଆଜିକାଲି ଦୁନିଆରେ ଏପରି ବ୍ୟକ୍ତିମାନେ ଅଛନ୍ତି ଯେଉଁ ମାନଙ୍କ ପାଇଁ ସମ୍ପର୍କର ମାନେ ବୁଝିବା ବହୁତ କଷ୍ଟ।ଆମେ ଆଜିକାଲି ସୋସିଆଲ ମିଡିଆରେ ଅନେକ ଅଜବ ଅଜବ ଘଟଣା ଘଟୁଥିବାର ଦେଖୁଛୁ।ଆଜିର କଳିଯୁଗରେ ଏପରି ସବୁ ଘଟଣାମାନ ଘଟୁଛି ଯାହା ଆମ ସମାଜ ପାଇଁ କଳଙ୍କ ହୋଇ ରହିଯାଉଛି।ଏପରି ଏକ ଘଟଣା ଘଟିଛି ଝାଡ଼ଖଣ୍ଡର ଭଗବାନପୁର ଗ୍ରାମରେ।ଏହି ଘଟଣାକୁ ଯିଏ ସୁଣୁଛି ସେ ଚକିତ ହୋଇ ରହିଯାଉଛି।

ହେଲେ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ।ତେବେ ବିବାହର ମାତ୍ର ୧୨ ଦିନ ପରେ ଏପରି ଏକ ଲଜ୍ୟା ଜଣକ ଘଟଣା ଘଟିଛି ଏହି ଗ୍ରାମରେ।ଆନନ୍ଦ ସିଂ ନାମକ ଏକ ବ୍ୟକ୍ତି କିଛି ଦିନ ତଳେ ବିବାହ କରିଥିଲେ।ତାଙ୍କର ବିବାହ ମଧ୍ୟ ଖୁବ ଧୁମଧାମରେ ହୋଇଥିଲା।ମାତ୍ର ବିବାହର ମାତ୍ର ୧୨ ଦିନ ପରେ ସେହି ଝିଅଟି ଯିଏ ଆନନ୍ଦ ସିଂଙ୍କ ପତ୍ନୀ ରୂପରେ ତାଙ୍କ ଘରକୁ ଆସିଥିଲା ନିଜର ଶଶୁର ବା ଆନନ୍ଦଙ୍କର ପିତାଙ୍କ ସହିତ ଫେରାର ହୋଇଯାଇଛି।ଯିଏ ଏହି ଘଟଣାଟି ଶୁଣୁଛି ସେ ଆଶ୍ଚର୍ଯ୍ୟର ସହିତ ଚାହିଁ ରହୁଛି।

ତେବେ ଆନନ୍ଦ ଏହି କିଛି ଦିନ ତଳେ ମିତାଲି ନାମକ ଗୋଟେ ଝିଅକୁ ବିବାହ କରିଥିଲେ।ଆନନ୍ଦ ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟ କରନ୍ତି।ଫଳରେ ସେ ନିଜର ପତ୍ନୀଙ୍କୁ ଅଧିକ ସମୟ ଦେଇ ପାରୁନଥିଲେ।ଫଳରେ ମିତାଲିଙ୍କ ସମ୍ପର୍କ ଗଢ଼ି ଉଠିଥିଲା ତାଙ୍କର ଶଶୁର ମୋହନ ଲାଲ ସିଂଙ୍କ ସହିତ।ଏହାପରେ ସେମାନେ ଲୁଚି ଫେରାର ହୋଇ ଯାଇଛନ୍ତି।ଯାହା ଶୁଣିବା ମାତ୍ରେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।ଏବେ ଶୁଣା ଯାଉଛି କି ସେମାନେ ବିବାହ ମଧ୍ୟ କରି ସାରିଲେଣି।ଏବେ ସେମାନେ ଅଲଗା ରହୁଛନ୍ତି।

ଫେରାର ହେବା ପରେ ଭିଡିଓ କଲ କରି ଏଭଳି କଥା କହିଥିଲେ ମିତାଲି।ସେ ଆହୁରି ମଧ୍ୟ କହିଥିଲେ କି ମୁଁ ମୋହନଙ୍କ ସହିତ ଖୁବ ଖୁସିରେ ରହୁଛି।ଆମେ ଦୁହେଁ ପେନସନ ପଇସାରେ ଚଳିଯିବୁ।ସେ ଆହୁରି ମଧ୍ୟ କହିଥିଲେ କି ମୁଁ ଯଦି ପୂର୍ବରୁ ଜାଣି ଥାଆନ୍ତି କି ତୁମେ ଜଣେ ଗୁପ୍ତ ରୋଗୀ ତେବେ ମୁଁ ତୁମକୁ ବିବାହ କରି ନିଜର ଜୀବନ ନଷ୍ଟ କରି ନଥାନ୍ତି।ଏପରି କଥା ଶୁଣିବା ପରେ ଆନନ୍ଦ ବହୁତ ଲଜ୍ୟା ଅନୁଭବ କରିଥିଲେ।ଏହା ସହିତ ସେ ନିଜର ପିତାଙ୍କ ଠାରୁ ଏପରି କେବେ ଆଶା କରିନଥିଲେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *